ଧରାପଡ଼ିଲେ ଦୁର୍ଦ୍ଦାନ୍ତ ରାଜଧାନୀ ଆପାର୍ଟମେଣ୍ଟ ଲୁଟେରା…

ଭୁବନେଶ୍ବର : ଧରା ପଡ଼ିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ରୁପ୍‌। କମିଶନରେଟ୍‌ ପୁଲିସ୍‌ ଆପାର୍ଟମେଣ୍ଟ ଲୁଟେର ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି। ସେମାନେ ହେଲେ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାର। ନୟାପଲ୍ଲୀର ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ରେ ଏମାନଙ୍କ…

ହ୍ରଦରେ ବୁଡ଼ିଗଲା ଡଙ୍ଗା, ୬ ଛାତ୍ରଛାତ୍ରୀ ମୃତ…

ବଡ଼ୋଦରା : ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ…

ବାପ ଘରକୁ ବୁଲିବାକୁ ଆସିଥିବା ସଫ୍ଟୱୟାର ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ସ୍ତବ୍ଧ…

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଭୋପାଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପଘରେ ଜ‌‌ଣେ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ସୂଚନାଯୋଗ୍ୟ, ରାଜଧାନୀ ଅଶୋକ ଗାର୍ଡନ ଅଞ୍ଚଳରେ…

ଡାକିଥିଲା ଇଡି, କିନ୍ତୁ ହାଜର ହେବେନି କେଜ୍ରିଓ୍ୱାଲ…

ନୂଆଦିଲ୍ଲୀ : ବାରମ୍ବାର ଡାକୁଛି ଇଡି। କିନ୍ତୁ ହାଜର ହେଉନାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟି ସୁପ୍ରିମୋ ଅ‍ରବିନ୍ଦ…

ମଣିପୁରରେ ଥମୁନି ହିଂସା, ୩ ଯବାନ ଆହତ…

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଆଜି ପୁଣି ମଣିପୁରର ଥୌବଲ ଜିଲ୍ଲାରେ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ତିନି ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ଏନେଇ ଆଜି ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ବୁଧବାର ବିଳମ୍ବିତ…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିରୋଧ, ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ…

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବ। ତେବେ ତା’ ପୂର୍ବରୁ ଏହାକୁ ବିରୋଧ କରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଗାଜିଆବାଦର ଜଣେ ବ୍ୟକ୍ତି ଏହି ପିଟିସନ୍ ଦାଖଲ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ହିନ୍ଦୁ ପରମ୍ପରା…

ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଆସିଲେ ଲୋକେ ଅଯୋଧ୍ୟାବାସୀଙ୍କ ଘରେ ରହିପାରିବେ’: ଓୟୋ କମ୍ପାନି

ଅଯୋଧ୍ୟା: ଜାନୁଆରି ୨୨ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜାନୁଆରି ୨୨ ତ‌ାରିଖ ପରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ଅଯୋଧ୍ୟା ଯିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଯାତ୍ରୀଙ୍କ ଆଗମନକୁ…

ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣକୁ ବିରୋଧ କରୁଛି : ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡୁ ସରକାରରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆମ ନେତାମାନେ କହିଥିଲେ, ଧର୍ମ ଓ ରାଜନୀତିକୁ ମିଶାନ୍ତୁ ନାହିଁ। ଆମେ କୌଣସି ମନ୍ଦିର ନିର୍ମାଣକୁ ବିରୋଧ…

ଯୁଦ୍ଧର ଦ୍ବାରଦେଶରେ ଇରାନ-ପାକିସ୍ତାନ ! ଇରାନ ଉପରେ ଜବାବୀ ଆକ୍ରମଣ କଲା ପାକିସ୍ତାନ…

ଇସ୍ଲାମାବାଦ : ଇରାନ ପକ୍ଷରୁ ପାକିସ୍ତାନୀ ଅଂଚଳ ଉପରେ କରାଯାଇଥିବା ଆକ୍ରମଣର ୪୮ ଘଣ୍ଟା ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ ସେନା । ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଗୁରୁବାର ସକାଳେ ପାକିସ୍ତାନ…

ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର…

ପାଟନା: ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର। ଟ୍ରେନର ଝରକା ପଟେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚୋର ଚେଷ୍ଟା କରୁଥିବା ବେଳେ ତାକୁ ଯାତ୍ରୀମାନେ ଧରି ପକାଇଥିଲେ। କେବଳ ଏତିକି ନୁହେଁ, ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ଚୋରକୁ ଧରି ରଖିଥିଲେ।…