Sign in
Sign in
Recover your password.
A password will be e-mailed to you.
ଆଜିଠାରୁ ପ୍ରାଣୀ ଚିକିତ୍ସକ ମାନଙ୍କ ସମୂହ ଛୁଟି ସହ ଆନ୍ଦୋଳନ
ମାଲକାନଗିରି, ୧୮।୧ ଚାରିଦଫା ଦାବି ନେଇ ଆଜିଠାରୁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଡାକରା କ୍ରମେ ମାଲକାନଗିରି ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତିା ଫଳରେ ଏହି ଆନ୍ଦୌଳନ ଯୋଗୁଁ ରୋଗାକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଣିଥିବା ପ୍ରାଣୀଙ୍କ ଚିକିତ୍ସା!-->…
ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ଗ୍ରେନେଡ୍ ମାଡ଼
ଫୁଲବାଣୀ : ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ଗ୍ରେନେଡ୍ ମାଡ଼। ଏଥିରେ କୌଣସି ଯବାନ ଆହତ ହୋଇନଥିଲେ ମଧ୍ୟ ଦିଆଯାଇଥିଲା ପାଲଟା ଜବାବ। ଦୀର୍ଘ ସମୟର ଘମାଘୋଟ୍ ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ। ଏପରି ଖବର…
ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ: ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ
କଟକ : ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ତଣ୍ଡିତ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଅଧା ଦିନ ବନ୍ଦ ରହିବ ଓଡ଼ିଶା ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ୱର,୧୮।୧: ରାମ ମନ୍ଦିରର ଉଦ୍ଘାଟନ ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ଘୋଷଣା ପରେ ଓଡ଼ିଶା ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୨୨ ରେ ରାଜ୍ୟ ସରକାରୀ କାର୍ଯ୍ୟାଳୟ…
ସହରରେ ପଶିଲା ହାତୀ, ନାକେଦମ୍ ବନ ବିଭାଗ
ବାରିପଦା : ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। । ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ କରୁଛି ନାକେଦମ୍। ବନ ବିଭାଗ ହାତୀଟି ଟ୍ରାଙ୍କୁଲାଇଜ କରିବା କରିବାକୁ…
ବିଶିଷ୍ଟ ରେଳ ସେବା ପୁରସ୍କାର; ଇଷ୍ଟକୋଷ୍ଟ ପକ୍ଷରୁ ୪୬ ରେଳ କର୍ମଚାରୀ ସମ୍ମାନିତ
ଭୁବନେଶ୍ବର : ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରାଯାଇଛି। ଇଷ୍ଟ କୋଷ୍ଟ ରେଳବାଇ ଅଡିଟୋରୀୟମ ଠାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ନିଜ କର୍ତ୍ତବ୍ୟରେ ଉତ୍ସର୍ଗୀକୃତ ମନୋଭାବ ପାଇଁ ୪୬ ଜଣ ରେଳ…
ଖୋଲିଲା ପରିକ୍ରମା ମାର୍ଗ: ସୃଷ୍ଟିହେଲା ରଥଯାତ୍ରା ଭ୍ରମ
ପୁରୀ: ମନେ ରହିବ ଏ ମୁହୂର୍ତ୍ତ। ଅମଳିନ ରହିବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ। ଦୀର୍ଘ ପ୍ରତୀକ୍ଷା, ତମାମ ଆଲୋଚନା-ପର୍ଯ୍ୟାଲୋଚନା, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ…
ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ ମହିଳା, ସିଂହଦ୍ୱାର ନିକଟରେ ଚାଲିଗଲା ଜୀବନ
ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ପୁଲିସ ବିଭିନ୍ନ…
ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଆଦାୟ ହୋଇଥିବା ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା ଶ୍ରୀକ୍ଷେତ୍ରରେ କେବେ ପହଞ୍ଚିବ
ଭୁବନେଶ୍ବର : ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଆଦାୟ ହୋଇଥିବା ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିଲା ନାହିଁ। ଏପରିକି କେବେ…
ଆଜିଠାରୁ ପ୍ରାଣୀଚିକିତ୍ସକଙ୍କ ସମୂହ ଗଣଧାରଣା…
ଫୁଲବାଣୀ : ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀଚିକିତ୍ସା ସେବା ସଂଘ ତରଫରୁ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ । ଗତ!-->!-->!-->…