Sign in
Sign in
Recover your password.
A password will be e-mailed to you.
ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ
ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ…
ମେକ୍ସିକୋ ଉପସାଗରରେ ନଷ୍ଟ ହୋଇଗଲା ୪୦ ଲକ୍ଷ ଲିଟର ତେଲ! ୮ ବିଲିୟନର କ୍ଷତି ସହିଲା ଆମେରିକା
ମେକ୍ସିକୋ ଉପସାଗରରେ ଆମେରିକାର ୪୦ ଲକ୍ଷ ଲିଟରରୁ ଅଧିକ ତେଲ ନଷ୍ଟ ହୋଇଯାଇଛି। ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଛି ଆମେରିକା। ଲୁଇସିୟାନାର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ଏକ ପାଇପ୍ଲାଇନରୁ ତେଲ ଲିକ୍ ହୋଇଛି। ଏବେ ଏହି ପାଇପ୍ଲାଇନକୁ ବନ୍ଦ କରି…
ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ରଦ୍ଦ କରାଯାଉ: ସାଂସଦ ଜୁଏଲ ଓରାମ୍…
ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ସେ କହିଛନ୍ତି, କ୍ୟାବିନେଟ୍ ର ନିଷ୍ପତ୍ତିକୁ କ୍ୟାବିନେଟ୍ ରେ ରଦ୍ଦ କରାଯିବା…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୁଲିସକର୍ମୀ ନିଲମ୍ବିତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ଆକ୍ସନ ନେଇଛନ୍ତି। ଜଣେ ଏସ୍ପି, ଦୁଇ ଜଣ ଡିଏସ୍ପିଙ୍କ ସମେତ ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୁଲିସକର୍ମୀଙ୍କ ବିରୋଧରେ ଏଭଳି…
ଦଳର ପ୍ରତିଷ୍ଠା ଦିବସରେ ମନୀଷ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି: ଅରବିନ୍ଦ କେଜ୍ରିୱାଲ…
ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ। ଏନେଇ ଆପ୍ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତି ଦେଇଛନ୍ତି।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ ସେ…
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଜନସାଧାରଣ ଟ୍ରେନ…
ଭୁବନେଶ୍ଵର: ରାତି ପାହିଲେ କାର୍ତ୍ତିକ ପୁର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଧର୍ମ ମାସ କାର୍ତ୍ତିକ ମାସ ପାଇଁ ମାସ ସାରା ଜଗନ୍ନାଥ ଧାମରେ ଭକ୍ତଙ୍କ ଗହଳି ଲାଗିଛି । ସେପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବାରୁ ପୁରୀରେ ଭକ୍ତଙ୍କ ନାହିଁ…
ବାଲିଯାତ୍ରା ପାଇଁ ସଚେତନତା: ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର…
କଟକ : ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର। ପିଲା ହଜିଗଲେ ଖୋଜିବାରେ ସହାୟକ ହେବ ଯୋଗାଯୋଗ ନମ୍ବର। ବାଲିଯାତ୍ରା ବୁଲିବାକୁ ଯୋଜନା କରିଥିବା ଅଭିଭାଵକମାନଙ୍କ ଉଦେଶ୍ୟରେ ଏଭଳି ଅପିଲ କରିଛନ୍ତି କଟକ ଡିସିପି। ଅତ୍ୟଧିକ ଭିଡ଼ ଥିଲେ ଅତି ଛୋଟ ପିଲାମାନଙ୍କୁ ସାଙ୍ଗରେ ନ ଆଣିବାକୁ…
କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି…
ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ…
ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ଦୋହଲିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୪….
ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ। ପାଣିପାଗ ବ୍ୟୁରୋ କହିଛି ଯେ…
ମଣ୍ଡିରେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ସମବାୟ ମନ୍ତ୍ରୀ…
ଭୁବନେଶ୍ବର: ଧାନ ମଣ୍ଡି ଅଵ୍ୟଵସ୍ଥା ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଗତ ବର୍ଷ କୌଣସି ମଣ୍ଡିରେ କିଛି ଅବ୍ୟବସ୍ଥା ନଥିଲା। ଗତ ୨୧ ତାରିଖରୁ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଧାନ ବିକ୍ରି ପରେ ୪୮ ଘଣ୍ଟା ଭିତରେ…