Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ଦିଲ୍ଲୀ ଯିବେ କଂଗ୍ରେସ ଓ ବିଜେପି ନେତା
ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ରଣନୀତି ଚୂଡ଼ାନ୍ତ କରିବେ । ଏଥିପାଇଁ ରାଜ୍ୟରେ ଦୁଇ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ…
ଫେରିଲା କରୋନା! ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର…
ପୁଣି ଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର…
ଆମିକସ୍ କ୍ୟୁରି ଦାଖଲ କଲେ ଷ୍ଟାଟସ୍ ରିପୋର୍ଟ…
ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ପୁନରୁଦ୍ଧାର କାର୍ଯ୍ଯ ନେଇ ଆମିକସ୍ କ୍ୟୁରୀ ଏନ୍. କେ. ମହାନ୍ତି ସୋମବାର ଓଡ଼ିଶା ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି।
ବିମ ଡିଜାଇନ୍ ନେଇ ଡିସେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ବୈଠକ ବସି ଆଲୋଚନା କରାଯାଇ କାର୍ଯ୍ୟପନ୍ଥା…
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ : ପାଣ୍ଡିଆନ
ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି…
ଶୀତ ଅଧିବେଶନରେ ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ…
ଲୋକସଭା ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ୪୫ ସାଂସଦ। ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା। ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ। କିଛି ସମୟ ପୂର୍ବରୁ…
ପୁଣିଥରେ କେଜ୍ରିୱାଲଙ୍କୁ ସମନ କଲା ଇଡି…
ପ୍ରତ୍ୟାହୃତ ହୋଇ ସାରିଥିବା ତଥାକତିଥ ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି କହିଛି।
ଏହାପୂର୍ବରୁ ସମାନ…
ଦାଉଦଙ୍କୁ ଦିଆଯାଇନି ବିଷ, ହସ୍ପିଟାଲ ନୁହେଁ ଘରେ ଚାଲିଛି ଚିକିତ୍ସା…
ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍ ଦାଉଦ ଇବ୍ରାହିମ ଅସୁସ୍ଥ। ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ପାକିସ୍ତାନ କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସୂଚନା ମିଳିଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି। ଖୋଦ୍ ଦାଉଦଙ୍କ ଜଣେ ସମ୍ପର୍କୀୟ…
ଶକ୍ତି ମଲ୍ଟଏୟାର ପ୍ରାଇଭେଟ୍ ଲିମିଟେଡ ଉପରେ ଶେଷ ହେଲା ଆୟକର ରେଡ୍…
ଢେଙ୍କାନାଳ: ତୁମୁସିଂହା ଥାନା ଅନ୍ତର୍ଗତ ମଦ ପ୍ରସ୍ତୁତକାରୀ ସଂସ୍ଥା ଶକ୍ତି ମଲ୍ଟଏୟାର ଓ ଲେମୋନେଡସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ଚାଲିଥିବା ଚଢ଼ଉ ସୋମବାର ଶେଷ ହୋଇଛି।
ଏହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ମଦ ପ୍ରସ୍ତୁତକାରୀଙ୍କ…
ମା’ ଶାରଳା’ ମନ୍ଦିର ହୁଣ୍ଡି ଲୁଟ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା’ ଶାରଳା’ଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଘଟଣାରେ ତିର୍ତ୍ତୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଜଣେ ଅଭିଯୁକ୍ତକୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ଗିରଫ…
ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼: ପୁଅର ତଣ୍ଟି କାଟିଥିଲା ବାପା.. !
ସାଲେପୁର : ପୁଅର ତଣ୍ଟି କାଟିଛି ବାପା। ମାଆର ଅଭିଯୋଗ ପୁଅର ହତ୍ୟାକାରୀ ନିଜେ ବାପା। ସାଲେପୁର ଜଗତପୁର ଥାନା ପୂର୍ବକଛ ଗାଁରେ ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼। ଗାଁର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷର ପୁଅ ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଘଟଣାର ଦିନକ ପରେ ଆସିଛି ଏହି ଚାଞ୍ଚଲ୍ୟକର…