ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ..!

ଭଞ୍ଜନଗର: ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ । ଭଞ୍ଜନଗର କୋଟିନଡା ଥାନା ଅର୍ନ୍ତଗତ ଭେଟନଇ ଗାଁର ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ ଏଯାଏ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ତଦନ୍ତ…

ପୁଣି ଗାଜାରେ ବୋମା ମାଡ

କିଛି ଦିନର ଯୁଦ୍ଧ ବିରାମ ପରେ ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି। ସୋମବାର ଇସ୍ରାଏଲ ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆଖିବୁଜା ବୋମା ମାଡ କରିଛି। ବନ୍ଧକ ଛାଡିବାର ଦାବି ପୂରଣ ନ ହେଲେ ଇସ୍ରାଏଲର କୌଣସି ବନ୍ଦୀ ଜୀବିତ ଫେରିବା…

ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ଅଭିନେତା ଶିବ ରାଜକୁମାର

ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କନ୍ନଡ ଫିଲ୍ମ ଅଭିନେତା ଶିବ ରାଜକୁମାରଙ୍କୁ ପ୍ରସ୍ତାବ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। କିନ୍ତୁ ଶିବ ରାଜକୁମାର ଏହି ପ୍ରସ୍ତାବକୁ ଗ୍ରହଣ କରି…

୧୯୧ ବର୍ଷରେ ପଦାର୍ପଣ କଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’

ସେଣ୍ଟ୍‌ ହେଲେନା: ଚଳିତ ସପ୍ତାହରେ ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ଜୀବନ୍ତ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’ ନାମକ ଗୋଟାଏ କଇଁଛ ୧୯୧ ବର୍ଷ ବୟସରେ ପଦାର୍ପଣ କରିଛି। ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଅନୁସାରେ, ଏହି ପ୍ରକାଣ୍ଡ କଇଁଛର ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା।…

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି…

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ଦେବ ଦୀପାବଳି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳୀ ନୀତି ଆରମ୍ଭ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ…

ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କା…

ଭୁବନେଶ୍ୱର : ଏଟିଏମ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କା । ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟ ସାହିରେ SBI ଏଟିଏମ ତାଡି ଲୁଟ । ବିଳମ୍ବିତ ରାତିରେ ଗ୍ୟାସ କଟରରେ କାଟି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ଦ୍ୱାରା ଛାନବିନ୍ ଜାରି ।…

ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ, ବାପା ପୁଅ ଗୁରୁତର…

ବ୍ରହ୍ମଗିରି : ଏସିଡ୍ ମାଡରେ ବାପା ପୁଅ ଗୁରୁତର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ଗୋମୁଣ୍ଡିଆ ଉଆସପଦର ଗାଁରେ ଅଭାବନୀୟ ଘଟଣା । ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ…

ଭାଙ୍ଗିଯିବ କର୍ଣ୍ଣାଟକାର କଂଗ୍ରେସ ସରକାର..!

‘କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସବୁ କିଛି ଠିକ୍‌ଠାକ୍ ଚାଲି ନାହିଁ। ଖୁବ୍‌ଶୀଘ୍ର ଏହା ଭାଙ୍ଗିଯାଇପାରେ।’ ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଏହି ଦାବି କରିଛନ୍ତି। ସେ…

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ । ସୂଚନା ଅନୁସାରେ…

ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟ ଦିଅ: ସୁପ୍ରିମକୋର୍ଟ…

ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଜାମ୍ମୁ…