Sign in
Sign in
Recover your password.
A password will be e-mailed to you.
ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି…
ଭୁବନେଶ୍ୱର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ସମଗ୍ର ପରିବେଶ । ପ୍ରତି ବର୍ଷ ଲୋକେ ପ୍ରବଳ ମାତ୍ରାରେ ବାଣ ଫୁଟାଇଥାନ୍ତି । ମାତ୍ର…
ଖଡଗପୁର ଠାରେ ଚଳନ୍ତା ବସ୍ରେ ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରାପଡାର ଜଣେ ମହିଳାଙ୍କ ମୃତ୍ୟୁ…
କେନ୍ଦ୍ରାପଡ଼ା: ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା କେନ୍ଦ୍ରାପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁର ପୁଷ୍ପଞ୍ଜଳି ।…
ରାଜସ୍ଥାନରେ ୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ସବ-ଇନ୍ସପେକ୍ଟର ଗିରଫ
ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ଦିନ ଜଣେ ଚାରି ବର୍ଷର ନାବାଳିକାଙ୍କୁ ପୋଲିସ୍ ସବ-ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସବିଶେଷ ତଥ୍ୟ ଅନୁଯାୟୀ, ଏହି ଘଟଣା ହେଉଛି ଜିଲ୍ଲାର ଲାଲସୋଟ ଅଞ୍ଚଳର। ଏନେଇ…
ଆସନ୍ତା ୨୭ରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି…
ପାରାଦୀପ : ନଭେମ୍ବର ୨୭ ତାରିଖରେ ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା କୁ ନେଇ ପାରାଦ୍ଵୀପ ବନ୍ଦର ଜୋରଦାର ପ୍ରସ୍ତୁତି ଚଳାଇଛି । ଆସନ୍ତା ୨୭ ତାରିଖ ରେ ବୋଇତ…
ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା, କିନ୍ତୁ ସବୁ କିଛି ମାଫ୍ କରିଦେଲେ ରାଷ୍ଟ୍ରପତି…
ପ୍ରେମିକା ବ୍ରେକ କରିବାରୁ ରାଗ ସମ୍ଭାଳି ପାରିଲେ ନାହିଁ। ଅତ୍ୟନ୍ତ ନିର୍ମମ ଭାବେ ପ୍ରେମିକାଙ୍କୁ ସାଢ଼େ ୩ ଘଣ୍ଟା ପିଟିବା ସହ ଦୁଷ୍କର୍ମ କଲା। ଶେଷରେ ତାଙ୍କୁ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା। ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଯୁବକକୁ କୋର୍ଟ ଦୋଷୀ ସାବ୍ୟସ୍ତ…
ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା…
ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି ।…
ଆଇସଲ୍ୟାଣ୍ଡରେ ଜରୁରୀ ପରିସ୍ଥିତି ଘୋଷଣା, ୧୪ ଘଣ୍ଟାରେ ୮୦୦ ଭୂକମ୍ପ ଝଟକା
ଏକାଧିକ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ପାଖାପାଖି ୮୦୦ ଥର ଛୋଟ, ମଧ୍ୟମ ଏବଂ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି। ଫଳରେ ଆଗ୍ନେୟଗିରି ଉଦଗିରଣ ଆଶଙ୍କା…
ଆଦିବାସୀ ଓ ଦଳିତଙ୍କ ଅଧିକାର ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ…
ଦାରିଙ୍ଗବାଡ଼ି (୧୧/୧୧) : ଦାରିଙ୍ଗବାଡ଼ି ବ୍ଳକ ଆଦିବାସୀ ଓ ଦଳିତ ଜନସାଧାରଣ ଜମି, ଜଳ ଓ ଜଙ୍ଗଲ ସହିତ ବିଭିନ୍ନ ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରି ସ୍ମାରକ ପତ୍ର ତହସିଲଦାର ଶରତ ଶବରଙ୍କୁ ପ୍ରଦାନ କରିଛନ୍ତି । ପ୍ରଥମେ ସାରିଙ୍ଗିଇର୍ପି ଠାରେ ସମସ୍ତେ ଏକତ୍ରିତ ହୋଇ!-->…
ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ…
ପୁରୀ : ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ…
ଅବକାରୀ ଓ ପୋଲିସ ଚଢ଼ାଉରେ ୫୦ କେଜି ମହୁଲ ପୋଚ ନଷ୍ଟ..!
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ଗୋପୁର ନଦି କୂଳରେ ଆଜି ଅବକାରୀ ଓ ରାଏବୋଗା ପୋଲିସଙ୍କ ମିଳିତ ଚଢାଉରେ ୫୦ କେଜି ମହୁଲ ପୋଚ ନଷ୍ଟ କରିଛନ୍ତି | ସୂଚନା ଅନୁଯାୟୀ କୋଣସି ସୂତ୍ରରୁ ଖବର ପାଇଁ ଆଜି ରାଏବଗା ପୋଲିସ ଓ ଅବକାରୀ ପୋଲିସ ଗୋପୂର ନଦି କୂଳକୁ ପହଞ୍ଚି!-->…