ସଚେତନତା ରଥର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ…

ଛତ୍ରପୁର : ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି l ଛତ୍ରପୁର ଶ୍ରମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲିନା କୁମାରୀ ଖେସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : ଓଡିଶା ସରକାରଙ୍କ MSME ବିଭାଗ ତରଫରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ଚକାପାଦ ବ୍ଲକର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ରର

ଫୁଲବାଣୀକୁ ରେଳପଥ ସଂଯୋଗ ପାଇଁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୋଭାଯାତ୍ରା…

ଫୁଲବାଣୀ : ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫୁଲବାଣୀ ସହରକୁ ରେଳ ସଂଯୋଗ ପାଇଁ ନଭେମ୍ବର ୮ତାରିଖରେ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ

ଚିକିତ୍ସା ରେ ବିଳମ୍ବ ଯୋଗୁଁ ଜୀବନ ହାରିଲେ ସ୍ୱାମୀ : ଟେକ୍ନିସିୟାନଙ୍କ ଟଙ୍କା ଦାବୀ କୁ ନେଇ ଅଭିଯୋଗ ବାଢିଲେ…

ମାଲକାନଗିରି : ମାଲକାନଗିରି ସରକାରୀ ହସ୍ପିଟାଲରେ ଚାଲିଛି ରୋଗୀର ଜିବନ ସହ ପଇସା ଖେଳ । କଥାଟି ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ। କିଛି ଏଭଳି ଘଟଣା ମାଲକାନଗିରି ୭ ମହଳା ବିଶିଷ୍ଟ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି। ରୋଗୀ ସେବା ନାଁରେ ଏଠାରେ ହେଉଛି ଅର୍ଥ ହରିଲୁଟ ଗରିବଙ୍କ ଟଙ୍କା

କୁଆଁରମୁଣ୍ଡା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଲିଯାଇଛ…

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଟି ପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫର୍ଶିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ

ପୁରୁଷୋତ୍ତମପୁର ଥାନା ସମ୍ମୁଖ ନାଳ ରେ ଏକ ଶିଶୁର ରକ୍ତାକ୍ତ ମୃତ ଦେହ ଉଦ୍ଧାର…

..ପୁରୁଷୋତ୍ତମପୁର :୮-୧୧ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ନାଳ ରେ ନବଜାତ ଶିଶୁର ମୃତ ଦେହ ଠାବ । ଆଜି ସକାଳେ ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ରେ ଥିବା ଏକ ନାଳ ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଶିଶୁର ମୃତ ଦେହ ପଡିଥିବା ନେଇ ଚର୍ଚ୍ଚା ହେବା ପରେ ଲୋକଙ୍କ ଭିଡ଼

ଜମିବିବାଦକୁ କେନ୍ଦ୍ରକରି ଯୁବକକୁ ହତ୍ୟା : ୨ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ…

ମାଲକାନଗିରି //କାଲିମେଳା,ତା ୦୮/୧୧ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବାର ଜଣାପଡ଼ିଛି। ନିଜ ଗ୍ରାମବାସୀ ଏହି ହତ୍ୟାକାଣ୍ଡ ଘଟାଇଥିବାବେଳେ ପୁଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଥିବାର ସୂଚନା ମିଳିଛି। ଘଟଣାଟି ଘଟିଛି ମାଲକନଗିରି

କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ତୃତୀୟ ପରିଷଦ ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ତୃତୀୟ ପରିଷଦ ବୈଠକ ଆଜି ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ କହିଲେ, ଓଡ଼ିଶାର ମାନ୍ୟବର

ହୋଟେଲ କବାଟ ତାଲା ଭାଙ୍ଗି ଚୋରୀ…

ହିଞ୍ଜିଳିକାଟୁ (୮/୧୧) : ହିଞ୍ଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ୨ଟି ଦୋକାନରୁ ଚୋରୀ। ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରୁ ଲଗାତାର ଚୋରୀ ଘଟଣା ଲାଗି ରହିଥିବାବେଳେ ପୁଲିସ ସାମାନ୍ୟତମ ସୁରାକ ପାଇବାରେ ବିଫଳ ହୋଇଛି । ଏପରିକି କିଛିଦିନ ହେଲା ପୁଲିସ

ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ…

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରିବାକୁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ବିଜେପି ସାଂସଦ ଦୁବେ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି…