Sign in
Sign in
Recover your password.
A password will be e-mailed to you.
ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହେଲେ ଶତବିର ସିଂ ରିୟାର
ମାଲକାନଗିରି,୧୮।୧୨ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଥିବା ବେଳେ ଏହି ସିରିଜରେ ମାଲକାନଗିରି ଜିଲ୍ଲାର ଶତବିର ସିଁ ରିୟାର ଭାରତୀୟ ଦଳର ମ୍ୟାନେଜର ଭାବେ ଦାଇତ୍ଵ ପାଇଥିବା ବେଳେ ଜିଲ୍ଲା ପାଇଁ ଏହା ଗର୍ବ ଆଣିଦେଇଛି । ତେବେ ଶ୍ରୀ ରିୟାରଙ୍କର ଭିଜା!-->!-->!-->…
ଆଇଙ୍କୁ ଧକ୍କା ମାରି ଶିଶୁଟିକୁ ନେଇଗଲେ ଦୁର୍ବୃତ୍ତ : ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ..
କାରଣ ଅସ୍ପଷ୍ଟ: ଦେବଗଡରେ ଚାଞ୍ଚଲ୍ୟ ....
ଦେବଗଡ଼,୧୮ା୧୨: ଦେବଗଡ ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ବଜାରରୁ ତଥା ଦେବଗଡ ଷ୍ଟେଟ ବ୍ୟାଙ୍କ ଛକ ନିକଟ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରୁ ଟ୍ୟୁସନରୁ ଫେରୁଥିବା ଘୋର ନିକଟରୁ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ କରାଯାଇଥିବା!-->!-->!-->…
ବାଇକ ସ୍କୁଟି ମହାଁମୁହିଁ ଧକ୍କା ଫଳରେ ମହିଳା ଗୁରୁତର…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଚାଇନା ଟାଉନ ଛକ ଉପରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳା ଗୁରୁତର ଆହତ ହେଇଥିବା ଜଣାପଡିଛି | ସୂଚନା ଅନଯାୟୀ ବୀରମିତ୍ରପୁର ଥାନା ଅଧୀନସ୍ଥ ପାତାଳକାଣ୍ଡ ଅଞ୍ଚଳର!-->!-->!-->…
ରାଇକିଆଠାରେ ମାଣ୍ଡିଆ ଅମଳ ପର୍ବ ପାଳିତ…
ଫୁଲବାଣୀ : ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ମିଲେଟ ମିଶନ୍ ରାଇକିଆ ସହଯୋଗ ରେ ଚାଲିଥିବା କ୍ଷୁଦ୍ରଦାନା ଶସ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆ ଅମଳ ପର୍ବ ବେରେଡାକିଆ ଗ୍ରାମପଂଚାୟତର କାଣ୍ଡାବାଡା ଗ୍ରାମ ଅନ୍ନପୂର୍ଣା ସୟଂସହାୟକ ଦଳ ଦ୍ବାରା ଆୟୋଜିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା!-->…
ନିଶାମୁକ୍ତ ମହାବିଦ୍ୟାଳୟ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ତମାଖୁ ମୁକ୍ତ କଲେଜ କ୍ୟାମ୍ପସ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ତମାଖୁ ନିୟନ୍ତ୍ରଣ ତରଫରୁ ସହ ପ୍ରବନ୍ଧକ ଅଶୋକ କୁମାର ସାହୁ, ଟିକାବାଲି!-->…
ଆଥଲେଟିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ…
ମାଲକାନଗିରି : ଓଡିଶା ସରକାରଙ୍କ ଦ୍ୱାରା ଚାଲୁ ରହିଥିବା ନୂତନ, ଉନ୍ନତ, ଅଭିଳାଷ-ଓଡିଶା (ନୂଆ-ଓ) କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଆଥଲେଟିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଅଛି l ଛାତ୍ରଛାତ୍ରୀ ମାନେ ମଶାଲ ରାଲି କରି ଫେରିବା ପରେ ସାମାଜିକ!-->…
ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ସାଂସଦ…
ମାଲକାନଗିରି,୧୮।୧୨ : ମାଲକାନଗିରି ଜିଲ୍ଲାର ଆମ୍ବିଳିବେଡା, ଗିରିକାନପଲ୍ଲି, କାଳଦାପାଲି, ଉଣ୍ଡୁରକୋଣ୍ଡା, ସାରକୁବନ୍ଦ ଭଳି ଅନେକ ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ଅନୁରୋଧ କଲେ ସାଂସଦ ରମେଶ ମାଝି । ଏକଦା ଏହି ସବୁ ଅଞ୍ଚଳରେ ମାଓ!-->…
ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ସ୍କୁଲ ଶିକ୍ଷାରେ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ
ସୁନ୍ଦରଗଡ଼ : ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ!-->!-->!-->!-->!-->…
ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ…
ଦାରିଙ୍ଗବାଡ଼ି , ୧୮/୧୨ : ଓଡ଼ିଶାର କାଶ୍ମୀର ଭାବେ ଦାରିଙ୍ଗବାଡ଼ିର ନାମ ରହିଛି । ପର୍ଯ୍ୟଟକମାନେ ମଧ୍ୟ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ଦାରିଙ୍ଗବାଡ଼ିକୁ ପ୍ରଥମ ପସନ୍ଦ ରଖି ଆସନ୍ତି । ଫଳରେ ଏହି ଦିନମାନଙ୍କରେ ପର୍ଯ୍ୟଟକଙ୍କ ଭିଡ଼ ରହେ। ପର୍ଯ୍ୟଟକ ମାନଙ୍କ ସମସ୍ତ!-->…
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ…
ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ ଖୁଣ୍ଟି ସ୍ଥାପନ। ତେବେ ବିଶ୍ୱ…