Sign in
Sign in
Recover your password.
A password will be e-mailed to you.
ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରାଞ୍ଚି ସେଲ୍ ଚାମ୍ପିଅନ
ଦେବଗଡ଼ ୨୯|୧୨: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୩ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଫାଇନାଲ ମ୍ୟାଚ୍ ଜିମଖାନା ରାଉରକେଲା ବନାମ ରାଞ୍ଚି ସେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ ଜିମଖାନା ରାଉରକେଲା କୁ ୩ ଉଇକେଟ ରେ!-->…
ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା : ମା ସୋନାଲି ଟ୍ରଲର ସହ ୨ ସିଲିଣ୍ଡର ଜଵତ ୭ଗିରଫ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାତଭାୟା ସମୁଦ୍ର କୂଳ ଠାରୁ ପ୍ରାୟ ୭କିମି ଦୂରରେ ମାଛମାରୁଥିବା ଟ୍ରଲରକୁ ଜଵତ କରିବା ସହ ୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣାଙ୍କ ସୂଚନାରୁ!-->…
ଚକ୍ରଧରଙ୍କ ଝୁଲନ୍ତା ଶଵ ପାର୍କ ନିକଟସ୍ଥ ଗଛରୁ ଉଦ୍ଧାର…
ରାଜନଗର : ପରିବାର କହିଲେ ବୁଢା ଵାପା ମା, ସ୍ଵାମୀ ସ୍ତ୍ରୀ ଏଵଂ ୫ଟି ଝିଅ, ଝିଅଙ୍କ ମଧ୍ୟରୁ ଜଣେ ସ୍ବଳ୍ପ ବେତନରେ ଚାକିରୀ କରିଛି ଵାହାରେ, ବାକି ସଵୁ ଠିକ୍ ଠାକ୍ ଥିଲା କୁକୁଡା ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲା, ହେଲେ କଣ ହେଲା କେଜାଣି କାଲି ରାତି ପ୍ରାୟ ଦୁଇଘଣ୍ଟା ସମୟରେ ଗଛରେ!-->…
ରାଜ୍ୟସଭାରେ ଆପର ନେତା ହୋଇପାରିବେ ନାହିଁ ରାଘବ
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ରାଘବ ଚଢାଙ୍କୁ ନିଯୁକ୍ତ କରିବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଅନୁରୋଧକୁ ଖାରଜ କରିବା…
ଘରୁ ବାହାରିଲା ୫ ପରିବାର ସଦସ୍ୟଙ୍କ କଙ୍କାଳ…
ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକର…
ଇସ୍ରାଏଲ ଦୂତାବାସ ‘ବିସ୍ଫୋରଣ’: ମିଳିଲା ଷଡ୍ଯନ୍ତ୍ରର ପ୍ରମାଣ…
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତିନି ଦିନର ତଦନ୍ତ ପରେ ଦିଲ୍ଲୀ ପୁଲିସ ଏକ ଏଫଆଇଆର ରୁଜୁ କରିବାକୁ ଯୋଜନା କରୁଛି। କାରଣ ସେମାନେ ରାଷ୍ଟ୍ରଦୂତଙ୍କୁ ଧମକ ଦେବା ପାଇଁ ଷଡଯନ୍ତ୍ର କରୁଥିବା ନେଇ…
୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ…
ଭୁବନେଶ୍ବର : ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜ୍ୟ ସରକାର କରିଥିବା ସୁପାରିଶକୁ କେନ୍ଦ୍ର…
ଗାୟକ ଓ ଗୀତିକାର ଅଖୁ ଅପହୃତ…
ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଅପହରଣ କରାଯାଇଛି। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଶୁକ୍ରବାର ଜାତୀୟ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି।
ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ ମୁଣ୍ଡରେ…
ମମତା ଓ ଉଦ୍ଧବ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍’ର କିଛି ସହଯୋଗୀ ଏକାକୀ ନିର୍ବାଚନ ଲଢ଼ିବା ସହ ନିଜ ନିଜ ରାଜ୍ୟରେ ଆସନ ‘ବୁଝାମଣା’ କରିବାକୁ ରାଜି ନହେବାର ସଙ୍କେତ ଦେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍’ର ଆସନ…
କାନାଡ଼ାରେ ହିନ୍ଦୁ ବ୍ୟବସାୟୀଙ୍କୁ ଟାର୍ଗେଟ, ଘର ଉପରକୁ ଆଖିବୁଜା ଫାୟାରିଂ…
କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଅଛି ନା ନାହିଁ ତାହା ସ୍ପଷ୍ଟ…