Sign in
Sign in
Recover your password.
A password will be e-mailed to you.
ସମସ୍ୟା ବହୁଳ SCB: ବିଜୁଳି ପରେ ପାଣି ସମସ୍ୟା…
କଟକ: ବଡ଼ ମେଡିକାଲ ତଥା ଏସସିବିକୁ ଏମ୍ସ ପ୍ଲସ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଯେଉଁଭଳି ବିଜୁଳି ପରେ ପାଣି ସମସ୍ୟା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ତାହା ରାଜ୍ୟ ସରକାର କେବେଳ ଘୋଷଣା କରିଦେଇ ନିଜ ପ୍ରତିଶ୍ରୁତି ପାଳନ କରିବା ପ୍ରତି ସେତେଚା…
ଉଦୟପୁର ଟେଲରଙ୍କ ନିର୍ମମ ହତ୍ୟା ଘଟଣା ପୁଣି ସମସ୍ତଙ୍କୁ ମନେପକାଇ ଦେଲେ ମୋଦି…
ନୂଆଦିଲ୍ଲୀ : ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲଟ ସରକାରଙ୍କୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ସେ ୨୦୨୨ ମସିହା ଉଦୟପୁରେ ଜଣେ ଟେଲରଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣାକୁ ପୁଣି ସମସ୍ତଙ୍କର ମନେ…
ବାଇକ-ଟ୍ରକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ…
ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ | ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ବାଇକକୁ ଟ୍ରକ ମୁହାଁମୁହିଁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି |…
ଘରେ ଥିବା ଟ୍ରଙ୍କରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ
ଟ୍ରଙ୍କ୍ ଭିତରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ। ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ବାପା-ମାଆ ଘରେ ନଥିବାବେଳେ ଝିଅମାନଙ୍କୁ…
ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ…
ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା…
ବିହାର ସରକାର ରିଲିଜ୍ କଲେ ଜାତି ଭିତ୍ତିକ ସର୍ଭେ ରିପୋର୍ଟ…
ପାଟଣା :ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ଜାରି କରିଛନ୍ତି। ବିହାର ସରକାର କରିଥିବା ଜାତି ଭିତ୍ତିକ ଜନଗଣନା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ୩୬% ଲୋକ ହେଉଛନ୍ତି ଅତ୍ୟନ୍ତ ପଛୁଆ ବର୍ଗର। ସେହିପରି…
ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ପଦରୁ ସୌମ୍ୟ ରଂଜନଙ୍କ ଇସ୍ତଫା
ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଦୈନିକ ଖବରକାଗଜ ‘ସମ୍ବାଦ’ ର ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ‘ସମ୍ବାଦ’ ଗ୍ରୁପର…
ଏକତରଫା ପ୍ରେମରୁ ସହକର୍ମୀଙ୍କୁ ହତ୍ୟା…
ସହକର୍ମୀଙ୍କୁ ଏକତରଫା ପ୍ରମେ ପରେ ହତ୍ୟା। ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ସହକର୍ମୀଙ୍କୁ ହତ୍ୟା କରିଛନ୍ତି ଦିଲ୍ଲୀ ପୁଲିସର...
Source
ଜୀବିକା ହରାଉଛନ୍ତି କୁମ୍ଭାର ପରିବାର : ମାଟି ଶାଳଘର ପୁନଃଉଦ୍ଧାର ପାଇଁ ଗଙ୍ଗାପୁର କୁମ୍ଭାରକୁଳର ନିବେଦନ
ଛତ୍ରପୁର : ଯେକୌଣସି ଶୁଭ କାର୍ଯ୍ୟ ବିବାହ, ବ୍ରତ, ପ୍ରତିଷ୍ଠା, ହୋମ ଯଜ୍ଞ ଆଦିରେ ମାଟିରେ ନିର୍ମିତ ଦୀପ, ସରା ଓ କଳସ ବ୍ୟବହୃତ ହୋଇଥାଏ। ପୂର୍ବରୁ ଘରେ ଘରେ ମାଟି ନିର୍ମିତ ଗ୍ଲାସ୍, ମାଠିଆ, ରୋଷେଇ ପାଇଁ ବିଭିନ୍ନ ପ୍ରକାରର ମାଟି ପାତ୍ର ଆଦି ବହୁଳ ମାତ୍ରରେ ବ୍ୟବହାର କରୁଥିଲେ। ଏବେ ବି!-->…
ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ, କୋରାପୁଟ ଓ ମାଲକାନଗିରିରେ ବସ ସେବା ପ୍ରଭାବିତ
ମାଲକାନଗିରି/କୋରାପୁଟ: ରାଜ୍ୟ ସରକାରଙ୍କ ସ୍ଥାୟୀ ଓ ଶସ୍ତା ପରିବହନ ଯୋଜନା ଲକ୍ଷ୍ନୀ (LAccMI)କୁ ବିରୋଧ କରି ଓଡିଶାରେ ବସ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ଠାରୁ ଏହି ବନ୍ଦ ପାଳନ ଆରମ୍ଭ…