ଧୂଆଁମୟ ଦିଲ୍ଲୀ, କୃତ୍ରିମ ବର୍ଷା କରାଇବାକୁ ଯୋଜନା…

ନୂଆଦିଲ୍ଲୀ : ବିଗୁଡିଛି ଦିଲ୍ଲୀ ବାୟୁ ଗୁଣାବତ୍ତା। ଗତ ଏକ ସପ୍ତାହ ମଧ୍ୟରେ ବାୟୁ ଗୁଣବତ୍ତାର ତୀବ୍ର ହ୍ରାସ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 20-21ରେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛନ୍ତି ଅରବିନ୍ଦ କେଜ୍ରିୱାଲ୍ ସରକାର।…

ଯାହାବି ପ୍ରକଳ୍ପ କରାଯାଉ ଲାଭକ୍ଷତିକୁ ପ୍ରାଥମିକତା ଦିଆଯାଉ:ସଚିବ ଏସ୍.କେ. ବଶିଷ୍ଠ…

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ - ତଥା- ଆକାଂକ୍ଷୀ ଜିଲ୍ଲା ଦାୟିତ୍ବରେ ଥ‌ିବା ସଚିବ ଏସ୍.କେ. ବଶିଷ୍ଠ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର

ନୀତୀଶ କୁମାରଙ୍କ ବୟାନକୁ ନିନ୍ଦା, ଇସ୍ତଫା ଦାବି କଲେ ଆମେରିକୀୟ ସିଙ୍ଗର୍‌

ନୂଆଦିଲ୍ଲୀ : ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିବାଦୀୟ ବୟାନକୁ ନେଇ ସେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ…

୫୦,୦୦୦ ଲୋକଙ୍କ ପାଇଁ ୪ ପାଇଖାନା, ୪ ଘଣ୍ଟା ଦିଆଯାଉଛି ପାଣି…

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପ୍‌ରେ ରହିଯାଇଥିବା ପାଲେଷ୍ଟାଇନ ଡାକ୍ତର ଓ ନର୍ସମାନେ ହେଉଛନ୍ତି ହିରୋ ଯେଉଁମାନେ ଜାଣନ୍ତି ଯେ ସେମାନେ ମରିବାକୁ ଯାଉଛନ୍ତି କିନ୍ତୁ ଯେକୌଣସି ପ୍ରକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଯୁଦ୍ଧର ଗ୍ରାଉଣ୍ଡ ଜିରୋରୁ ଉଦ୍ଧାର ହୋଇଥିବା ଜଣେ…

ଇସ୍ରାଏଲ-ହମାସ ଯୁଦ୍ଧ: ୮୯ ଜାତିସଂଘ କର୍ମଚାରୀ ନିହତ…

ଗାଜା: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୀଷଣ ହେଉଥିବା ବେଳେ ଗତ ମାସକ ମଧ୍ୟରେ ୮୯ ଜଣ ଜାତିସଂଘ କର୍ମଚାରୀ ଏଥିରେ ପ୍ରାଣ ହରାଇଲେଣି। ଇସ୍ରାଏଲ ବେପରୁଆ ଯୁଦ୍ଧନୀତି ପାଇଁ ଏଭଳି ସ୍ଥିତି ଆସି ଆସିଛି ବୋଲି ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି।…

୬:୪ ବିଭାଜିତ ଭୋଟରେ ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ସଦାଚାର କମିଟି

ନୂଆଦିଲ୍ଲୀ: ତଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ସଦାଚାର (ଏଥିକ୍ସ) କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ସୂତ୍ରରୁ ପ୍ରକାଶ ଯେ ୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ…

ପ୍ରଚାର ବେଳେ ଗାଡିରୁ ଖସି ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

ପାଟନା : କ୍ୟାମ୍ପେନ ବେଳେ ମିନି ବସ୍‌ରୁ ଖସିପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ତାଙ୍କ ସହ ଜଣେ କି ଦୁଇ ଜଣ ନୁହେଁ ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳେ ଗଳି ପଡିଛନ୍ତି। ନିଜାମାବାଦର ଆର୍ମୁରରେ…

‘ରାଜନୀତିର ଶିକାର ହୋଇଛନ୍ତି ମହୁଆ’

କୋଲକାତା : ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲରେ ଘେରି ହୋଇ ରହିଛନ୍ତି ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ରା। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ମହୁଆଙ୍କ ସପକ୍ଷରେ ବାହାରିଛନ୍ତି। ଏହି…

ସୋସିଆଲ ମିଡିଆ ମାଧ୍ୟମରେ ଏ.ଡ୍.ସ୍ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ: ଜାତୀୟ ଏ.ଡ୍.ସ. ନିୟନ୍ତ୍ରଣ ଅନୁଷ୍ଠାନଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଜାତୀୟଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମର ୫ମ ସଂସ୍କରଣରେ ଲକ୍ଷ୍ୟ ରଖାଯାଇଥିବା ସଂଖ୍ୟାର ୯୫ ପ୍ରତିଶତକୁ ହାସଲ କରିବା ପାଇଁ ସୋସିଆଲ୍ ମିଡିଆର ସାହାରା ନିଆଯାଉଥିବା ବେଳେ ଆଜି ଫୁଲବାଣୀ ସ୍ଥିତ ମହିଳା

ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ମରଣ ମୁହଁରୁ ଅଳ୍ପକେ ବର୍ତିଲେ ଡ୍ରାଇଭର…

ଦାରିଙ୍ଗବାଡ଼ି,: ୯/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରାସ୍ତା ମହାଗୁଡି ଗ୍ରାମ ନିକଟ ଅଡାଧାର ବ୍ରିଜ ନିକଟରେ ଆଜି ସକାଳ ପ୍ରାୟ ୭ଘଣ୍ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡିଥିବା