ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍‌ଣରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର ରାସ୍ତାରେ ଯାଉଥିବା…

ବିଶ୍ବର ବୃହତ୍ତମ ଅଫିସ୍‌ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍‌ ବୁଅର୍ସ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସୁରତ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍‌ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍‌ ବୁଅର୍ସ’ ଉଦ୍‌ଘାଟନ କରିଛନ୍ତି। ସୁରତ ନଗରୀ ନିକଟ ଖ‌ୋଜଡ଼ ଗ୍ରାମରେ ୬୭ ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳ ପରିମିତ ଏହି ଅଟ୍ଟାଳିକା ଅବସ୍ଥିତ। ଏହା ହେବ ହୀରା…

ଝାଡ଼ାବାନ୍ତିରେ ରାଉରକେଲାରେ ଆଉ ଜଣେ ମୃତ, ୫କୁ ବଢ଼ିଲା ମୃତ୍ୟୁ ସଂଖ୍ୟା…

ରାଉରକେଲା : ରାଉରକେଲା ସହରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣେ ବୃଦ୍ଧ। ଏହା ସହିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ୩ ଦିନ ମଧ୍ୟରେ ସହରରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ…

ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ…

କଟକ : କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର। ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ…

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା

ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର ତିନି ଜଣ ସମର୍ଥକ ସହିତ…

୬ ଦିନ ପରେ ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା…

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି । ତେବେ ନବଜାତ ଶିଶୁ ଟି ର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାକୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ…

ବୟୋଜ୍ୟେଷ୍ଠ ମୁରବୀଙ୍କ ବିୟୋଗରେ ସମବେଦନା ଜଣାଇଲେ ବିଜେଡ଼ି ସଂଗଠକ…

ରାଜନଗର : ରାଜନଗର ବ୍ଲକ ଚାନ୍ଦି ବାଉଁଶ ମୂଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚର୍ଦିଆ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ନେତ୍ରା ନନ୍ଦ ଲେଙ୍କାଙ୍କ ବିୟୋଗ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେଡିର ସଙ୍ଗଠକ ଅଶୋକ ପ୍ରତିହାରୀ ମୃତ ଲେଙ୍କାଙ୍କ ବାସଭବନରେ ପହଁଚି ଶୋକ ସନ୍ତପ ପରିବାରକୁ

ପୁରାତନ ଛାତ୍ରଙ୍କ ଗୁରୁ ସମ୍ବର୍ଦ୍ଧନା…

ଆସିକା : ସ୍ଥାନୀୟ ହରିହର ହାଇସ୍କୁଲ ରେ ୧୯୮୧ ବର୍ଷ ମେଟ୍ରିକ୍ ପାସ ଛାତ୍ର ଙ୍କ ତୃତୀୟ ବାର୍ଷିକ ବନ୍ଧୁ ମିଳନ ଓ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍ନରେ ହାଇସ୍କୁଲ ପରିସର ରେ୧୯୮୧ ବ୍ୟାଚ ର ବହୁ ପୁରାତନ ଛାତ୍ର ଏଥିରେ ଯୋଗୋଦେଇ

ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ଜାରି ରହିଥିବା ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

ଛତ୍ରପୁର : ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ଜାରି ରହିଥିବା ବିକାଶ କାର୍ଯ୍ୟର କଲେ ଅନୁଧ୍ୟାନ କରିବା ସହିତ ମନ୍ଦିର କମିଟି ଓ ସେବାୟତଙ୍କ ସହ କଲେ ଆଲୋଚନା କରିଥିଲେ,୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମ ଜିଲା ଗସ୍ତ ର ଦ୍ଵିତୀୟ ଦିନ ତଥା ରବିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର

ୟୁରୋ ସ୍କୁଲର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

ଛତ୍ରପୁର : ଛତ୍ରପୁରର ବଜରଙ୍ଗୀ ନଗର ସ୍ଥିତ ୟୁରୋ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ରବିବାର ଉଦଯାପିତ ହୋଇଛି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ୨ ଦିନ ଧରି ଛାତ୍ର ଛାତ୍ରୀ ଙ୍କ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ସନ୍ତୋଷ ଗୌଡଙ୍କ ପ୍ରତ୍ୟେକ୍ଷ