Sign in
Sign in
Recover your password.
A password will be e-mailed to you.
ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର…
ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ…
ଧନତେରସରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର
ରାତି ପାହିଲେ ପାଳନ ହୋଇଥାନ୍ତି ଧନତେରସ୍। ଏଥିପାଇଁ ଗ୍ରାହକଙ୍କଠୁ ବ୍ୟବସାୟୀ ସମସ୍ତେ ପ୍ରସ୍ତୁତ ଥିଲେ। ହେଲେ ଧନତେରସ୍ ପାଳନ ପୂର୍ବରୁ କଳାକନା ବୁଲାଇ ଦେଲା ଲୁଟେରା। ବନ୍ଧୁକ ମୁନରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର।
ଏପରି ଏକ ଘଟଣା ଉତ୍ତରାଖଣ୍ଡର…
ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା, ୧୦ରୁ ଅଧିକ ହବିଷ୍ୟାଳୀ ଆହତ…
ପୁରୀ : ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା। ୧୦ରୁ ଅଧିକ ହବିଷ୍ୟାଳୀ ଆହତ । ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ହବିଷ୍ୟାଳୀଙ୍କୁ…
ଇଡି ଜାଲରେ ହିରୋ ଗ୍ରୁପ୍ ଚେୟାର୍ମ୍ୟାନ୍, ୨୪.୯୫ କୋଟିର ସମ୍ପତ୍ତି ଜବତ
ଫଶିଲେ ହିରୋ ମୋଟୋକପ୍ ଗ୍ରୁପ୍ର ଚେୟାରମ୍ୟାନ୍। ତାଙ୍କ ବିରୋଧରେ କଡ଼ା ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ହିରୋ ମୋଟାକପ୍ ଲିମିଟେଡ୍ର ସିଏମ୍ଡି ପବନ କାନ୍ତ ମୁଞ୍ଜାଲଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ ହୋଇଛି। ଦିଲ୍ଲୀ ସ୍ଥିତ…
କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ
କନ୍ଧମାଳ : ରେଳ ମାନଚିତ୍ରରୁ କନ୍ଧମାଳ ଜିଲ୍ଲା ବାଦ୍ ପଡ଼ିବା ପ୍ରତିବାଦରେ ଶୁକ୍ରବାର ନଭେମ୍ବର ୧୦ ତାରିଖରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏଥି ନିମନ୍ତେ ପୂର୍ବରୁ ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ!-->…
ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଛନ୍ତି : କଂଗ୍ରେସ
ଭୁବନେଶ୍ୱର: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷତକୁ ନେଇ ତେଜିଲା ବିବାଦ । ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ଆଣିଲା କଂଗ୍ରେସ । ରାଜ୍ୟପାଳ ଗତକାଲି ଦିଲ୍ଲୀରୁ ଫେରିଲା ପରେ ଆଜି ସକାଳୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ତାହାର ଉତ୍ତର…
ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି
ଯାଜପୁର: ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଅଢ଼େଇ ବର୍ଷ ପୂର୍ବରୁ ଚୋରି ହୋଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଶେଷରେ ଓଡିଶାରେ ପହଞ୍ଚିଛି । ଗତକାଲି…
ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ୧୧ ବର୍ଷର ନାବାଳିକା…
ଉମରକୋଟ : ଶିକ୍ଷକ ସାଜିଲେ ଶିକାରୀ । ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲା ୧୧ ବର୍ଷର ନାବାଳିକା । ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ମିଶି ନାବାଳିକାକୁ ଗଣ ଦୁଷ୍ମର୍ମ କରିବା ପରି ଲଜ୍ଜାଜନକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ । କୁଣ୍ଡେଇ ଗାଁରେ ଘଟିଛି ଏପରି…
ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଚିକିଟି //ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଲକ କୁ ମରୁଡି ଘୋଷଣା ଓ ଚାଷୀଙ୍କୁ ସହାୟତା ଦାବୀ ନେଇ ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ!-->…
କାଳୀ ପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ସହର : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଭଦ୍ରକ : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ । ଏଥିଲାଗି ଚଳଚଂଚଳ ହୋଇଉଠିଛି ଗାଁଠୁ ସହର । ଭଦ୍ରକରେ ବଡ ଧୂମଧାମ ସହକାରେ ପାଳିତ ହୁଏ ମାଆଙ୍କର ପୂଜା । ଏଥିଲାଗି ପ୍ରସ୍ତୁତି ପ୍ରା୍ୟ ଶେଷ ପର୍ଯ୍ୟା୍ୟରେ ପହଂଚିଛି ।…