Sign in
Sign in
Recover your password.
A password will be e-mailed to you.
କାଶତଣ୍ଡି ଜଙ୍ଗଲରେ ପୋତି ହୋଇଗଲାଣି ଶଯ୍ୟା
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜୀବନରେଖା ଲୋହରାଖଣ୍ଡି ନଦୀ ନିଜ ସତ୍ତା ହରାଇବାକୁ ଯାଉଛି। ପରିବେଶବିତ୍ମାନେ ଏହି ଆଶଙ୍କା ପ୍ରକଟ କରିଛନ୍ତି। କାରଣ ନଦୀରେ ପାଣି ନାହିଁ କି ନଦୀପଠାରେ ବାଲି ବି ଦେଖାଯାଉନି। ଦିନେ ପାଣିର ଧାର ବହିଯାଉଥିବା ସ୍ଥାନ ଉପରେ…
ଗୁଗଲ୍ ସର୍ଚ୍ଚ ହିଷ୍ଟ୍ରି; ସବୁଠୁ ଅଧିକା ଖୋଜା ହୋଇଥିବା କ୍ରିକେଟର୍ ବିରାଟ କୋହଲି
ନୂଆଦିଲ୍ଲୀ:ନିକଟରେ 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି ‘ଗୁଗଲ୍’, ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। କୋହଲି ସବୁଠୁ ଅଧିକ ଖୋଜା ହୋଇଥିବା କ୍ରିକେଟର ବୋଲି ଜଣାପଡିଛି। ଗୁଗଲ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, 25 ବର୍ଷ ମଧ୍ୟରେ ବିରାଟ କୋହଲି…
ଡିସେମ୍ବର ୨୪ରେ ସମ୍ବଲପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଜଣାଯାଇଛି। ଏନେଇ ପିଏମଓରୁ କୌଣସି ସୂଚନା ଦିଆଯାଇ ନଥିଲେ ବି ବିଶ୍ବସ୍ତ ସୂତ୍ରରୁ ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ଆପଣେଇବ ବିଜେପି: ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ବିଜେପି ଆପଣେଇବ। ମୋଦୀଙ୍କ ଗଭର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ। ଏଭଳି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ…
ମଣ୍ଡି ଚାଲ ଅଭିଯାନ କରିବ କିସାନ କଂଗ୍ରେସ: ଶରତ ପଟ୍ଟନାୟକ…
ଭୁବନେଶ୍ବର: କିସାନ କଂଗ୍ରେସ ମଣ୍ଡି ଚାଲ ଅଭିଯାନ କରିବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧୩ରୁ ଜାନୁୟାରି ୧୩ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ମଣ୍ଡି ଚାଲ ଅଭିଯାନ ହେବ। ୧୭ ଦଫା ଦାବି ନେଇ କିସାନ୍…
ଗଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ଆମେରିକା ରାଷ୍ଟ୍ରପତି…
ନୂଆଦିଲ୍ଲୀ: ଆସନ୍ତା ମାସ ଭାରତ ଆସିନପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗଣତନ୍ତ୍ର ଦିବସରେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତେ। କିନ୍ତୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ସୂଚନା ମିଳୁଛି।
ଏହା ପୂର୍ବରୁ ବାଇଡେନ 2024 ଗଣତନ୍ତ୍ର ଦିବସରେ ଯୋଗ…
ପୁଣି ଖସିଲା ପାରଦ: ବଢ଼ିଲା ଶୀତ, ଜାଡ଼ରେ ଥରୁଛି ଘୁମୁସର ଉଦୟଗିରି
ଘୁ.ଉଦୟଗିରି: ଗତବର୍ଷ ଶୀତ ଋତୁରେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ପୁଣି ସେଇ ଥଣ୍ଡା ପାଇଁ ଚର୍ଚ୍ଚାରେ ରହିଛି। ଲଗାତାର ତିନି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳମୁଁହା ହେବାରେ ଲାଗିଛି,…
ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଅକ୍ଷତ କଳସ ସହ ନିମନ୍ତ୍ରଣ…
ଭୁବନେଶ୍ବର: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ କଳସ ଆସି ଭୁବନେଶ୍ୱରରେ ପହଞ୍ଚିଛି। ଆଜି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ପହଞ୍ଚିଛନ୍ତି।…
ବୋର୍ ୱେଲରେ ପଡ଼ିଛି ଶିଶୁ; କେହି ଫୋପାଡ଼ି ଥିବା ସନ୍ଦେହ…
ସମ୍ବଲପୁର : ପୁଣି ଏକ ଅଭାବନୀୟ ଘଟଣା। ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ ୱେଲରେ ଶିଶୁଟି ପଡ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି ସମାନ୍ତରାଳ ଭାବେ ଖୋଳା ଚାଲିଛି। ବୋରୱେଲରେ…
‘ନିଜ ନିଜ ବାପାଙ୍କ ପାଇଁ ଅଖିଳେଶ ଓ ତେଜସ୍ୱୀ କ୍ଷମତାରେ ବସିଛନ୍ତି’
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶେଷରେ ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରିଛି | ଏହା ପରେ ବିଜେପି ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଏବଂ…