Sign in
Sign in
Recover your password.
A password will be e-mailed to you.
ଇଡେନ୍ ଗାଡେର୍ଣ୍ଣରେ ଓଡ଼ିଆ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ…
କୋଲାକାତାର ଇଡେନ୍ ଗାଡେର୍ଣ୍ଣ ଷ୍ଟାଡିୟମରୁ ମିଳିଲା ଝୁଲନ୍ତା ମୃତଦେହ। ଜଣେ ଯୁବକ ଷ୍ଟାଡିୟମ୍ରେ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଷ୍ଟାଡିୟମର ‘କେ’ ବ୍ଲକରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।…
ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇ ପାରିବେ ସରକାର, ଆସିଲା ବିଲ୍…
ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଧାର କରି କେନ୍ଦ୍ର ସରକାର ଚାହିଁଲେ ଯେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କକୁ ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣକୁ ନେଇ ପାରିବେ। ଜରୁରୀ ପରିସ୍ଥିତି ସମୟରେ ସରକାର ଏପରି କ୍ଷମତାର ଅଧିକାରୀ ହୋଇପାରିବେ। ଆଜି ଲୋକସଭାରେ କେନ୍ଦ୍ରମନ୍ତ୍ରୀ…
ଆସିଲେନି ମ୍ୟାଡାମ୍, ରାଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ
ଚାନ୍ଦବାଲି : ଲୋକେ ଅପେକ୍ଷା କରିଛନ୍ତି ମିଟିଙ୍ଗ ହେବ । କିନ୍ତୁ ଆସିଲେନି ମ୍ୟାଡାମ୍ । ଶନିବାର ହେଲାନି ତେଣୁ ସୋମବାର ହେବ କହିଥିିଲେ । ସେଥିପାଇଁ ସମସ୍ତଙ୍କୁ ନୋଟିସ ବି ହେଇଥିଲା, କିନ୍ତୁ ଠିକ୍ ସମୟରେ ମ୍ୟାଡାମ୍ ମନା କରିଦେଲେ। ଫୋନ୍ କଲେ ଫୋନ୍…
୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର…
ଶୀତରେ ଥରୁଛି ସାରା ରାଜ୍ୟ। ଧୀରେ ଧୀରେ ବଢ଼ୁଛି ଜାଡ଼ । ଗତକାଲି ରାତିରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା। ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଫଳରେ ଶୀତରେ ଥରହର ହେଉଛନ୍ତି ଲୋକେ।
ଗତ ରାତିରେ…
ଅନଲାଇନରେ ପାଣ୍ଠି ମାଗିବା ଅଭିଯାନ ଆରମ୍ଭ କଲା କଂଗ୍ରେସ
ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ଠାରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିବ। ଆଜି ଏହି କାର୍ଯ୍ୟକ୍ରମକୁ…
ଧୋଇଗଲା ରେଲଓ୍ୱେ ଟ୍ରାକ୍, ଫସିଲେ ୫୦୦ ଯାତ୍ରୀ
ପ୍ରବଳ ବର୍ଷା। ଜୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ ଚାରିଆଡେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛ। ତାମିଲନାଡୁର ଦକ୍ଷିଣ ଭାଗରେ…
ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ବଡ଼ ଲଢ଼େଇ…
ବାରିପଦା: ଲାଗିଛି ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ । ଛକାପଞ୍ଝାରେ ରହିଛନ୍ତି ଦୁହେଁ । କିଏ ଜିତିବ ବାଜି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ । ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏହି ଲଢେଇ । ଲଢେଇର ଏହି…
ଜେଲ୍ ଭିତରେ ଆଖି ବୁଜିଲା ଅଭିଯୁକ୍ତ ନଫିସ ବିରିୟାନୀ
ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ପ୍ରୟାଗ ରାଜ ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାର ଆଉ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ସାମିଲ ଥିବା ନଫିସ ବିରିୟାନୀ ଜେଲ୍ ଭିତରେ ଆଖି ବୁଜିଛି। ସେ ମାଫିଆ ଅତିକ ଅହମ୍ମଦର ଅତି ଘନିଷ୍ଠ ଥିଲା।
ସୂଚନା…
କୋଭିଡର ନୂଆ ସବ୍-ଭାରିଆଣ୍ଟକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ…
ଭୁବନେଶ୍ୱର: ଭୟ ବଢ଼ାଇଲାଣି କୋଭିଡର ନୂଆ ସବ୍-ଭାରିଆଣ୍ଟ JN. 1 । କେରଳ ପରେ ଏବେ ଉତ୍ତର ପ୍ରଦେଶରେ ବ୍ୟାପିଲାଣି । ଗତକାଲି ଗୋଟିଏ ଦିନରେ ଦେଶରେ ମୋଟ ୩୩୫ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡରେ ୫…
କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲେ ASI ଟିମ୍…
କୋର୍ଟରେ ଦାଖଲ ହେଲା ଜ୍ଞାନବ୍ୟାପୀ ମସଜିଦ ସର୍ଭେ ରିପୋର୍ଟ। ଏଏସଆଇ ଟିମ୍ ଆଜି ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲା କୋର୍ଟ ବିଚାରପତିଙ୍କ ନିକଟରେ ମସଜିଦ କମ୍ପ୍ଲେକ୍ସର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର…