ବିହାର ବିଧାନସଭାରେ ପାସ୍‌ ହେଲା ୬୫% ସଂରକ୍ଷଣ ବିଲ୍‌…

ପାଟନା : ଗୁରୁବାର ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ଆଗତ କରାଯାଇଛି। ଏହି ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ବିଲ୍‌ ମୁତାବକ ବିହାରରେ ବର୍ତ୍ତମାନ ରାଜ୍ୟର ଖାଲିଥିବା…

‘ନେତାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ଶୀଘ୍ର ଶେଷ କର’…

ନୂଆଦିଲ୍ଲୀ : ଆଗକୁ ବିଧାନସଭା ନିର୍ବାଚନ। ଏହାରି ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ରାୟ ଶୁଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ରାଜ୍ୟର ହାଇକୋର୍ଟଙ୍କୁ କୁହାଯାଇଛି। ଏହା ଉପରେ…

“ମୋ ବୋକାମୀରୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲା” ଜିତନରାମଙ୍କ ଉପରେ ରାଗିଲେ ନୀତୀଶ…

ପାଟନା : ଗୁରୁବାର ବିହାର ବିଧାନସଭାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ଉପରେ ରାଗିଯାଇଥିଲେ ଏବଂ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ଆଲୋଚନା…

ମଣିପୁରରୁ ଉଦ୍ଧାର ହେଲା ୨ଟି ଶବ…

ଇମ୍ଫାଲ୍‌: ଗୁଳି-ବିକ୍ଷତ ଜଣେ ମହିଳାଙ୍କ ଶବ ସମେତ ୨ଟି ଶବ ପୂର୍ବଇମ୍ଫାଲ୍‌ ଓ ମଣିପୁର ପଶ୍ଚିମ ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ଆଜି ପୁଲିସ କହିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ବୁଧବାର ଦିନ ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ତୈରେନ୍‌ପୋକ୍‌ପି ଅଞ୍ଚଳରୁ…

ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ କିଣିଲା ଟାଟା, ଚୁକ୍ତି ସ୍ବାକ୍ଷରିତ

ମୁମ୍ବାଇ : ଗତ ଅକ୍ଟୋବର ୨୭ର ହୋଇଥିବା ଘୋଷଣା ମୁତାବକ ଟାଟା ଗ୍ରୁପ କମ୍ପାନି ଟାଟା ଇଲେକ୍ଟ୍ରୋନିକ୍ସ ଭାରତରେ ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ ୧୨୫ ନିୟୁତ ଡଲାର ବିନିମୟରେ କିଣିବାକୁ ଚୁକ୍ତିରେ…

ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଯବାନ ଆହତ…

ଶ୍ରୀନଗର : ଜମ୍ମୁକଶ୍ମୀରରେ ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳିବନିମୟରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ପାକିସନ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା। ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀ ଓ…

କତାରରେ ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତର ଅପିଲ୍, ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: କତାରରେ ୮ ଜଣ ପୂର୍ବତନ ଭାରତୀୟ ନାବିକଙ୍କୁ ମୃତ୍ୟୁଦଣ୍ଡାଦେଶ ମାମଲାରେ ଭାରତ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଏହି ଦଣ୍ଡାଦେଶ ବିରୋଧରେ ଭାରତ ପକ୍ଷରୁ ଅପିଲ କରାଯାଇଛି ।ବୈଦେଶିକ ବ୍ୟାପାର…

ଆମେରିକାରେ ଆକ୍ରମଣର ଶିକାର ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ…

ନୂଆଦିଲ୍ଲୀ : ଆମେରିକାରେ ଛୁରାମାଡ ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଡାକ୍ତରଖାନାରେ ଜୀବନ-ମରଣ ସହ ଲଢେଇ କରି ଶେଷରେ ଆଖି ବୁଜିଛନ୍ତି 24 ବର୍ଷୀୟ ଛାତ୍ର ବରୁଣ ରାଜ ପୁଚା। ଏନେଇ ବରୁଣ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ…

ପୁରି ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଓ ଚାରିଦ୍ବାର ଖଲିବା ଦାବି ନେଇ ଏକାଠି ହେଲେ ଯୁବ କଂଗ୍ରେସ…

ଟିକିରି : ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ଏବଂ ଚାରିଦ୍ୱାର ଖୋଲିବା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଟିକିରି ଜଗନ୍ନାଥ ମନ୍ଦିର ଠାରେ କାଶିପୁର ବ୍ଲକ ର ଯୁବ କଂଗ୍ରେସ ସଭାପତି ଏବଂ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସମେତ କଂଗ୍ରେସ ଦଳର ସମସ୍ତ କର୍ମ କର୍ତ୍ତା ଯୋଗଦେଇ ଶ୍ରୀ

ମହାଦେବ ବେଟିଂ ଆପ୍‌ ମାମଲା, ୩୨ ଜଣଙ୍କ ନାଁରେ FIR ରୁଜୁ…

ମୁମ୍ବାଇ : ମହାଦେବ ବେଟିଂ ଆପ୍‌କୁ ନେଇ ଆକ୍ସନ ମୁଡ୍‌ରେ ପୁଲିସ। ୧୫୦୦୦ କୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗରେ ମହାଦେବ ବେଟିଂ ଆପ୍‌ର ପ୍ରବର୍ତ୍ତକ ସମେତ ୩୨ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି ମୁମ୍ବାଇ ପୁଲିସ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।…