Sign in
Sign in
Recover your password.
A password will be e-mailed to you.
ଜଗମୋହନ ମରାମତି ମାମଲା: ASIର ସତ୍ୟପାଠ ଅଗ୍ରାହ୍ୟ…
କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା । ଏଏସଆଇ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ASI କର୍ତ୍ତୃପକ୍ଷ । ସେହିପରି ବିସ୍ତୃତ ଭାବେ ସାନି ସତ୍ୟପାଠ…
ଆଉ କେତେ ତଳକୁ ଖସିବ; ନୀତୀଶଙ୍କ ବୟାନକୁ ନେଇ ଏଭଳି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ…
ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା…
ଭୁବନେଶ୍ୱର : ଉପ ବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ । ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ ସିଂ ଚାରି ଚାରିଥରର ବିଧାୟକ ହୋଇଛନ୍ତି । ୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି ରଜନୀକାନ୍ତ।…
ଜଙ୍ଗଲରେ ଖସି ପଳାଉଥିଲେ ନକ୍ସଲ, ଡ୍ରୋନ କ୍ୟାମେରାରେ ଧରା ପଡ଼ିଲେ…
ପୁଲିସ୍- ନକ୍ସଲ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ନକ୍ସଲ। ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ତାର ଚିତ୍ର ଡ୍ରୋନ କ୍ୟାମେରାରେ କଏଦ ହୋଇଛି। ଛତିଶଗଡ ଗଙ୍ଗାଲୁରରେ ଘଟିଛି ଏହି ଘଟଣା। ଖସି ଯାଉଥିବା ନକ୍ସଲମାନେ ୨ ଗୁରୁତର ସାଥୀଙ୍କୁ ବୋହି ନେଉଥିବା…
୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ମାମଲା: ରାହାମା ରେଲୱେ ଷ୍ଟେସନରୁ ଅଭିଯୁକ୍ତ ଗିରଫ…
ଭୁବନେଶ୍ୱର: ୪ ବର୍ଷର ନାବାଳିକା ଦିନକ ପୂର୍ବରୁ ହତ୍ୟାର ଶିକାର ହୋଇଥିଲା। ଏହା ପୂର୍ବରୁ ସେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ରହିଥିବା ବେଳେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ଘନିଆ ଦାସକୁ ଗିରଫ କରିବାର ଦିନକ ପରେ ଘଟଣା ବାବଦରେ ସ୍ପଷ୍ଟ କରିଛନ୍ତି…
ଚା’ ବିସ୍କୁଟ ନମିଳିବାରୁ ଅସ୍ତ୍ରୋପଚାର ରୁମରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଗଲେ ଡାକ୍ତର…
ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ପରିବାର ନିୟୋଜନ (ଭାସେକ୍ଟୋମି) ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଚେତାଶୂନ୍ୟ କରିଥିବା ବେଳେ ରାଗିକି ଅସ୍ତ୍ରୋପଚାର…
ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ…
ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ । ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ ନେଇ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସରକାରଙ୍କ…
୧୫୦ ଥର କଲ୍ କରିବା ପରେ ବି ଫୋନ୍ ନ ଧରିବାରୁ ୨୩୦ କିଲୋମିଟର୍ ଯାଇ ସ୍ତ୍ରୀଙ୍କୁ ହତ୍ୟା କଲେ କନେଷ୍ଟବଳ…
ବେଙ୍ଗାଲୁରୁ: ୧୫୦ ଥର କଲ୍ କରିବା ପରେ ବି ଫୋନ୍ ନ ଧରିବାରୁ ୨୩୦ କିଲୋମିଟର୍ ଦୂରରେ ଥିବା ଶଶୁରଘରକୁ ଯାଇ କର୍ଣ୍ଣାଟକ ପୁଲିସର ଜଣେ କନେଷ୍ଟବଳ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି।
ସମ୍ପ୍ରତି ବାପଘରେ ସନ୍ତାନ ପ୍ରସବ କରିଥିବା ଉକ୍ତ ମହିଳାଙ୍କର…
ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ…
ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।
ସୂଚନା…
ବିଚ ରାସ୍ତାରେ ପୋଲିସର ଉଗ୍ର ରୂପ ଯୁବକଙ୍କୁ ଚାପୁଡ଼ା ମାଡ଼ ସହ ଅସଭ୍ୟ ଭାଷାରେ ଗାଳି ଦେଲେ ପୋଲିସ ବାବୁ…!
ମାଲକାନଗିରି, ୮।୧୧: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ପୋଲିସ ଉପରେ ଭରସା ବା ଆସ୍ଥା ରଖିବା ପାଇଁ ପୋଲିସ ବିଭାଗକୁ 5T ଅଧୀନରେ ନେବା ସହ । ଆଦର୍ଶ ଥାନା ଓ ଆମ ପୋଲିସ ଭଳି ବ୍ୟବସ୍ଥା ଲାଗୁ କରିଥିବା ବେଳେ ଦିନକୁ ଦିନ ଜନସାଧାରଣଙ୍କ ପୋଲିସ ଉପରୁ ଭରସା ତୁଟିବାକୁ ଲାଗିଛି । ଏହି ଭଳି ଏକ!-->!-->!-->…