Sign in
Sign in
Recover your password.
A password will be e-mailed to you.
ଶିକ୍ଷାପାଇଁ ପୋଷଣ ଉଦ୍ଦେଶ୍ୟରେ ଆଞ୍ଚଳିକ ସାଧାନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ – ୨୦୨୩
ଉମରକୋଟ : ଓଡ଼ିଶା ସରକାରଙ୍କ ଦ୍ଵାରା ଶିକ୍ଷାର ବିକାଶ ପାଇଁ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମେଶିକ୍ଷା ପାଇଁ ପୋଷଣ ଉଦ୍ଦ୍ୟେଶରେ ସୁରଭି କାର୍ଯ୍ୟକ୍ରମ ଅନ୍ୟତମ । ସୂଚନା ପ୍ରକାରେ ଆଜି କୁର୍ସି ପଞ୍ଚାୟତ ଏବଂ ତୋହରା ପଞ୍ଚାୟତର ମୋଟ ୧୮ ଗୋଟି ସ୍କୁଲକୁ ନେଇ!-->…
ପାଣିଡ୍ରମରେ ବୁଡି ଶିଶୁ ପୁତ୍ର ମୃତ…
ଛତ୍ରପୁର : ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ୍ରାଫ କଲୋନୀ ଠାରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ପାଣି ଡ୍ରମରେ ବୁଡି ଏକ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣକ ହେଲେ ୱାଇ ଅଜିତ୍ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସାନଆର୍ଯ୍ୟପଲ୍ଲୀ!-->…
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ…
ଦାରିଙ୍ଗବାଡି,୩/୧୦, ପକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଅଞ୍ଚଳ ବୃଦ୍ଧବୃଦ୍ଧାଙ୍କୁ ଅତିଥିମାନେ କମ୍ବଳ ବାଣ୍ଟିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ସରପଞ୍ଚ ସାକଡ଼ା ରୂପାମାଝୀ, ନାଏବ ସରପଞ୍ଚ ରଶ୍ମିତା!-->…
ବିଜେପି ଘୁମୁସର ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ହେଲେ ମୀରାବାଇ ଦେଓ…
ପୁରୁଷୋତ୍ତମପୁର :-ଘୁମସର ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ଦ୍ବାରା ନୂତନ ମହିଳା ମୋର୍ଚା ସଭାନେତ୍ରୀ ଘୋଷଣା କରାଯାଇଛି।ଜିଲ୍ଲାର ସଂଗଠନ କୁ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଓ ମହିଳା ମୋର୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ!-->!-->!-->…
ଫୁଲବାଣୀ ଏମକେଏସପି ତରଫରୁ ଗାନ୍ଧିଜୟନ୍ତୀ ଶାସ୍ତ୍ରୀ ଜୟନ୍ତୀ ପାଳିତ…
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ତରଫରୁ ୧୫୪ତମ ଗାନ୍ଧି ଜୟନ୍ତୀ ୧୧୮ ତମ ଶାସ୍ତ୍ରୀ ଜୟନ୍ତୀ ଓ 62 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସକାଳ ଆଠ ଘଣ୍ଟାରେ ଜିଲ୍ଲା ପ୍ରଶାସନର ସହଯୋଗରେ ମହାତ୍ମା ଗାନ୍ଧୀଙ୍କର!-->…
ପଟ୍ଟା ପ୍ରଦାନ ଦାବୀ ନେଇ ୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ, ସାମିଲ ହେଲେ ବହୁ ମହିଳା…
ଛତ୍ରପୁର : ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅନଶନ କାରୀ ମାନେ!-->!-->!-->…
ଆଦିବାସୀ ଗ୍ରାମର ଜଙ୍ଗଲ ଜମି ହିତାଧିକାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଉଦେଶ୍ୟରେ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚନ୍ଦନପୁର, ଘୋଡ଼ାପୋଡା ଓ କାଳୀମେଘି ଗ୍ରାମ ପଂଚାୟତ ଅନ୍ତର୍ଗତ ସମସ୍ତ ଆଦିବାସୀ ଗ୍ରାମର ଜଙ୍ଗଲ ଜମି ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଚାଷୀ ନେତା ବିଜୟ ସ୍ୱାଇଁ ଙ୍କ!-->…
ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ, ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ଵର: ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ସେ କାହିଁକି ଯାଇଥିଲେ ? ତାଙ୍କୁ କିଏ ଟିକେଟ୍ ଦେଇଥିଲା ? ଗତ କିଛି ଦିନ ହେବ ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ବିରୋଧୀ ମଧ୍ୟ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏହି କ୍ରମରେ…
ଲଷ୍ମୀପୁରଖେରୀ ଶହୀଦଙ୍କ ପାଇଁ ଦେଶଵ୍ୟାପୀ ଶ୍ରମିକ କୃଷକ ସଙ୍ଗଠନ ପକ୍ଷରୁ କଳାଦିବସ ପାଳନ…
ବ୍ରହ୍ମପୁର : ୩ ବର୍ଷ ପୂର୍ବେ ଆଜିର ଦିନରେ ୩ କଳା କୃଷି ଆଇନ ବାତିଲ ଦାବୀରେ ଦେଶ ଵ୍ୟାପୀ ଚାଷୀ ଆନ୍ଦୋଳନ ଚାଲିଥିଲା । ଉତ୍ତର ପ୍ରଦେଶ ଲଷ୍ମୀପୁର ଖେରୀରେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ କାର ଚଢେଇ କେନ୍ଦ୍ରମନ୍ତ୍ରୀ ଅଜୟ ଟେନିଙ୍କ ପୁଅ ଚାଷୀଙ୍କୁ ହତ୍ୟା କରିଥିଲେ ।!-->!-->!-->…
ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା : ଶୂନ୍ୟ ମୃତାହତ ଉପରେ ଗୁରୁତ୍ବାରୋପ
ଭଞ୍ଜନଗର : ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର।ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବନ୍ୟା ଓ ବାତ୍ୟା କୁ ନେଇ ଓଡିଶା ବାସୀଙ୍କ ମଧ୍ୟରେ ଛନକା ପଶିଥାଏ।ହେଲେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ କୁ କିପରି ସମନ୍ୱୟ ରଖି ଆଗୁଆ ମୁକାବିଲା କରାଯିବ ସେନେଇ ବ୍ଲକ!-->!-->!-->…