Sign in
Sign in
Recover your password.
A password will be e-mailed to you.
ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ…
ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ…
ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର…
ବ୍ରହ୍ମପୁର : ଲଜରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ମୃତ ମହିଳା କେରଳର ଅବଦୁଲ ପରିପାଲିପ । ତାଙ୍କ ବୟସ ୪୦ରୁ ୪୫ ମଧ୍ୟରେ ହେବ। ବ୍ରହ୍ମପୁର ଗୋଇଲୁଣ୍ଡି-କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ମୃତଦେହ ଉଦ୍ଧାର କରିଛି ପୋଲିସ।
ସୂଚନା ଅନୁସାରେ ଗତ ୧୯ ତାରିଖରେ ମହିଳା ଜଣକ ତାଙ୍କ…
ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ସ୍ଥାନୀୟ!-->…
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ…
କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।…
ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ(୨୬/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ ରଵିବାର ହୋଇଯାଇଛି। ରବିବାର ଅସ୍ଥାୟୀ ମନ୍ଦିରରୁ ମା'ଙ୍କୁ ବିଦାୟ ଦିଆଯାଇଛି। ପ୍ରଥମ ଦିବସ ୧୯ ତାରିଖରେ ମା'ଙ୍କୁ ଆବାହନ ପରେ ପ୍ରତି!-->…
ବଡ଼ବେତରାର ଫୁଲରଥ ଓ ରାସ ଉତ୍ସବର ଅନନ୍ୟ ପରମ୍ପରା…
ହରିହର ତ୍ରିପାଠୀ
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ମଦନମୋହନ ଓ ଜଟେଶ୍ବର । ଗ୍ରାମର ଦକ୍ଷିଣଭାଗରେ ଜଟେଶ୍ବର ମହାଦେବଙ୍କ ମନ୍ଦିର ଅବସ୍ଥିତ ଥିବାବେଳେ ଗାଁ ମଝିରେ ସ୍ଥାପିତ ମଦନମୋହନ ଓ…
ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ମାନସିକ ବିକାର ଗ୍ରସ୍ତ ଯୁବକ ଉଦ୍ଧାର…
ଧରାକୋଟ ,26/11/23 ଧରାକୋଟ ପଞ୍ଚାୟତ ଅଧିନସ୍ଥ ତାଳପାଟଣା ଗ୍ରାମର ହାଡୁ ବନ୍ଧୁ ନାୟକ ଓ ପୂଷ ନାଇକଙ୍କ ମାନସିକ ବିକାର ଗ୍ରସ୍ତ ପୁତ୍ର କ୍ରୀଷ୍ଣା ନାଇକ ଙ୍କ ଚିକିତ୍ସା ଦାୟିତ୍ୱ ନେଇଛି ସ୍ୱେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ। ପ୍ରକାଶ ଯୋଗ୍ୟ 36 ବର୍ଷୀୟ କ୍ରୀଷ୍ଣା କାମ କରିବା ପାଇଁ ସୁଦୂର!-->…
ଆସିକା ସରକାରୀ ଚିକିତ୍ସାଳୟ ମୁଖ୍ୟ ଫାଟକ ନିର୍ମାଣଧିନ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର…ଏହାହିଁ 5T…
ବ୍ରହ୍ମପୁର : ୨୬-୧୧ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣଧିନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର। ଆସିକା ତୋଟା ସାହିର ନିଳାଦାସ ବୋଲି ଜଣାପଡିଛି। ଆସିକା ରେ ଫାଇବ ଟି ମଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡେର ରେ ଚାଲିଛି। ଫାଇବ ଟି!-->…
ସମନ୍ବିତ ଯୁବ ବିକାଶ ଯୋଜନା କ୍ରୀଡା ପ୍ରତିଯୋଗିତା ଉଦଯାପିତ…
( କ୍ରୀଡା ହେଉଛି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ - ସମ୍ମାନିତ ଅତିଥି)
ଆସିକା ତା ୨୫/୧୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବାର୍ଷିକ କ୍ରୀଡା!-->!-->!-->!-->!-->…
ବହୁମୁଖୀ କଳା ପ୍ରତିଭା ଏଲ .ଶେଷାଦ୍ରୀ ରେଡ୍ଡୀଙ୍କ ଅକାଳ ବିୟୋଗ…
ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରେଡ୍ଡୀ ସାହି ନିବାସୀ ତଥା ବହୁମୁଖୀ କଳାପ୍ରତିଭାର ଅଧିକାରୀ ରେକିମାଷ୍ଟର ଏଲ. ଶେଷାଦ୍ରୀ ରେଡ୍ଡୀ (୬୨)ଙ୍କର ଶୁକ୍ରବାର ରାତ୍ର ପ୍ରାୟ ୮ଘଣ୍ଟ ସମୟରେ ଅକାଳ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଶୁକ୍ରବାର ଦିନ!-->!-->!-->…