ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ…

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ରାଜ୍ୟ ମାନବାଧିକାର…

ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଚିଦାମ୍ବରମ୍ ଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ କଂଗ୍ରେସ ନେତା ଆଲୋଚନା…

ଗୁଳି କରି ହତ୍ୟା ପରେ ପୂଜାରୀଙ୍କ ଆଖି ତାଡ଼ି ନେଲେ…

ପୂଜାରୀଙ୍କୁ ଗୁଳି କରି ହତ୍ୟା କଲେ। ପରେ ଦୁଇ ଆଖି ତାଡି ନେଲେ। କେବଳ ସେତିକି ନୁହେଁ ମୃତଦେହକୁ ବୁଦା ମୂଳେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ।ପୂଜାରୀଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଏଥିରେ…

ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି…

ପୁରୀ: ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ବେଳେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସତ୍ୟବାଦୀ…

ପୋଲିସ-ମାଓବାଦୀ ଗୁଳିବନିମୟ, ଜଣେ ଯବାନ ସହିଦ…

ମାଲକାନଗିର : ମାଓବାଦୀଙ୍କ ଗୁଳିରେ CRPF ASI ସହିଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦ କ୍ୟାମ୍ପରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ CRPF ର ଜଣେ ASI ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ…

ସଂସଦର ସୁରକ୍ଷା ତ୍ରୁଟି ଘଟଣା: ଅଭିଯୁକ୍ତଙ୍କ ପୋଡା ଯାଇଥିବା ଫୋନ୍ ପାର୍ଟ୍ସ ପାଇଲା ପୁଲିସ…

ସଂସଦ ଭବନର ସୁରକ୍ଷା ତ୍ରୁଟି ପଛର କାରଣ ଖୋଜୁଛି ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। ଯଦି ଦେଶର କିଛି ଆଭ୍ୟନ୍ତରୀଣ ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆର୍ଷଣ କରିବାକୁ ଅଭିଯୁକ୍ତମାନେ ଏପରି କରିଥିଲେ ତେବେ ସେଲ୍ ଫୋନ୍ ପୋଡି ଦେବାର କାରଣ କ’ଣ? ଏସବୁ ନାନା ପ୍ରଶ୍ନ…

ସିନିୟର୍‌-ଜୁନିୟର୍‌ ଫରକ୍‌ ଜାଣିନ, ଚାପୁଡ଼ା ମାରିଦେବି…ପୁଲିସକର୍ମୀଙ୍କୁ ଓକିଲଙ୍କ ଦୁର୍ବ୍ୟବହାର

ସିନିୟର-ଜୁନିୟର ଫରକ୍ ଜାଣିପାରୁନ କି? ଚାପୁଡ଼ା ମାରିଦେବି।’ ଏମିତି କିଛି କହି ବିଚ୍‌ ରାସ୍ତାରେ ପୁଲିସକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଓକିଲ। କେବଳ ସେତିକି ନୁହେଁ ପୁଲିସ ଅଫିସରଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…

ଜଳେଶ୍ୱର : ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ। ମୃତକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଲଦା ଗାଁର ଖୁଦିରାମ ବେହେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ । ପାରିବାରିକ କଳହକୁ ନେଇ ମହିଳା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି…

ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ: ମୋଦି

ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ…

ରାଜ୍ୟରେ ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା…

ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ ପାଉଛନ୍ତି ଲୋକେ । ଫଳରେ ସ୍ଥାନେ ସ୍ଥାନରେ ଅଧିକ…