୨କିଲୋ ୭୨୪ଗ୍ରାମ ସୁନା ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଆଜି ପ୍ରଶଂସା ର ପାତ୍ର ହୋଇଛି।ଏତେ ବଡ଼ ସଫଳତା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପ୍ରଥମ। ୨କିଲୋ ୭୨୪ଗ୍ରାମ ସୁନା ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଛି। ଚୋର ଦଳର ମାଷ୍ଟେର ମାଇଣ୍ଡ ସନିଆ ଗୌଡ଼ କୁ ପୋଲିସ ଧରିବା ପରେ ଏତେ ବଡ଼ ଘଟଣା ର ପର୍ଦ୍ଧାଫାସ

ବ୍ରହ୍ମପୁର ଟାଉନଥାନା ପକ୍ଷରୁ ଜୁଆଆଡ୍ଡା ଉପରେ ଚଢ଼ାଉ ୧୦ ଗିରଫ…

ପୋଲିସ ଡ଼ାଳରେ ଡ଼ାଳରେ ଜୁଆଡ଼ି ପତ୍ର ପତ୍ର ରେ ….ବ୍ରହ୍ମପୁର: ୩-୧୦ ଆଜି ବ୍ରହ୍ମପୁର ଟାଉନ ଥାନା ପକ୍ଷରୁ ସୋମନାଥ ନଗର ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି।ସେହି ଆଡ୍ଡା ରୁ ୧୦ ଜଣ ଜୁଆଡ଼ି କୁ ଗିରଫ କରାଯିବା ସହ ୭୮ ହଜାର ଟଙ୍କା ଚାରୋଟିମୋବାଇ ଜବତ କରାଯାଇଛି।ପ୍ରକାଶ ଥାଉ କି

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ତିନି ଅନାଥ ଶିଶୁଙ୍କୁ ଥଇଥାନ…

ମାଲକାନଗିରି : ନିଜ ପିତା ମାତାଙ୍କୁ ହରାଇ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ରହୁଥିବା ତିନି ଜଣ ଶିଶୁ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ନିକଟରେ ଆସି ସେମାନଙ୍କ ଥଇଥାନ ପାଇଁ ଉପସ୍ଥିତ ହୋଇଥିଲେ। ଘଟଣାରୁ ପ୍ରକାଶ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚମ୍ପାଖାରି ଗ୍ରାମର

ପାଟ୍ଟଖଣ୍ଡା ଏଜେନ୍ସିରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ…

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗ ରେ ଥିବା ପାଟ୍ଟଖଣ୍ଡା ସାହି ର ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ମଙ୍ଗଳବାର ସକାଳୁ ସକାଳୁ ଗୋଦାମ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ସାହି

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ଆମ ଶିକ୍ଷା ଜଗତ ଭାରତକୁ ଅମୃତକାଳରେ ନୂଆ ଉଚ୍ଚତାରେ ପହଞ୍ଚାଇବଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସମେତ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଅନ୍ତର୍ଗତ ବିଭିନ୍ନ

ପ୍ରହସନ ପାଲଟିଛି ସ୍ୱଚ୍ଛ ତା ହିଁ ସେବା କାର୍ଯ୍ୟକ୍ରମ…

ଦାରିଙ୍ଗବାଡି,୩/୧୦, ଗାନ୍ଧୀ ଜୟନ୍ତୀ ତଥା ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହେଲେ କିଛି ସ୍ଥାନରେ ଅଳିଆ ଆବର୍ଜନା ସଫା କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଖାଲି ଫଟୋ ଉଠାଇ ସ୍ୱଚ୍ଛତା

ରାସ୍ତା ସମସ୍ୟା ନେଇ ପଞ୍ଚାୟତରେ ତାଲା ପକାଇଲେ ତିନି ଗ୍ରାମବାସୀ

ଦାରିଙ୍ଗବାଡି(୩/୧୦) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସଦପାଙ୍ଗା , ଅରାକାମ୍ବା ଓ କାଡ କୁପୁଡା ଗ୍ରାମବାସୀ ମାନେ ରାସ୍ତା ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ପକେଇଲେ ତାଲା। ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ସଦପାଙ୍ଗା ୨ କିଲୋମିଟର ରାସ୍ତା ହୋଇଥିବା ବେଳେ

ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ଫୁଲବାଣୀ : ଗାନ୍ଧି ଜୟନ୍ତୀ ଶାସ୍ତ୍ରୀ ଜୟନ୍ତୀ ଓ ପଞ୍ଚମ ଲୋକକଳା ଗ୍ରାମର ଜନ୍ମ ବାର୍ଷିକୀ, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ପେନାବାଲି ଗ୍ରାମରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆୟୋଜିତ କରାଯାଇଥିଲା ଏହି ଉତ୍ସବରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣାମାସି ଜାନୀ ମୁଖ୍ୟ

ହିଞ୍ଜିଳିକାଟୁରେ ପିଇବାପାଣି ଯୋଗାଣ ଠପ୍ ‌‌…

ହିଞ୍ଜିଳିକାଟୁ (୩/୧୦) : ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି । ବସୁଧା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ହେଲେ ତାହା ବାସ୍ତବରେ କେତେ ଯେ କାର୍ଯ୍ୟକାରୀ ହେଉଛି

ସାଇବର ଅପରାଧ ରୋକିବା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ଓ ଏସପି…

ବ୍ରହ୍ମପୁର : ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଏବଂ ସାଇବର ଅପରାଧରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ବ୍ରହ୍ମପୁର ପୋଲିସ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରୁ ଏକ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ସଚେତନ