ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନରେ ଗଡ଼ିଲା ସଚେତନତା ରଥ

ବ୍ରହ୍ମପୁର : ଅଦୃଶ୍ୟ ଅପରାଧୀ ଲୁଟୁଛି ଲକ୍ଷ ଲକ୍ଷ ଟଙ୍କା । ଲୋକଙ୍କ ଆଖି ଆଗରେ ବ୍ୟାଙ୍କ ବ୍ୟାଲେନ୍ସ ହୋଇଯାଉଛି ଖାଲି । ତେବେ ଏଭଳି ଅଦୃଶ୍ୟ ଅପରାଧୀ ର ଅପରାଧ ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ନିଆ ଯାଇଛି ନିଆରା ପଦକ୍ଷେପ । ଲୋକଙ୍କ ମଧ୍ୟରେ କେବଳ ସଚେତନତା ସୃଷ୍ଟି କରି ଏଭଳି

ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଗତକାଲିର ସଦୃଶ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି। ତେବେ, ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି । ଏବେ…

ସୁନ୍ଦରଗଡ଼ରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩୦୪ ଛୁଇଁଲା…

ସୁନ୍ଦରଗଡ଼:୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ। ୩୪ ରକ୍ତ ନମୁନାରୁ ୯ ପଜିଟିଭ ଚିହ୍ନଟ। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଲା। ଏନେଇ ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁଚରଣ…

ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ…

ଜୋହାନ୍‌ସବର୍ଗ: ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜିମ୍ବାୱେର ଏକ ନ୍ୟୁଜ୍‌ ଏବଂ…

ସ୍କୁଟିକୁ ପଛ ପଟରୁ ପିଟି ଶହେ ମିଟର ଘୋଷାଡି ନେଲା କାର୍, ୨ ଜଣ ଗୁରୁତର

ଭୁବନେଶ୍ବର: ଭୟଙ୍କର ଦୁର୍ଘଟଣା । ସ୍କୁଟିକୁ ପଛ ପଟରୁ ପିଟିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ସ୍କୁଟି ଚାଳକଙ୍କୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା କାର୍ । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ…

ଜାନୁଆରି ୨୦୨୪ରୁ ବନ୍ଦ ହେବ ଗୁଗୁଲର ଏହି ୧୦ ବର୍ଷ ପୁରୁଣା ସେବା…

ନୂଆଦିଲ୍ଲୀ: ଗୁଗୁଲ ନିଜର ସର୍ଭିସର ଆଉ ଏକ ଫିଚରକୁ ହଟାଇବାକୁ ପ୍ରସ୍ତୁତି ଚଳାଇଛି । କମ୍ପାନୀ ଘୋଷଣା କରିଛି ଯେ ଜାନୁଆରୀ ୨୦୨୪ରୁ ଜିମେଲର ବେସିକ ଏଚଟିଏମଏଲ ଭିଉ ବନ୍ଦ ହୋଇଯିବ । ଜିମେଲର ବେସିକ୍ ଏଚଟିଏମଏଲ ଭିୟୁ ୟୁଜରମାନଙ୍କୁ ସ୍ଲୋ ଇଣ୍ଟରନେଟ କନେକ୍ସନରେ…

କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ…

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।…

କନ୍ଧମାଳର ରକ୍ତର ବନ୍ଧୁ ସାଜିଛନ୍ତି ଭି. ଲୋକନାଥ ରାଜୁ…

ଫୁଲବାଣୀ : ଫୁଲବାଣୀ ରେ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି l ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଦୀର୍ଘ 14 ବର୍ଷର ସେବା, 41 ଥର ବିରଳ ରକ୍ତ ବର୍ଗ O-Neg ରକ୍ତଦାନ ପାଇଁ, କନ୍ଧମାଳର ବିଭିନ୍ନ ଗ୍ରାମରୁ ଆସୁଥିବା ରୋଗୀଙ୍କୁ ରକ୍ତ ଯୋଗାଡ଼ କରିବା ଏବଂ 18 ବର୍ଷ