Sign in
Sign in
Recover your password.
A password will be e-mailed to you.
ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ୍ ଆୟୋଜିତ
ମାଲକାନଗିରି : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମାଲ୍ୟବନ୍ତ ମହୋତ୍ସବ ନେଇ ଏମଭି-୧୧ ରୁ ବୁଟିଗୁଡା ୟୁ ଜି ଏମ ଇ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->…
ଜିଲ୍ଲା ସଂସ୍କୃତି ଭବନଠାରେ ଧୂସରଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆୟୋଜିତ
ମାଲକାନଗିରି : ମାଲକାନଗିରି ପୌରପରିଷଦ ଦ୍ୱାରା ସଂସ୍କୃତି ଭବନ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଲକାନଗିରି ଜିଲ୍ଲାର ଦୁଇ ଗୋଟି ପୌରାଞ୍ଚଳ ଯଥା ପୌର ପରିଷଦ, ମାଲକାନଗିରି ଏବଂ ବିଜ୍ଞାପିତ ଅଂଚଳ, ବାଲିମେଳାର ସମସ୍ତ କର୍ମ କର୍ତ୍ତାଙ୍କୁ!-->…
ଶ୍ରମଶକ୍ତି ମହାବିଦ୍ୟାଳୟରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଶ୍ରମ ଶକ୍ତି ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ସାଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ବଣ୍ଟନ ହୋଇଥିଲା ! ମୁଖ୍ୟ ଅତିଥି ଭାବରେ ବୀରମିତ୍ରପୁର ମୁନିସିପାଲିଟି!-->…
୭୦ତମ ପୁରୁଷ ରାଜ୍ୟ ଭଲିବଲ୍ ଚମ୍ପିଅନସିପ ଉଦଯାପିତ…
ଫୁଲବାଣୀ :କନ୍ଧମାଳରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ୭୦ତମ ପୁରୁଷ ରାଜ୍ୟ ଭଲିବଲ୍ ଚମ୍ପିଅନସିପ ଆଜି ଉଦଯାପିତ ହୋଇଯାଇଛି। ଫୁଲବାଣୀ କରୋନେସନ ପଡିଆଠାରେ ଆଜି କିଟ୍ ଓ ସମ୍ବଲପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ୩-୦ ସେଟରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଥିଲା।!-->…
ଜେଏନ୍ଭିପିଏଏ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁର ପ୍ରଶାଦ ନାୟକ ସମ୍ବର୍ଦ୍ଧନା…
କନ୍ଧମାଳ : କନ୍ଧମାଳ ଜିଲ୍ଲା ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯେଏନଭି ଆଲୁମିନି ଆସୋସିଏସନ ତରଫରୁ ବନ୍ଧୁ ମିଳନ 2023 ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ 100 ରୁ ଉର୍ଦ୍ଧ ପୂର୍ବତନ ଛାତ୍ର ଯୋଗ ଦାନ କରିଥିବା ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମ ରେ ସମାଜ ପାଇଁ!-->…
ବାହୁଦା ସାହିତ୍ୟ ସଂସଦର ସାରସ୍ବତ ସମାରୋହ…
ଚିକିଟୀ-- ସ୍ଥାନୀୟ ଚିକିଟୀ ଗଡସ୍ଥିତ ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ ବାହୁଦା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ସାହିତ୍ୟ ସଂସଦର ସଭାପତି ଇଁ ଦୁର୍ଗା ପ୍ରସାଦ ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ!-->…
ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ…
ଅନନ୍ୟ ପ୍ରତିଭା ପ୍ରଦର୍ଶନ ସହ ନୂଆ ଅନୁଭୂତି ନେଇ ଫେରିଲେ ଜନଜାତି ଛାତ୍ରଛାତ୍ରୀ
ସୁନ୍ଦରଗଡ଼, ୧୦ ଡିସେମ୍ବର ୨୦୨୩: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଏହି!-->!-->!-->!-->!-->…
୧୯ରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ
୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ ବସିବ।
ଏହି ସମୟରେ ସିଟ ଶେୟାରିଂ…
ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା…
ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସେ ଯେଉଁ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ, ସେଠାରେ ତାଙ୍କ ସହ ଘଟିଛି ଭୟଙ୍କର କାଣ୍ତ। ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା ପାର କରି ଯାଇଛନ୍ତି।
ମହିଳା…
ଭବିଷ୍ୟତରେ ବିଜେପିରେ ଧୀରଜ ସାହୁ ସାମିଲ ହେଲେ କ୍ଲିନଚିଟ ଦେବ ନାହିଁ: ସାଂସଦ ପ୍ରିୟଙ୍କା ଚତୁର୍ବେଦୀ
ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଭାଇଙ୍କ ଘରୁ ଆୟକର ବିଭାଗ ଚଢ଼ାଉ କରି ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି | ଆଉ ଏହାକୁ ନେଇ ରାଜନୀତି ଜୋର ଧରିଛି | ବିଜେପି କଂଗ୍ରେସକୁ କଡା ଟାର୍ଗେଟ କରିଥିବାବେଳେ ଏବେ ଶିବସେନା(ୟୁବିଟି) ମଧ୍ୟ…