ସନ୍ଦେହ ଘେରରେ ପୋଲିସ ଏଫଓଙ୍କ ମୃତ୍ୟୁ…

ରାୟଗଡା: ରାୟଗଡା ଏସପି ଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି. ହରିଶଙ୍କର ରାଓ ଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ବର୍ତ୍ତମାନ…

ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ । ଦୁଇ ଅଭିଯୁକ୍ତ ଗିରଫ । ଏକ ପିକଅପ ବୋଲେରୋରେ ଅଭିଯୁକ୍ତ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ବ୍ରାଉନସୁଗର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର…

ବୁଖାରୀଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରିବ STF , ସେପଟେ ଚାକିରିରୁ ନିଲମ୍ବିତ ହେଲେ ସ୍ତ୍ରୀ…

ଯାଜପୁର: ନେଉଳପୁରରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କି ସୟଦ ଇଶାନ ବୁଖାରୀ ଗିରଫ ଘଟଣା, ବୁଖାରୀର ପତ୍ନୀ ସାଇନାଜ ପରବିନଙ୍କୁ ନିଲମ୍ବିତ କଲେ ଘରୋଇ ସ୍କୁଲ ଅଧ୍ୟକ୍ଷ, ସାଇନାଜ ନେଉଳପୁର ସ୍ଥିତ ମିଲତନଗର ସେଣ୍ଟ ଜାଭିୟର ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।…

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ବୁକ୍‌ ପେଜ୍‌କୁ ହ୍ୟାକର୍ ହ୍ୟାକ୍ କରିଦେଇଛନ୍ତି। ଏନେଇ ଥାନାରେ ଏତଲା ଦେଇଥିବା ନେଇ ଫେସବୁକ୍ ରେ ସୂଚନା ଦେଇଛନ୍ତି ନିଜେ ବିଧାୟକ। Post navigation

ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ…

ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ…

ରାଉରକେଲାରେ ଡାଇରିଆରେ ଆକ୍ରାନ୍ତ ୨୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି।…

ବାଇଡେନଙ୍କ କାରକେଡକୁ ପିଟିଲା କାର୍‌; ବନ୍ଧା ହେଲେ ଡ୍ରାଇଭର…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ ସହ ପିଟିହେଲା କାର୍‌ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ଗତକାଲି ଏହି ଘଟଣା ଘଟିଛି । ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ୨୦ ରୁ ଅତିଥି ନିମନ୍ତ୍ରଣ…

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସୋରରେ ଲାଗିଛି ।…

ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି…

ଭଞ୍ଜନଗର, ତା-18/12/2023ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଓ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 272ଟି ଅଭିଯୋଗ ପତ୍ର

ମଶା ଧୂଆଁ ରେ ମଧ୍ୟ ଆସିକା ରେ ମୁହଁ ଦେଖା କାରବାର…

ବ୍ରହ୍ମପୁର : ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ରେ ମଶା ଆତଙ୍କ ନିର୍ବାଚିତ ପ୍ରତିନିଧି ଙ୍କ ସାହିରେ ମଶାମରା ଧୂଆଁ କେବଳ ସୀମିତ। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଶୀତଋତୁ ଆରମ୍ଭ ରୁ ମଶାବଂଶ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ସ୍ୱଚ୍ଛତାର ଦ୍ୱାହି ଦେଇ ଡ୍ରେନେଜ ଉପରେ କେତେକ ୱାର୍ଡ଼