Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୩ ଅନୁଷ୍ଠିତ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ମହିଁସାସୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୦୨୩ ମସିହାର ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ଜରୀଆରେ ବିଭିନ୍ନ ଗ୍ରାମାଞ୍ଚଳରୁ ଶରୀରର ବିଭିନ୍ନ ଅଙ୍ଗର!-->…
ମଦ ମାଫିଆ ଙ୍କ କବ୍ଜାରେ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ… !
ବାଲେଶ୍ୱର ରୁ ବାହାର ରାଜ୍ୟର ବିଦେଶୀ ମଦ ଜବତ ଗଞ୍ଜାମ ଜିଲ୍ଲାରୁ କେବେ…. ?
ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କର୍ମୀ ବୈଠକ…
ଦାରିଙ୍ଗବାଡ଼ି, ୧୨/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଦଳର କର୍ମୀ ବୈଠକ ଡୁଲୁରି ସ୍ଥିତ ପାଇନ ବଣ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଞ୍ଚଳର ୨୫ ଗୋଟି ଗ୍ରାମ ପଞ୍ଚାୟତ ଅଧିନସ୍ତ ବୟଜେଷ୍ଠ ଓ ଯୁବ କର୍ମୀ ସମୁହ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ!-->!-->!-->…
ଗଞ୍ଜାମ ଜିଲ୍ଲାରେ ପୋଲିସ ସୁରକ୍ଷା ରେ ଚାଲିଛି ବେହାଲ ଚୋରା ବାଲି ଚାଲାଣ… !
ବ୍ରହ୍ମପୁର:୧୨-୧୨ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଓ ତାର ସହଯୋଗୀ ଏବେ ଜେଲରେ। କିନ୍ତୁ ବାଲି ଚୋରା ଚାଲାଣ କମିବାର ନା ଧରୁନି ଶୁଣିବାକୁ ମିଳୁଛି କୁଆଡେ ଏହି ଚୋରା ବାଲି ଚାଲାଣ ର ମଙ୍ଗ ଧରିଛନ୍ତି ପୋଲିସ ବାବୁ ମାନେ ଦେଉଛନ୍ତି ମାଫିଆ ମାନଙ୍କୁ ସୁରକ୍ଷା l ଗଞ୍ଜାମ ଜିଲ୍ଲାର ନଦୀ!-->…
ଘରୋଇ କଳିରୁ ବେକରେ ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା…
ଦାରିଙ୍ଗବାଡି,୧୦/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପ୍ଲିହେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଜୁରୀପାଙ୍ଗା ଗ୍ରାମର ଜୟସେନ ମଲିକ(62ବର୍ଷ) ନାମକ ବୃଦ୍ଧ ଘର ପାଖରେ ଥିବା ଏକ ଗଛରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ମୃତ ଜୟସେନଙ୍କ ସାନ ଭାଇ ଜୁଲିଆନ ମଲିକ ଥାନାରେ ଅଭିଯୋଗ!-->!-->!-->…
ବାଲ୍ୟ ବିବାହ ମୁକ୍ତ ଦେବଗଡ ପାଇଁ ଶିଶୁମାନଙ୍କ ପଥପ୍ରାନ୍ତ ନାଟକ ଅଭିଯାନ ମାଧ୍ୟମରେ ସଂକଳ୍ପ ଯାତ୍ରା
ଦେବଗଡ ୧୧|୧୨ ଆସନ୍ତା ୨୦୨୪ ସୁଦ୍ଧା ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମାନ ବିଗତ ଦୁଇ ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି ଯଥା ଜିଲ୍ଲାପାଳ ସୋମେଶ ଉପଧ୍ୟାୟଙ୍କ ଦ୍ଵାରା ସମସ୍ତ ମନ୍ଦିର ଓ ଧାର୍ମିକ!-->!-->!-->…
ସାଂସଦ ଧିରଜ ସାହୁଙ୍କ ଠାରୁ ୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାହାରିବା ଘଟଣା : ଭାଜପା ପକ୍ଷରୁ ବିକ୍ଷୋଭ ଓ କୁଶ ପୁତଳିକା…
ଦେବଗଡ଼,୧୧ା୧୨:କଂଗ୍ରେସ ଦଳର ସାଂସଦ ଧିରଜ ସାହୁଙ୍କ ଠାରୁ ୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାହାରିବା ପ୍ରତିବାଦରେ ଦେବଗଡ ଜିଲା ଭାଜପା ପକ୍ଷରୁ ସୋମବାର ଜିଲାପଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଧିରଜ ସାହୁଙ୍କ କୁଶ!-->…
ଜମ୍ମୁ ଓ କଶ୍ମୀର ନିର୍ବାଚନ ପୂର୍ବରୁ ପିଓକେକୁ ଆଣ : ଉଦ୍ଧବ ଠାକରେ…
ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଶିବସେନା ନେତା ଉଦ୍ଧବ ଠାକରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପରେ ଆମେ ଏହାକୁ…
ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ…
ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ତରଫରୁ ଲଗାତାର ୫ଦିନ…
ବାଚସ୍ପତି ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ତୋମାର…
ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ କାମ କରିବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିଥିବା ବିଜେପି ଆଜି ଶ୍ରୀ ତୋମାର ବାଚସ୍ପତି ଭାବେ ହେବେ ବୋଲି ଘୋଷଣା କରିଛି। ଶ୍ରୀ ତୋମାର କେନ୍ଦ୍ରର କୃଷି ମନ୍ତ୍ରୀ…