ସନ୍ଦେହ ଘେରରେ ଛାତ୍ରୀଙ୍କ ଆତ୍ମହତ୍ୟା…

କୁଆଁରମୁଣ୍ଡା- ୧୮/୧୨/୨୩ ରିଖ ସକାଳ ଘ ୬,୩୦ମିନିଟ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସିଟି ସ୍କୁଲ ପାଖ ନିଜ ଘରେ ବେକରେ ଶାଢୀ ଫାଶ ଲଗାଇ ମନ୍ଦିର ପୂଜକ ଭୂବନ ବିହାରି ଦାଶଙ୍କ କନିଷ୍ଠ ଝିଅ ଦିପ୍ତିମୟୀ ଦାଶ ( ୨୨ବର୍ଷ) ମୁର୍ତ୍ତ୍ୟୁ ବରଣ କରିବା ଖବର ଶୁଣିବା ପରେ କୁଆଁରମୁଣ୍ଡା ଜନସାଧାରଣ

ରାଜ୍ୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯାଳୟ ଉଦଘାଟିତ…

ବ୍ରହ୍ମପୁର : ବ୍ରହ୍ମପୁର ଭିମାରାଓ ପେଟା ଠାରେ ଆଜି ଏକ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ର କାର୍ଯାଳୟ ଉଦଘାଟନ ସହ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଂସ୍ଥାର ସଭାପତି ରବିନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ

ରାଜ୍ୟ ସାମ୍ବାଦିକ ସଂଘ, (SUJ)ଓଡିଶା ସୁନ୍ଦରଗଡ଼ ଜିଲ୍ଲା ର କର୍ମକର୍ତ୍ତା ଚୟନ…

ସାମ୍ବାଦିକଙ୍କ ସୁରକ୍ଷା, ସହାୟତା ଉପରେ ଆଲୋଚନା ରାଉଲକେଲା, ୧୭|୧୨,ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ଥିତ ପାନ୍ଥନିବାସ ଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘର ଓଡିଶା ସୁନ୍ଦରଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ ହୋଇଯାଇଛି। ରବିବାର ଦିନ ସାମ୍ବାଦିକଙ୍କ ପଙ୍କଜ

ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ…

ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ରାଜ୍ୟର ଯୁବପିଢିଙ୍କ ନିକଟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର

ବିଜେଡିର ୨୬ତମ ପୂର୍ତ୍ତି ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…

ଫୁଲବାଣୀ : ବିଜୁ ଜନତା ଦଳର ୨୬ତମ ପୂର୍ତ୍ତି ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ନୁ ଚରଣ ମଲ୍ଲିକଙ୍କ ନିର୍ଦ୍ଦେଶ ରେ ନଗର ବିଜୁ ଯୁବ ଜନତା ଦଳର ସଭାପତି ରାକେଶ ମିଶ୍ରଙ୍କ ନେତୃତ୍ଵରେ ରକ୍ତଦାନ ଶିବିର ସ୍ଥାନୀୟ ବ୍ଳଡ଼ ବ୍ୟାଙ୍କ ଠାରେ

ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା : ବାଇକ ଚାଳକ ଙ୍କ ମୃତ୍ୟୁ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ.ଜାତୀୟ ରାଜପଥ ଦେଇ ଯାଇଥିବା ଟାଉନ ସ୍ଥିତ ଦମକଳ କେନ୍ଦ୍ର ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଲିଗୁଡା ମେଡିକାଲରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ରବିବାର

କୁଲାଡ଼ରେ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା…

ଭଞ୍ଜନଗର : ୫-ଟି ଓ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ ସେ ଭଞ୍ଜନଗର ଗସ୍ତ କରିଛନ୍ତି। ଆସିକା ରୁ ଭଞ୍ଜନଗର ଦେଇ କୁଲାଡ଼ ଆସିବା ବାଟରେ ଜିଲୁଣ୍ଡି, ଭଞ୍ଜନଗର ଏନଏସି ଓ ଡିହପଢାଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ସ୍ଵାଗତ

ଫସଲହାନୀରୁ ଚାଷୀ ଆତ୍ମହତ୍ୟା..!

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ…

କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ, ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି…

କଟକ: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ-ଏଜିଏମ…

ଏହି ଛାତ୍ରମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଡାଟିଆ ଗୁଣ୍ଡା: ରାଜ୍ୟପାଳ ଆରିଫ ଖାନ…

ନୂଆଦିଲ୍ଲୀ: କେରଳରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) କର୍ମୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କାଲିକଟ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ…