ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ମଝାପଡ଼ା ପଞ୍ଚାୟତ ଅନ୍ତର୍ଗତ କେନ୍ଦୂମୁଣ୍ଡା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି | ଗତ ତା:୦୯/୧୧/୨୩ ରିଖ ଦିନ ନିଜର ଇକୋ କାର ନମ୍ବର OD 14 W 2082 ରେ ବୀରମିତ୍ରପୁର ପଟୁ ଘର କେନ୍ଦୁମୁଣ୍ଡ

ସୀମାନ୍ତରେ ଗାଡି ଜାଲିଲେ ମାଓବାଦୀ…

ମାଲକାନଗିରି, ୧୦।୧୧ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ଆଜି ପୁଣି ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବାକୁ ଯାଇ ଏକ ନୂତନ ଡମ୍ଫର ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଯାହାପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦନ୍ତେୱାଡାର

ଘୁମୁସର ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ

ବେଗୁନିଆପଡା : ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହକରାଯାଇଛି ବିହାର ବିଧାନସଭା ରେ ମହିଳା ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦ ରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ

ବେଗୁନିଆପଡାଠାରେ ସମାଜସେବୀକା ମୀରାବାଇଦେଓଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳିତ…

ବେଗୁନିଆପଡା : ନଭେମ୍ବର ୧୦ ବିଶ୍ବ ମାଣ୍ଡିଆ ଦିବସ । ଏହାର ପ୍ରଚାର ଓ ପ୍ରସାର ଓ ଜନସଚେତନତା ପାଇଁ ଓଡ଼ିଶା ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଉଛି ।କବିସ୍ବର୍ଯ୍ୟନଗର ବିର୍ବାଚନ ମଣ୍ଡଳି ସ୍ଥିତ ବେଗୁନିଆପଡା ବ୍ଳକ ଠାରେ ସମାଜସେବୀକା ଓ ବିଜେପି

ଶଙ୍କରାଖୋଲଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଗତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ମା ଗଜଲକ୍ଷ୍ମୀଙ୍କ ପୂଜା ଦୀର୍ଘ ପନ୍ଦର ଦିନ ପରେ ଆଜି ଉଦଯାପିତ ହୋଇଯାଇଛି l ମା ଗଜଲକ୍ଷ୍ମୀଙ୍କ ପୂଜା ଏ ଅଞ୍ଚଳର ସବୁଠାରୁ ବଡ ପୂଜା ଅଟେ l ପ୍ରତ୍ୟେକ ଦିନ ମା ଙ୍କ ମଣ୍ଡପରେ

ସହରାଞ୍ଚଳ ଏସଏଚଜି ମହିଳାଙ୍କୁ ଦୀପାବଳି ଭେଟି : ରାଉରକେଲାର ବିକାଶ ପାଇଁ ‘ମୁକ୍ତା’ ଯୋଜନାରେ ୧୧୩ଟି…

ସୁନ୍ଦରଗଡ /ରାଉରକେଲା, ୧୦ ନଭେମ୍ବର ୨୦୨୩: ଓଡ଼ିଶାରେ ସହରାଞ୍ଚଳର ବିକାଶ ସହ ଶ୍ରମିକ ମାନଙ୍କ ଜୀବନଜୀବିକା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଉରକେଲାରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ

ବନବାସୀ ସେବା ସମିତି ପରିସରରେ ଆଞ୍ଚଳିକ “ରେଡ଼ିଓ ମହକ” ୮୯.୬ ଉଦଘାଟିତ…

ବାଲିଗୁଡା : ଆଜିର ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓ କୁ ଭୁଲି ଯିବା ସମୟରେ ପୁନର୍ବାର ଲୋକମାନଙ୍କ ମନୋରଞ୍ଜନ ଓ ଦେଶ ବିଦେଶ ଓ ଗ୍ରାମାଞ୍ଚଳର ଖବର, ଲୁକ୍କାୟିତ ପ୍ରତିଭା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରଣୟନ ଯୋଜନା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟରେ

ସଡକ ଦୁର୍ଘଟଣାରେ ୧ ମୃତ, ୨ଗୁରୁତର…

କାଶିପୁର : ରାୟଗଡା ଜିଲା କାଶିପୁର ଥାନା ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ର ବର୍ତ୍ତୀବାଲି ନିକଟରେ ଆଜି ପୁଣି ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ କାଶୀପୁର ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାଟି

୪୦ରୁ ଉର୍ଦ୍ଧ୍ୱ ଦୋକାନ ଉପରେ ପ୍ରଶାସନର ମିଳିତ ଚଢାଉ…

ହିଞ୍ଜିଳିକାଟୁ (୧୦/୧୧) : ହିଞ୍ଜିଳିକାଟୁ ସହରରେ ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ଶୁକ୍ରବାର ପ୍ରଶାସନର ନିଷ୍ପତ୍ତି କ୍ରମେ ଖାଦ୍ୟ ଓ ସୁରକ୍ଷା ବିଭାଗର ଅଧିକାରୀ। , ପୌରପ୍ରସାଶନ, ହିଞିଳି ପୋଲିସ,

ରାଜଧାନୀରେ ଖୋଲିଲା ସିନୋପସିସ୍‌ର ଚିପ୍‌‌ ଡିଜାଇନ୍‌‌ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଇଲେକ୍ଟୋନିକ୍ସ ଡିଜାଇନ୍‌‌ ଏବଂ ଅଟୋମେସନ୍‌‌ (ଇଡିଏ) କ୍ଷେତ୍ରରେ ବିଶ୍ୱରେ ଆଧିପତ୍ୟ ବିସ୍ତା କରିଥିବା ସିନୋପସିସ୍‌‌ ଭୁବନେଶ୍ୱରରେ ଏକ ଡିଜାଇନ୍‌‌ ସେଣ୍ଟର ଖୋଲିଛି। ଆଜି ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଭାରତରେ…