Sign in
Sign in
Recover your password.
A password will be e-mailed to you.
ବଣ୍ଡାଘାଟି ଅଞ୍ଚଳରେ ଜାତୀୟ ଆଇନସେବା ଦିବସ ପାଳିତ…
ମାଲକାନଗିରି (୯।୧୧) : ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଠାରେ ଜାତୀୟ ଆଇନ ସେବା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛିା ମାଲକାନଗିରି ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗିଙ୍କ ନିର୍ଦେଶ କ୍ରମେ!-->…
ଛତ୍ରପୁରଠାରେ ଜାତୀୟ ଆଇନ ସେବା ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିଜେଏମ!-->…
ନକଲି ଘିଅ ପ୍ରସ୍ତୁତ କର୍ତ୍ତା ଗିରଫ ବ୍ୟବହୃତ ସାମଗ୍ରୀ ଜବତ
ନକଲି ସାମଗ୍ରୀ ର ପେଣ୍ଠ ସ୍ଥଳୀ ବ୍ରହ୍ମପୁର… ଏଠାରେ ସବୁ ନକଲି… ଅସଲି କିଏ ? ନକଲି କିଏ ? କହିବ କିଏ…?ବ୍ରହ୍ମପୁର : ଆଜି ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳ ରେ ନକଲି ଘିଅ ପ୍ରସ୍ତୁତ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି। ଏହି ନକଲି ଘିଅ ପ୍ରସ୍ତୁତ କର୍ତ୍ତା ଇପାରୀ ରାଜେଶ୍ୱର ପାତ୍ର କୁ ଗିରଫ!-->…
ଦୁଇ କାର ମୁହାଁମୁଁହି ଧକ୍କା ଅଳ୍ପକେ ବର୍ତ୍ତିଲେ ଚାଳକ !
ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଝମନକିରା ରାସ୍ତାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଉକ୍ତ ରାସ୍ତାରେ ବୀରମିତ୍ରପୁର ପଟୁ କେନ୍ଦୁମୁଣ୍ଡା ଫେରୁଥିବା ଗୋଟିଏ ଇକୋ କାର ଯାହାର ନମ୍ବର (ଓଡ଼ି - ୧୪ ଦବ୍ଲ୍ୟୁ - ୨୦୮୨) ଓ ବିପରୀତ!-->…
ଜାତୀୟ ଆଇନ ସେବା ଦିବସ ପାଳିତ…
ଫୁଲବାଣୀ : ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଆଜି ଏକ ଶୋଭାଯାତ୍ରା ସିଭିଲ୍ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ପାରିବାରିକ ଅଦାଲତ ବିଚାରପତି ଶ୍ରୀ ଦେବଦର୍ ଦାସ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ବାହାରିବା!-->…
ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ…
କେନ୍ଦ୍ରାପଡ଼ା : ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ…
ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର…
ବାରିପଦା,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ…
ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ….
କଟକ,୯।୧୧: ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବିଚାରପତି ଏସକେ. ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି, “ପଞ୍ଚାୟତ ରାଜ ବିଭାଗ ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ…
ବର୍ଷା ଅଭାବରୁ ୧୦ ହଜାର ହେକ୍ଟର ଧାନ ଫସଲ ନଷ୍ଟ…
ଖୋର୍ଦ୍ଧା: ବର୍ଷା ଅଭାବରୁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକରେ ୧୦ ହଜାର ହେକ୍ଟର ଧାନଫସଲ ନଷ୍ଟ ହେବାକୁ ବସିଛି। ଏହି ପରିମାଣ ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି କୃଷି ବିଭାଗ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ମାଟିରେ ଆଦ୍ରତା ନଥିବାରୁ ଧାନ କ୍ଷୀର…
୬୦% ମଣ୍ଡିରେ ନାହିଁ ସେଡ୍ ଓ ସିସି କ୍ୟାମେରା…
ରାଉରକେଲା: ଆସନ୍ତା ଡିସେମ୍ବରରୁ ଖୋଲିବାକୁ ଯାଉଛି ମଣ୍ଡି। କଟ୍ନିଛଟ୍ନି ରୋକିବା ସହ ଚାଷୀଙ୍କଠୁ ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବାକୁ…