ବିକଶିତ ଭାରତ ସଂକଳ୍ପଯାତ୍ରାରେ ପୌରପରିଷଦ ଅବହେଳା…

ଉମରକୋଟ : ସୂଚନା ପ୍ରକାର ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର ଗତ ଉମରକୋଟ ନୂତନ ବାସଷ୍ଟାଣ୍ଡ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର କାର୍ଯକ୍ରମ ହୋଇଯାଇଅଛି | ଏହି କାର୍ଯକ୍ରମ ଉମରକୋଟ ପୌରପରିଷଦ ଅଫିସ କର୍ମଚାରୀ ମାନଙ୍କୁ ଦାୟିତ୍ତ ଦିଆ ଯାଇଥିଲା | କାର୍ଯ୍ୟକ୍ରମ ଟି ଅପରାହନ୍ନ ୧ଘଣ୍ଟା

ପବିତ୍ର ଶୁଭ ମକର ସଂକ୍ରାନ୍ତିର ବନ୍ଧୁ ମିଳନ…

ଉମରକୋଟ : ଆଜି ରାଇଘର କୋଦଭାଟା ସାହିର ବଙ୍ଗୀୟ ସମାଜର ବିଶିଷ୍ଟ ଭଦ୍ରବ୍ୟକ୍ତି ମାନେ ନିଜ ନିଜ ପରିବାର ଧରି ମନୋରମ ପରିବେଶ ପାହାଡ଼ ପର୍ବତବେଷ୍ଟିତ ଦଣ୍ଡିୟମାନ ଛତିଶଗଡ ଦୁଧବା ଡ୍ୟାମରେ ଯାଇ ମହାଧୁମଧାମରେ ଶୁଭ ମକର ସଂକ୍ରାନ୍ତିର ପର୍ବ ପାଳନ କରିଛନ୍ତି l ରାଇଘରର ଜଣାଶୁଣା ଉଦ୍ୟୋଗପତି

ମୋହନାରେ ପୁଣି ଜନନୀ ଯନ୍ତ୍ରଣା…

ଆର, ଉଦୟଗିରି (୧୬/୧) : ଦୁର୍ଗମ ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଅନେକ ଗ୍ରାମ ଗୁଡିକରେ ନିତିଦିନିଆ ରାସ୍ତା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ l ଆଉ କେତେକ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ହୋଇଛି, ହେଲେ ବିଭାଗୀୟ କର୍ମଚାରୀଙ୍କ ଦୁର୍ନୀତି ଓ ଠିକାଦାର, କର୍ମଚାରୀଙ୍କ

ବେଲଗୁଣ୍ଠା ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ବେଲଗୁଣ୍ଠା// ବ୍ୟବସାୟର ପେଣ୍ଠସ୍ଥଳ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଜଗନ୍ନାଥ ପ୍ରସାଦ ରୋଡ଼ସ୍ଥିତ ବେଲଗୁଣ୍ଠା ବଣିକ ସଂଘର ସଙ୍ଘ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହେବା ସହ ସଂଘର ନୂତନ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି । ସଂଘ ସଭାପତି ସନତ କୁମାର

ରାଜନୈତିକ ହାଲଚାଲ : ଭାଜପାରେ ଯୋଗଦେବାର ୨୪ ଘଣ୍ଟା ନପୁରୁଣୁ ଇସ୍ତଫା

ଦେବଗଡ,୧୬ା୧ : ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମତା ବଢିଚାଲିଛି, ଭାଜପା ଦଳରେ ଯୋଗଦେବା ର ୨୪ ଘଂଟା ନପୁରୁଣୁ ନାନା ଆଳ ଦେଖାଇ ଇସ୍ତଫା ଦେବା ଘଟଣା ଜିଲା ରେ ଚର୍ଚ୍ଚାର ବିଷୟ ସାଜିଛି । ସୂଚନା ଥାଉ କି ସୋମବାର କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପା ରେ ସାମିଲ

ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ…

ଦେବଗଡ଼, ୧୬|୧ : ଜାନୁଆରୀ ୨୭ ତାରିଖରେ ସମ୍ବଲପୁର ରେ ହେବାକୁ ଥିବା ପ୍ରସିଦ୍ଧ ସମଲେଶ୍ଵରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବକୁ ଭାବ୍ୟ ଓ ଦିବ୍ୟ କରିବା ନିମନ୍ତେ ବିଭିନ୍ନ ଜିଲ୍ଲାର ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି ପରିପ୍ରେକ୍ଷିରେ ଦେବଗଡ଼ ଜିଲ୍ଲାର

ପାଣି ପଞ୍ଚାୟତ ପକ୍ଷ ପାଳନ ଓ ରଥ ଉଦଘାଟନ…

ମାଲକାନଗିରି, ୧୬।୧ : ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଅଛି । ୨୦୨୪ ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ସାରା ରାଜ୍ୟରେ ପାଳିତ ହେଉଅଛି। ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତ ସଂଗଠନର

ପୋଡଙ୍ଗି ମା ଶ୍ୟାମଳାଇ ସାୟ ଶାଖା ତରଫରୁ ମକର ଉତ୍ସବ ପାଳିତ

ପୋଡଙ୍ଗି : ସୋମବାର ପୋଡଙ୍ଗି ମା ଶ୍ୟାମଳାଇ ସାୟ ଶାଖା ତରଫରୁ ମକର ଉତ୍ସବ ପଲ୍ଲୀ ବିକାଶ ପଡ଼ିଆରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳ ଘୋଷ ପ୍ରମୁଖ ବ୍ରାହ୍ମଣଛାଇ ଜି ରାମ ପ୍ରସାଦ ଆଚାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମକର ଉତ୍ସବ ପାଳନ ର ଆବଶ୍ୟକତା ଓ ଯଥାର୍ଥତା ଉପରେ

୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଚଳିତ ଜାନୁଆରି ୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ ହେବ। ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ…

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ମସ୍‌ଜିଦ ପରିସରରେ ଥିବା ‘ବଜୁଖାନା’ର ପୂରା ଅଞ୍ଚଳକୁ ସଫା କରିବାକୁ ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଉକ୍ତ ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ପକ୍ଷରୁ ଦାବି…