Sign in
Sign in
Recover your password.
A password will be e-mailed to you.
ରାଜସ୍ଥାନରେ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ୨୨ ଜଣ ମନ୍ତ୍ରୀ ଭାବେ ନେଲେ ଶପଥ…
ଜୟପୁର : ନୂଆ କରି ରାଜସ୍ଥାନରେ ସରକାର ଗଠନ କରିଥିବା ବିଜେପି ଆଜି ତା’ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛି। ବିଜେପି ହାଇକମାଣ୍ଡଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କ ଟିମ ଗଠନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭଜନ ଲାଲ ନିକଟରେ ଦିଲ୍ଲୀ ଯାଇଥିଲେ।…
‘୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବିଜେପି’
ମୁମ୍ବାଇ : ‘ଏଥର ୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ କରିବ ବିଜେପି।’ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏଭଳି କିଛି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।
ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ…
ଜାନୁଆରୀ ୧ ତାରିଖରେ ଲଞ୍ଚ ହେବ XPoSAT ସାଟେଲାଇଟ୍…
ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଦେଶର ଏମିତି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ। ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ। ଯଥା…
ଚିକିଟୀରେ ବ୍ଲକ ସ୍ତରୀୟ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ…
ଚିକିଟୀ : ଚିକିଟୀ ବ୍ଲକ ର ଗୌରଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସରକାର ଙ୍କ ନୂଆ-ଓ ତଥା କ୍ରୀଡା ଦିବସ କାର୍ଯ୍ୟକ୍ରମ ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସାଵ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ!-->…
ରନ୍ଧା ଦେଶୀ ମଦ ଓ ମହୁଲ ପୋଚ ଜବତ: ଜଣେ ଗିରଫ
ଦେବଗଡ଼,୨୯ା୧୨ : ବାରକୋଟ ଅବକାରୀ ଥାନା ପକ୍ଷରୁ ଶୁକ୍ରବାର ସରୁଆଳି ଗ୍ରାମ ପଂଚାୟତ ସଦର ମହକୁମାରେ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ଦେଶୀ ରନ୍ଧାମଦ ଓ ମହୁଲ ପୋଚ ଜବତ କରାଯାଇଛି ।ଏଥିସହ ଏ ଘଟଣାରେ ଉକ୍ତ ଗ୍ରାମର ଭାରତ ସାହୁ(୫୭)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ!-->…
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଆହତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୯୬ ଗ୍ରାମ ନିକଟରେ ଥିବା ୩୨୬ ଜାତୀୟ ରାଜପଥରେ ଆଜି ଦୁଇଟି ଟ୍ରକ ମୁହା ମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତ୍ତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ!-->…
ହିଞ୍ଜିଳିକାଟୁ କଲେଜ ମିଛ ଅଭିଯୋଗ ଧରାପଡ଼ିଲା : ମିଛୁଆଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ
ଛଦ୍ମବେଶୀଙ୍କ ମୁଖା ଖୋଲିବା ପାଇଁ ଦାବିହିଞ୍ଜିଳିକାଟୁ, (୨୯ା୧୨): ଗତ ୨ଦିନ ଧରି କିଛି ଗଣମାଧ୍ୟମରେ ହିଞ୍ଜିଳିକାଟୁ କଲେଜର ଗାରିମାକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରକାଶିତ ଖବର ମନ ଗଢ଼ା ,ମିଛ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରମାଣ ହୋଇଛି । ଆରକେ ପାଢ଼ି ନାମକ ଜଣେ ଛଦ୍ମବେଶୀ!-->…
ହିଞ୍ଜିଳିକାଟୁରେ ରାଜସ୍ୱ ମେଳାରେ ୪୩୧ ହିତାଧିକାରୀ ଗ୍ରାମକଣ୍ଟକ ପଟ୍ଟା ପାଇଲେ…
ହିଞ୍ଜିଳିକାଟୁ (୨୯/୧୨): ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ ମୋହନାପଲ୍ଲୀ ଗ୍ରାମରେ ଶୁକ୍ରବାର ରାଜସ୍ୱ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସଂଯୋଜନାରେ ଆୟୋଜିତ!-->…
ବିଜୁ କନ୍ୟାରତ୍ନ ଓ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ…
ହିଞ୍ଜିଳିକାଟୁ, ୨୯/୧୨ : ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ବିଜୁ କନ୍ୟାରତ୍ନ ଯୋଜନା ଅନୁଷ୍ଠିତ ହୋଇଛି l ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ!-->…
ପଂଚ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ : ଝରବାହାଳ କ୍ରିକେଟ କ୍ଲବ ଚମ୍ପିୟାନ
ଦେବଗଡ଼,୨୯ା୧୨:ବାରକୋଟ ବ୍ଲକ ରାଇତାବାହାଳ ଗ୍ରାମ ପଂଚାୟତର ଗରଗଡବାହାଳ ଗ୍ରାମରେ ମା’ ବନ ଦୁର୍ଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ପଂଚ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଅନୁଗୁଳ ଜିଲାର ସିଆରିମାଳିଆ!-->…