ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଗଲେ ନାବାଳକ, ମୃତ ଦେହ ଉଦ୍ଧାର…

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇ ନାବାଳକ ନିଖୋଜ। ନିଖୋଜ ନାବାଳକ ବିହାର ବକ୍ସର ଜିଲ୍ଲା ଅନ୍ତର୍ଗତ ଅମିରପୁରର। ଲାଇଫଗାର୍ଡଙ୍କ ଦ୍ଵାରା ଜେଟ ସ୍କି ମାଧ୍ୟମରେ ଖୋଜାଖୋଜି ଜାରୀ ରହିଥିଲା । ପେଣ୍ଠକଟା ପେଟ୍ରୋଲ ପମ୍ପ ସମ୍ମୁଖ ବେଳାଭୂମିରୁ…

ଭୁବନେଶ୍ୱରରେ ଉଦଘାଟିତ ହେଲା EY ଟେକ୍ନୋଲୋଜି ହବ୍…

ଭୁବନେଶ୍ବର: ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ ଉଦଘାଟନ କରିଛନ୍ତି।ଉଦଘାଟନ ଉତ୍ସବରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ଆଇଟି ମନ୍ତ୍ରୀ…

ଛତିଶା ନିଯୋଗ ବୈଠକ ଶେଷ, ଶ୍ରୀମନ୍ଦିର ଐତିହ୍ୟକୁ ନେଇ ହେବ ଲେଜର ଶୋ’

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆଗାମୀ ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା…

ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି…

ଝାରସୁଗୁଡା : ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଗଛ କଟା ପରିମିସନ ପାଇଁ ନେଉଥିଲେ ୧୫ ହଜାର ଟଙ୍କା। ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଞ୍ଜ ବନ୍ଧବାହାଲ କାର୍ଯ୍ୟାଳୟରେ…

ଏବେ ବେନାମୀ ସଂପତ୍ତି ଓ ଆୟର ଉତ୍ସ ନେଇ ଖୋଳତାଡ଼…

ଭୁବନେଶ୍ବର: ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏସବିଆଇରେ ଟଙ୍କା ଗଣତି ଶେଷ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଛନ୍ତି ଏସବିଆଇ ଅଧିକାରୀ ଓ କର୍ମଚାରୀ। ୫ ଦିନ ଧରି ଚଢ଼ଉ ପରେ ଝାରଖଣ୍ଡ ରାଜ୍ୟସଭା ଏମପି ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ…

ତେଲିଆ ମାଛର ଦାମ୍ ୨୦ଲକ୍ଷରୁ ଉର୍ଦ୍ଧ୍ବ

ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ରହିଛି ତେଲିଆ ବୋରେଇ ।ଏହି ମାଛମାନେ ଗଭୀର…

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଶ୍ରୀ ଯାଦବ ଉଜ୍ଜୟୀନ ଦକ୍ଷିଣ…

ପୁରୀରେ ଏନ୍‌କାଉଣ୍ଟର, ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀରେ ଆଜି ହୋଇଛି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ। ତା’ ଗୋଡ଼ରେ ଗୁଳି ବାଜିଛି। ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଝିଲି ସାହୁ ନାମକ ଜଣେ ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ସନ୍ତୁ।…

ମହୁମାଛି ଆକ୍ରମଣରେ ୨ ମୃତ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କାଦୁଆ ଗାଁର ଝୁମର ସେଠୀ ଏବଂ ମାୟାଧର ଦେହୁରୀ । ସୂଚନା ମୁତାବକ, ମାୟାଧର ଗାଁ ପାଖ ନିଜ ଚାଷ ଜମିରୁ ଘରକୁ…

ମଣିଷଖିଆ ବାଘକୁ ମାରିବାକୁ ନିର୍ଦ୍ଦେଶ…

କେରଳର ୱାୟନାଡ ଜିଲ୍ଲାରେ ଶନିବାର ଜଣେ କୃଷକଙ୍କୁ ମାରି ତାଙ୍କ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ…