ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା ମାମଲା: ଜେଲ୍‌ ଗଲା ଘନିଆ…

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଅତି ଜଘନ୍ୟ ଭାବେ ତଣ୍ଟିକାଟି ହତ୍ୟା କରିଥିବା ସୁନ୍ଦରପଦା କେଳାବସ୍ତିର ଅଭିଯୁକ୍ତ ଘନିଆ ଦାସ(୨୩)କୁ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଘଟଣା ପରେ ପରେ…

ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ନୂଆଦିଲ୍ଲୀ,୯।୧୧: ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା। ସୂଚନାଯୋଗ୍ୟ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ…

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ସହ ଛୁରା ମାଡ଼, ଅବସ୍ଥା ଗୁରୁତର…

ନୟାଗଡ଼ : ମାନସିକ ବିକୃତ ମହିଳାଙ୍କୁ ବି ଛାଡ଼ିଲେନି ଯୌନ ରାକ୍ଷସ । ରାତିରେ ଏକୁଟିଆ ପାଇ ନିଜ ଯୌନ ଲାଳସା ଚରିତାର୍ଥ କଲେ। ଆଉ ବଳାତ୍କାର ପରେ ସମ୍ପୃକ୍ତ ପୀଡ଼ିତାଙ୍କୁ ଛୁରା ମାଡ଼ କରିବାକୁ ବି ପଛାଇଲେ ନାହିଁ। ଏପରି ଏକ ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା…

ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ପାଲଟିଛି ଗୁମ୍ଫା, ବିପୁଳ ଅସ୍ତ୍ରଶସ୍ତ୍ର ଜବତ…

ମାଲକାନଗିରି : ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ମାଲକାନଗିରି ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ନକ୍ସଲମାନେ ରଖୁଛନ୍ତି ଅସ୍ତ୍ରଶସ୍ତ୍ର । କମ୍ବିଂ ଅପରେସନ ବେଳେ ଏଭଳି ତଥ୍ୟ ପାଇଛନ୍ତି ବିଏସଏଫ ଯବାନ । ଗୁମ୍ଫା ନିକଟରେ କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର…

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କର ପୁଳା ପୁଳା ସମ୍ପତ୍ତି; ୩ଟି କୋଠା ଓ ୧୬ଟି ପ୍ଲଟ୍ ଠାବ…

ବଲାଙ୍ଗିର : ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି। ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି। ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ରହିଛି।…

ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ…

ଭୁବନେଶ୍ୱର: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସତ୍ୟାଗ୍ରହ ହୋଇଛି। ଶ୍ରୀମନ୍ଦିର ଚାରିଦ୍ୱାର…

ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠୁ ଜନତା ମଇଦାନରେ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ…

ରାଷ୍ଟ୍ରପତିଙ୍କ ମନ ଜିଣିଲା ଅଞ୍ଜନାଙ୍କ ଚିତ୍ରକଳା

ବାରିପଦା : ନୂଆଦିଲ୍ଲୀଠାରେ “ବ୍ୟାଘ୍ର ପ୍ରକଳ୍ପ”ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ଏକ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ଯେଉଁଥିରେ ସମଗ୍ର ଭାରତ ବର୍ଷରୁ ୫୩ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ…

ଏଣିକି ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମିଲେଟ୍…

ଭୁବନେଶ୍ବର: ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ମିଳିବ ମିଲେଟ୍। ତା ସହିତ ୱାଓ ମୋମୋରେ ମଧ୍ୟ ମିଳିବ ମିଲେଟ୍। ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ। ତାଙ୍କ ସୂଚନା ମୁତାବକ, ଗତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍…

ସମ୍ୱଲପୁରରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଲେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ

ସମ୍ୱଲପୁର: ଆଜି ସକାଳେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେ ମା’ଙ୍କ ଦର୍ଶନ କରିବା ପରେ ସମଲେଇ…