Sign in
Sign in
Recover your password.
A password will be e-mailed to you.
ଜମ୍ମୁ ସୀମାରେ ପାକିସ୍ତାନର ଗୁଳିବର୍ଷା: ବିଏସ୍ଏଫ୍ ଯବାନ ସହିଦ…
ଜମ୍ମୁ: ଜମ୍ମୁ-କାଶ୍ମୀରର ସାମ୍ଭା ଜିଲ୍ଲାର ରାମଗଡ଼ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିମାଡ଼ରେ ଜଣେ ବିଏସ୍ଏଫ୍ ଯବାନ ସହିଦ ହୋଇଛନ୍ତି। ନଭେମ୍ବର ୮-୯ ତାରିଖ ମଧ୍ୟରାତ୍ରରେ ଏହି ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ମୁତୟନ ଥିବା ସୀମା…
ଅଳିଆ ଗଦାରୁ ମିଳିଲା ୨୫ କୋଟି ଆମେରିକୀୟ ଡଲାର…
ଭାରତରେ ଆମେରିକାର ନକଲି ଡଲାର୍। ବିଡା ବିଡା ନକଲି ଆମେରିକୀୟ ଡଲାର୍ ପୁଲିସ ହାତରେ ଲାଗିଛି। ଜଣେ ଅଳିଆ ଗୋଟାଳି 3 ମିଲିୟନ୍ ଡଲାର ଅର୍ଥାତ୍ ୨୫ କୋଟି ଟଙ୍କାର ଆମେରିକୀୟ ଡଲାର୍ ପାଇଛନ୍ତି। କିନ୍ତୁ ଯାଞ୍ଚ ପରେ ଏସବୁ ନକଲି ବୋଲି ଜଣାପଡିଛି।…
ପତ୍ନୀଙ୍କୁ ଭେଟିବାକୁ ଜେଲରୁ ଆସିବେ ମନୀଷ ସିସୋଦିଆ…
ଜେଲରୁ ଆସିବେ ମନୀଷ ସିସୋଦିଆ। ପତ୍ନୀ ଅସୁସ୍ଥ ଥିବାରୁ ତାଙ୍କୁ ଭେଟିବାକୁ ଜେଲରୁ ଆସିବେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସର୍ତ୍ତ ରଖି ସିସୋଦିଆଙ୍କୁ ଛଅ ଘଣ୍ଟାର ସମୟ ଦେଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ।
ସୂଚନା…
ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଗିରଫ…
ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ୍ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୧୧୩% ଅଧିକ ସମ୍ପତ୍ତି ଠୁଳ କରିଥିବା…
ସରକାରଙ୍କ ଉପରେ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ଦାୟିତ୍ବ ଛାଡ଼ିବା ପରେ କହିଲେ ଦିଲ୍ଳୀ ପରିବେଶ ମନ୍ତ୍ରୀ…
ନୂଆଦିଲ୍ଲୀ: ଦିଲ୍ଳୀରେ ଆଗକୁ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବାକୁ ଥିବାବେଳେ ଏହାକୁ ଏବେ ମନା କରି ଦେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଶୁକ୍ରବାର ଅପରାହ୍ନରେ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତା ଉପରେ ନିଷ୍ପତ୍ତି ନେବାକୁ ଆମ୍ ଆଦମୀ ପାର୍ଟି…
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…
ଆସୁଛି ଲଘୁଚାପ । ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ…
ହିନ୍ଦୁ ସଂସ୍କୃତି ପାଇଁ ଭାରତରେ ଗଣତନ୍ତ୍ର ବଞ୍ଚିରହିଛି: ଜାଭେଦ ଅଖତର…
ମୁମ୍ବାଇ: ଦୀପାବଳି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୀତିକାର ଜାଭେଦ୍ ଅଖତର କହିଛନ୍ତି ଯେ ଯଦି ଭାରତରେ ଗଣତନ୍ତ୍ର ତିଷ୍ଠି ରହିଛି, ତେବେ ଏହା କେବଳ ହିନ୍ଦୁ ସଂସ୍କୃତି ଯୋଗୁଁ ସମ୍ଭବପର ହୋଇଛି। ଆମେ ଠିକ୍ ଏବଂ ଅନ୍ୟମାନେ ଭୁଲ୍ ବୋଲି ଭାବିବା ହିନ୍ଦୁ ସଂସ୍କୃତିର ଏକ…
ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ…
ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ ତୁଳସୀ ସଂଗ୍ରହ କରାଯିବ । ସବୁ ଅଞ୍ଚଳରୁ ସଂଗ୍ରହ କରିବା ପରେ ତାକୁ କଂଗ୍ରେସ ଭବନକୁ ଅଣାଯିବ । ଏବଂ ପରେ…
ଏଥର ଦୀପାବଳିରେ ଘାଟାରେ ରହିବ ଚୀନ୍…
ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ। ଫଳରେ…
ରାତି ୧୦ଟା ପରେ ଫୁଟିବନି ବାଣ: ଅମାନ୍ୟ କଲେ ହେବ କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ବର : ଆସୁଛି ଆଲୋକର ପର୍ବ ଦୀପାବଳୀ । ସବୁଠି ଜୋରଦାର ପ୍ରସ୍ତୁତି । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।…