Sign in
Sign in
Recover your password.
A password will be e-mailed to you.
ଦୀଘା ମାର୍କେଟରେ ବିଶାଳକାୟ ଭୋଲା ମାଛ, ୨୫ ହଜାରରେ ହେଲା ବିକ୍ରି
ଜଳେଶ୍ୱର: ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମାଛ ମାର୍କେଟରେ ବିକ୍ରି ହେଲା ବିଶାଳକାୟ ଭୋଲା ମାଛ। ମାଛଟିର ଓଜନ ଏକ କ୍ବିଣ୍ଟାଲ ୧୦ କିଲୋଗ୍ରାମରୁ ଅଧିକ । ଓଡିଶାର ପାରାଦୀପ ଅଞ୍ଚଳର କିଛି…
ହବିଷ୍ୟାଳିଙ୍କ ପାଇଁ ପଞ୍ଜିକରଣ ଆରମ୍ଭ…
ପୁରୀ: କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହେବ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି…
ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ
ହାଙ୍ଗ୍ଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଆଜି ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ…
ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର: ଅଳ୍ପକେ ବଞ୍ଚିଲା ଯାତ୍ରୀଙ୍କ ଜୀବନ
ବାଙ୍କୀ: ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ , ଅଗ୍ନିଶମ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ବସଟିକୁ ଉଠାଯାଇଛି । ଏକ ହାଇଓ୍ବା ଏବଂ କ୍ରେନ ସାହାର୍ଯ୍ୟରେ ବସଟିକୁ…
ଟିଡିପି ନେତା ଗିରଫ, ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ
ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦରୁ ସତ୍ୟନାରାୟଣ ମୁର୍ତ୍ତୀ ଗିରଫ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ମହିଳା ମନ୍ତ୍ରୀ ଆର.କେ ରୋଜାଙ୍କ…
ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ମିଳିବ ନୋବେଲ୍
ଘୋଷଣା ହେଲା ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ। 2023 ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ …
ବାଲେଶ୍ବର ରେ ବିଶ୍ବ ସାଂକେତିକ ଦିବସ ପାଳିତ…
ବାଲେଶ୍ବର:-ଓଡିଶା ର ବାଲେଶ୍ବର ଜିଲ୍ଲା ରେ ବିଶ୍ବ ସାଂକେତିକ ଦିବସ ପାଲିତ ହୋଇଛି।ମୁଖ୍ୟଅତିଥି ଭାବରେ ଏସ୍ପି ସାଗରିକା ନାଥ ଓ ବିଧାୟକ ସ୍ବରୂପ ଦାଶ ଯୋଗଦେଇ ମୁକ ବଦ୍ଧିର ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ମୁକ ବଦ୍ଧିର ପିଲାମାନେ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତ ରେ ସାମିଲି ହୋଇ!-->!-->!-->…
ନିମଖଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା:୨ କିଲୋରୁ ଉର୍ଦ୍ଧ ସୁନା ଓ ଚାରିସ ଗ୍ରାମ ରୂପା ସହ ୨୬ ଲକ୍ଷ ଟଙ୍କା…
ବ୍ରହ୍ମପୁର:୩-୧୦ ଅନେକ ଦିନ ପରେ ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା l ଆଜି ବ୍ରହ୍ମପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଧାରଣ ର ଚୋରି ଘଟଣା ର ପର୍ଦ୍ଧାଫାସ କରଛନ୍ତି। ଏହି ଘଟଣା ରେ ଏଥର ନିମଖଣ୍ଡି ପୋଲିସ କୁ ସଫଳତା ମିଳିଛି। ଚୋର ମାନଙ୍କୁ ଧରିବା ପାଇଁ ଏସ ପି ଏକ!-->!-->!-->…
ଇଣ୍ଡିଆନ୍ ଡିଫ୍ କ୍ରିକେଟ୍ ଆସୋସିଏସନ୍ କୁ ମିଳିଲା ମହାତ୍ମା ପୁରସ୍କାର…
ଭୁବନେଶ୍ୱର: - “ନିଜକୁ ଖୋଜିବାର ସର୍ବୋତ୍ତମ ଉପାୟ ହେଉଛି ଅନ୍ୟମାନଙ୍କ ସେବାରେ ନିଜକୁ ହରାଇବା’ ’| ମହାତ୍ମା ଗାନ୍ଧୀଙ୍କ ଏହି ସରଳ ତଥାପି ଅତ୍ୟଧିକ ଚିନ୍ତନକାରୀ ଶବ୍ଦ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରେରଣା ଦେଇଛି | ମୋହନଦାସ!-->!-->!-->…
୪୩ ବର୍ଷରେ ପଦାର୍ପଣ କରିଛି ସ୍କୁଲ : ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅଵସ୍ଥାରେ ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ……
ବାଲିଗୁଡା,: ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅଵସ୍ଥାରେ ଏବଂ ବାରଣ୍ଡା ରେ ଭବିଷ୍ୟତ ଗଢା ଚାଲିଛି l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ l ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ!-->…