ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର…

ସୁନ୍ଦରଗଡ଼: ବନ୍ଦ ଘରେ ମହିଳାଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ ରହିଥିଲା । ଝରକା ପଟେ…

କଂଗ୍ରେସର ନୂଆ କୋଷାଧ୍ୟକ୍ଷ ନିଯୁକ୍ତ ହେଲେ ଅଜୟ ମାକନ୍‌

ନୂଆଦିଲ୍ଲୀ: ପବନ କୁମାର ବଂସଲ୍‌ଙ୍କୁ ହଟାଇ ରବିବାର ଦିନ କଂଗ୍ରେସ ଦଳର ବରିଷ୍ଠ ନେତା ଅଜୟ ମାକନ୍‌ଙ୍କୁ ତା’ର ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। କିଛି ମାସ ହେବ ରାଜସ୍ଥାନ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ଅଜୟ ମାକନ୍‌ ରାହୁଲ୍‌…

ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି…

ବ୍ରିଟିସ୍‌ ରାଜ ପରିବାର ୱେବ୍‌ସାଇଟ୍‌ ଉପରେ ରୁଷୀୟ ସାଇବର୍‌ ଆକ୍ରମଣ…

ଲଣ୍ଡନ୍‌: ରବିବାର ଦିନ ବ୍ରିଟିସ୍‌ ରାଜ ପରିବାରର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଉପରେ ଦଳେ ରୁଷୀୟ ‘ହ୍ୟାକର୍‌’ ଆକ୍ରମଣ କରିଥିବା ଖବର ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଥିବା କଥା ‘ସ୍କାଏ ନିଉଜ୍‌’ ରିପୋର୍ଟ କରିଛନ୍ତି। ଏଥିଯୋଗୁଁ ଉକ୍ତ ୱେବ୍‌ସାଇଟ୍‌ ‘ଡାଉନ୍‌’…

ସୌରୀନ ଭଟ୍ଟଙ୍କ ବିରୋଧରେ ଜାରି ହେବ NBW…

କଟକ:ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ । ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ। ସୌରୀନ ଦୀର୍ଘ ଦିନ ହେବ ତଦନ୍ତରେ ସହଯୋଗ ନ କରିବାରୁ…

ଇଦ୍‌ ଶୋଭାଯାତ୍ରା ବେଳେ ସଂଘର୍ଷ: ୪୩ ଗିରଫ…

ଦିନକ ତଳେ କର୍ଣ୍ଣାଟକାର ଶିବମୋଗା ଜିଲ୍ଲାରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାକୁ ନେଇ ଏବେ ବି ଉତ୍ତେଜନା ଲାଗି ରହିଛି। ରାଗିଗୁଡ୍ଡାରେ ଇଦ-ଇ-ମିଲାଦ-ଉନ-ନବି ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ସାମିଲ ଥିବା ୪୩ ଜଣଙ୍କୁ…

ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ..

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ…

ଭାରତରେ ୭୪ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା ହ୍ୱାଟସଆପ୍‌

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ କରିଛି। ସେପ୍ଟେମ୍ବର ମାସରେ ବ୍ୟାନ ହୋଇଥିବା ଆକାଉଣ୍ଟ ତୁଳନାରେ ଏହା ୨ ଲକ୍ଷ ଅଧିକ। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ହ୍ୱାଟସଆପ୍‌ ସନ୍ଦିଗ୍ଧ…

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ…

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଗଡ଼ ବ୍ରିଟ୍ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରାରେ ସାମିଲ…

ଜଣଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଗୋଟିଏ ପରିବାରର ୫ ଜଣଙ୍କୁ ମାରିଦେଲେ…

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜମି ବିବାଦରୁ ଘଟିଛି ଭୟଙ୍କର କାଣ୍ଡ। ଜମି ବିବାଦରୁ ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ୬ ଜଣଙ୍କ ଜୀବନ ଯାଇଛି। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ପୋଡ଼ାଜଳା ମଧ୍ୟ ହୋଇଛି। ଜଣଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଶତାଧିକ ଲୋକ ଗୋଟିଏ…