Sign in
Sign in
Recover your password.
A password will be e-mailed to you.
୨୦୨୪ ମେ’ ମାସ ସୁଦ୍ଧା ସୁବର୍ଣ୍ଣରେଖା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ହେବ: ୫ଟି ଅଧ୍ୟକ୍ଷ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ମୟୂରଭଂଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ମତବିନିମୟ…
ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କଲେ ଗୁଜୁରାଟର ଭକ୍ତ…
ପୁରୀ : ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କରିଛନ୍ତି ଗୁଜୁରାଟର ଜଣେ ଭକ୍ତ। ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଅର୍ପଣ କରିଛନ୍ତି। ପ୍ରାୟ ଏକ କିଲୋ ୭୫ଗ୍ରାମ ଓଜନ ସୁନାର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ।…
ଆତଙ୍କବାଦୀ ସଇଦ ଈଶାନ ବୁଖାରୀକୁ କିଏ ଦେଉଥିଲା ସୁରକ୍ଷା…?
ଯାଜପୁର : ସଇଦ ଈଶାନ ବୁଖାରୀ କିଏ? କଶ୍ମୀରରୁ ଆସି ଯାଜପୁରରେ କାହିଁକି ରହିଥିଲା? ଆଇଏସ୍ଆଇ ସହିତ ତା’ର କି ଲିଙ୍କ ରହିଛି? ସଇଦଙ୍କ ଚାଲିଚଣରେ ସନ୍ଦେହ ପ୍ରକାଶ କରି ୫ ବର୍ଷ ତଳେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ଯାଜପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ସାମ୍ୱାଦିକ…
୫୦% ପିଲା ଅଧାରୁ ଛାଡ଼ିଲେ ପାଠ: ଏ କେଉଁପ୍ରକାର ରୂପାନ୍ତରୀକରଣ.. ?
ଭୁବନେଶ୍ବର : ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ସ୍ଥିର ସରକାର ଥିବା ସତ୍ତ୍ୱେ ରାଜ୍ୟର ପ୍ରାୟ ୫୦ ପ୍ରତିଶତ ପିଲା ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି । ସର୍ବଭାରତୀୟସ୍ତରରେ ଓଡ଼ିଶାରେ ଦଶମ ଶ୍ରେଣୀରେ ଡ୍ରପଆଉଟ୍ ହାର ସବୁଠୁ ଅଧିକ ଥିବାବେଳେ ମଣିପୁରରେ ଡ୍ରପଆଉଟ୍ ହାର ଶୂନ…
ଫେବୃୟାରୀରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ….
ଭୁବନେଶ୍ବର : ଆସନ୍ତାବର୍ଷ ଫେବୃୟାରୀ ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ…
ରାହୁଲଙ୍କ ଭିଡିଓ ସୁଟ୍କୁ ଲଜ୍ଜାଜନକ ବୋଲି କହି ନିନ୍ଦା କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍…
ନୂଆଦିଲ୍ଲୀ : ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍। ଟିଏମ୍ସି ସାଂସଦ ସଂସଦ ବାହାରେ ତାଙ୍କର ମିମିକ୍ରି କରୁଥିବା କାରଣକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ କଲ୍ୟାଣ…
୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦିଆଯିବାର ଯୋଜନା ନାହିଁ : କେନ୍ଦ୍ର
ନୂଆଦିଲ୍ଲୀ: ସଂସଦର ଚଳିତ ଶୀତକାଳୀନ ଅଧିବେଶନ ସମୟରେ ସରକାର ରାଜ୍ୟସଭାରେ କହିଥିଲେ ଯେ ରାଜସ୍ଥାନରେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବାକୁ ତାଙ୍କର କୌଣସି ଯୋଜନା ନାହିଁ। ଭାରତ ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ରାଜ୍ୟସଭାରେ ପ୍ରଶ୍ନକାଳରେ…
ବିଷ ନୁହେଁ, ଦାଉଦ୍ ଡାକ୍ତରଖାନାରେ ଭର୍ତ୍ତି ହେବା ପଛର କାରଣ କହିଲେ ଭଣଜା
ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ତାକୁ ବିଷ ଦିଆଯାଇଛି ବୋଲି ଖବର ସାମାଜିକ ଗଣମାଧ୍ୟମରେ…
ରାଷ୍ଟ୍ରପତିଙ୍କ କ୍ଷୋଭ- ବିଶ୍ୱର ପ୍ରଥମ ୫୦ ଶିକ୍ଷାନୁଷ୍ଠାନରେ ନାହିଁ ଭାରତର ସ୍ଥାନ…
ନୂଆଦିଲ୍ଲୀ : ‘ଭାରତ ବିଶ୍ୱର ସର୍ବ ପୁରାତନ ଜ୍ଞାନ, ପରମ୍ପରା ଓ ସଭ୍ୟତାର ଦେଶ। ମାତ୍ର ବିଶ୍ୱର ପ୍ରଥମ ୫୦ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଭାରତର ସ୍ଥାନ ନାହିଁ। ’ ଭାରତ ପରି ରାଷ୍ଟ୍ରର ଏପରି ସ୍ଥିତିକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…
ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସ୍ଥଗିତ ଆବେଦନ ଖାରଜ…
ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ପୁଣି ଲାଗିଲା ଝଟକା। ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ଏବଂ ପୂଜାପାଠ ଆବେଦନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ। ଆଜି ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ସମସ୍ତ ପାଞ୍ଚ ଆବେଦନକୁ ଖାରଜ କରି…