Sign in
Sign in
Recover your password.
A password will be e-mailed to you.
ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ…
ଖୋର୍ଦ୍ଧା :ଜଟଣୀ ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ। ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ଏକର ଜମିରେ ୬୫୦ କୋଟି ଟଙ୍କା ବ୍ୟୟରେ ୨୦୦ ଶଯ୍ୟା ବିଶିଷ୍ଟ ହୋମି ଭାବା କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ନିର୍ମିତ ହେବ।…
ଲୋକସେବା ଭବନରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ…
ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।…
ଭୂକମ୍ପ ଝଟକା ପରେ ଅଫିସ ଛାଡ଼ି ବାହାରକୁ ଚାଲି ଆସିଲେ କେନ୍ଦ୍ରମନ୍ତ୍ରୀ
ବଡ଼ଧରଣର ଭୂକମ୍ପ ଝଟକାରେ ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଥରିଛି। ଅପରାହ୍ନ ସମୟରେ ଏହି ଝଟକା ଯୋଗୁ ଦିଲ୍ଲୀର ଅଧିକାଂଶ ଲୋକ ଘର ଓ ସେମାନଙ୍କ ଅଫିସ ଛାଡ଼ି ତୁରନ୍ତ ବାହାରକୁ ଚାଲି ଆସିଥିଲେ।…
ସୁନ୍ଦରଗଡରେ ୨୪ ଘଣ୍ଟାରେ ଆଉ ୪ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ, ୩୦୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା…
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦୮ରେ ପହଞ୍ଚିଛି ।
ସେହିପରି ବରଗଡ଼ରେ ୨ ଦିନ ତଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ବରଗଡ଼…
ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ…
ବାଲିଗୁଡା: ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ପୋଡି ନଷ୍ଟ ହୋଇଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଘଟିଛି ଏହି ଅଘଟଣ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…
ରାଜଧାନୀରେ ହିଟ ଆଣ୍ଡ ରନ୍ ମାମଲା, ଗିରଫ ହେଲେ କାର ଡ୍ରାଇଭର
ଗିରଫ ହେଲେ ବିକାଶ ପାଲ। ଗତ ଶନିବାର ଦିନ ରାଜ ମହଲ ଛକରେ ଦୀନବନ୍ଧୁ ବରାଲ ନାମକ ଯୁବକକୁ ହିଟ ଆଣ୍ଡ ରନ ରେ ଗାଡି ଚପାଇ ଦେଇଥିଲେ। ଶନିବାର ଦିନ କ୍ୟାପିଟାଲ ଥାନାର ରାଜମହଲ ଛକ ଠାରେ ଶୋଇଥିବା ଅବସ୍ଥାରେ…
ସାରା ଦେଶରେ ଜାତିଗତ ଗଣନା ହେଉ, ତେବେ ହିଁ ନ୍ୟାୟ ମିଳିବ: ମାୟାବତୀ
ଲଖନଉ: ଜାତିଗତ ସର୍ଭେ ପରେ ତଥ୍ୟ ପ୍ରକାଶ କରିବାରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ। ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ, ରାଜ୍ୟର ୩୬ ପ୍ରତିଶତ ଲୋକ ହେଉଛନ୍ତି ଅତିଶୟ ପଛୁଆ, ୨୭.୧ ପ୍ରତିଶତ ହେଉଛନ୍ତି…
କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି
ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି…
ମହିଳା ଏ.ଏସ.ଆଇ ଙ୍କ ମୃତ୍ୟୁକୁ ନେଇ ବଢୁଛି ସସେପେନ୍ସ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ…
ରାଉରକେଲା : ରାଉରକେଲା ଉଦିତନଗର ଥାନା ମହିଳା ଏଏସଆଇଙ୍କର ମୃତ୍ୟୁକୁ ନେଇ ସସେପେନ୍ସ ବଢିଚାଲିଥିବାବେଳେ ସାମ୍ନାକୁ ଆସିଛି ଅଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଭିଡିଓ। ବସ୍ ଏବଂ କାର ଦୁର୍ଘଟଣା ସ୍ଥଳରେ ହୋଇଥିବା ଗୋଷ୍ଠୀ କନ୍ଦଳକୁ ଆୟତକୁ ଆଣିବା ପାଇଁ ଯାଇଥିଲେ…
ନିରାମିଷ ଟେବୁଲରେ ଆମିଷ ଖାଇବାରୁ ଛାତ୍ରଙ୍କୁ ଦେବାକୁ ପଡିବ ୧୦ ହଜାର ଟଙ୍କାର ଜରିମାନା
ମୁମ୍ବାଇ: ଆଇଆଇଟି ବମ୍ବେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଛାତ୍ର ନିରାମିଷ ଭୋଜନ ଟେବୁଲରେ ଆମିଷ ଖାଇଥିବାରୁ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଏହି ଛାତ୍ରଙ୍କ ଉପରେ…