Sign in
Sign in
Recover your password.
A password will be e-mailed to you.
ଦକ୍ଷିଣ କୋରିଆରେ ଅଘଟଣ: ଯାଞ୍ଚକର୍ତ୍ତାଙ୍କ ଜୀବନ ନେଇଗଲା ରୋବଟ୍
ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର କର୍ମଚାରୀ ଜଣକ ଦକ୍ଷିଣ…
ବନ୍ଧୁକ ମୁନରେ ଗାଡ଼ି ଅଟକାଇ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ…
କଟକ:ଦିନ ଦ୍ୱପହରରେ ଲୁଟ । ଟଙ୍କା ଭର୍ତ୍ତି ଭ୍ୟାନକୁ ବନ୍ଧୁକ ମୁନରେ ଅଟକାଇ ଲୁଟିନେଲେ ଦେଢାକୋଟି ଟଙ୍କା । ମୁଖାପିନ୍ଧା କିଛି ଦୁର୍ବୃତ୍ତ ଆସି ଏଟିଏମ ଟଙ୍କା ଲୋଡିଂ ହୋଇଥିବା ଭ୍ୟାନକୁ ଲୁଟ କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା…
ପ୍ରଫେସର ଓ ବକ୍ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଆଇଆଇଟି ଶିକ୍ଷାର୍ଥୀ
ବମ୍ବେ ଆଇଆଇଟର ଛାତ୍ରଛାତ୍ରୀମାନେ ଜଣେ ପ୍ରଫେସର ଓ ଜଣେ ବକ୍ତାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ଆଲୋଚନାଚକ୍ର ବେଳେ ପ୍ରଫେସର ଓ ଅତିଥି ଭାବେ ଯୋଗ ଦେଇଥିବା ବକ୍ତା ଜଣଙ୍କ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ସପକ୍ଷରେ…
ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ…
ଜଗତସିଂହପୁର : ଜଗସିଂହପୁର ପୌରପରିଷଦ ୬ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ନୋଟିଫିକେଶନ ପରେ ଆଜି କାଉନସିଲର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ରୋଜାଲୀନ ଦାସ ବିଜେଡି ପ୍ରାର୍ଥୀନୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ…
ଅଁଳା ନବମୀ ପାଇଁ ପ୍ରସ୍ତୁତି ବୈଠକ…
ପୁରୀ: ଅଁଳା ନବମୀ ପାଇଁ ପ୍ରସ୍ତୁତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପୀନାଥଙ୍କ ମା’ ରାଧାରାଣୀଙ୍କ ପାଦ ଦର୍ଶନ ଆସନ୍ତା ନଭେମ୍ୱର ୨୧ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ପ୍ରଥମ…
ପ୍ରଦୂଷଣ ସ୍ଥିତିରେ ଆସିଲା ସୁଧାର, ଏବେ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ଫର୍ମୁଲା…
ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଆସିଛି ସୁଧାର। ଭୋର ସମୟରେ ବର୍ଷା ହେବାରୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୪ ଘଣ୍ଟା ତଳେ ବାୟୁର ଗୁଣବତ୍ତା ୪୦୦ ଥିବା ବେଳେ ଏବେ ଏହା ତଳକୁ ଖସି ଆସିଛି। ତେଣୁ ଦିଲ୍ଲୀ ସରକାର…
ଆଜି ମାଣ୍ଡିଆ ଦିବସ, ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ପାଳନ କରୁଛି ‘ମିଲେଟ ମିଶନ’…
ଭୁବନେଶ୍ୱର : ଆଜି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ…
ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧ କୁ ଖସିଆସିଛି । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ ।…
ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ
ନିର୍ବାଚିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗରେ ଫସିଥିବା ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଦୁଇ ରାଜ୍ୟର ରାଜ୍ୟପାଳ ରାଜ୍ୟ ସରକାର ପାରିତ କରିଥିବା ବିଲ୍ ଉପରେ ମୋହର ମାରିବାରେ ବିଳମ୍ବ କରୁଥିବା…
ଭାରତ-ଆମେରିକା ୨+୨ ଡାଏଲଗ୍
ବସୁଛି ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ 'ଟୁ ପ୍ଲସ୍ ଟୁ' ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ…