ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ…

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ। ଯାହାକୁ ନେଇ ଦଳୀୟ ନେତା ବେଶ ଉତ୍ସାହିତ। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ କେବେଠୁ ପ୍ରସ୍ତୁତି କରାଯାଉଛି। ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ଗାଁ ଗାଁରେ ଏହି…

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ : ଯୁବକ କୋର୍ଟ ଚାଲାଣ…

ରାଜନଗର(୨୪/୦୯) କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ବିଗିଡିଵାକୁ ଲାଗିଲାଣି। କେଉଁଠି ଝିଅ ବୋହୂ ଅସୁରକ୍ଷିତ ହେଲେଣି ତ କେଉଁଠି ଚୋରି ଡକାୟତି ରାହାଜାନୀ ଲାଗିରହିଲାଣି। ଆଇଆଇସି ଶ୍ରୀ ଅଜୟ କୁମାର ଜେନା ଯୋଗ ଦେଵା ପର ଠାରୁ ମଦୁଆ ତଥା ଚୋରା ମଦ ବେପାରୀଙ୍କ ପ୍ରତି

ନିର୍ବନ୍ଧ ପୂର୍ବରୁ ଚାଲିଗଲା ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ଜୀବନ…

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ସେଥିପାଇଁ ଚାଲିଥିଲା ପ୍ରସ୍ତୁତି । ଆସନ୍ତା ଡିସେମ୍ବର ୧୦ତାରିଖରେ ନିର୍ବନ୍ଧ ଆଉ ଫ୍ରେବୁଆରୀ ୨୮ରେ ବାହାଘର ପାଇଁ ତାରିଖ ବି ଧାର୍ଯ୍ୟ ହୋଇସାରିଥିଲା । ବାପା ମାଙ୍କର ଗୋଟିଏ ପୁଅ ହୋଇଥିବାରୁ ଖୁବ୍…

ସର୍ଚ୍ଚ ଅପରେଶନ ସମୟରେ ଆଇଇଡି ବୋମା ବିସ୍ଫୋରଣରେ ଯବାନ ଆହତ…

ମାଲକାନଗିରି,୨୪।୯ ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଦ୍ଵାରା ଲଗା ଯାଇଥିବା ଆଇଇଡି ବୋମା ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତ୍ତର ଆହତ ହୋଇଛନ୍ତି । ଆହତ ଯବାନ ଜଣକ ହେଲେ ଆସିଷ୍ଟାଣ୍ଟ କନେଷ୍ଟବଳ ସନ୍ନୁ । ଘଟଣା ରୁ ପ୍ରକାଶ ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅଞ୍ଚଳରେ

ଚଳନ୍ତା ଟ୍ରେନରେ ଡକାୟତି, ଫାୟାରିଂ କରି ଲୁଟିନେଲେ ମୋବାଇଲ, ପର୍ସ ଏବଂ ଗହଣା…

ଚଳନ୍ତା ଟ୍ରେନରେ ଡକାୟତି । ଯାତ୍ରୀଙ୍କୁ ମାରପିଟ କରି ମୋବାଇଲ ଓ ପର୍ସ ଏବଂ ଗହଣା ଲୁଟିନେଲେ ର୍ଦୁବୃତ୍ତ । ଯାତ୍ରୀଙ୍କୁ ଭୟଭୀତ କରିବା ପାଇଁ ର୍ଦୁବୃତ୍ତ ୮ରୁ ୧୦ ରାଉଣ୍ଡ ଫାୟାରିଂ ମଧ୍ୟ କରିଥିଲେ । ଆଉ ଏଭଳି କରିବା ପରେ ଟ୍ରେନ ଚେନ୍‌ ପୁଲିଂ କରି ଫେରାର ହୋଇଗଲେ ।…

ଆଗାମୀ ୨ ଦିନ ପାଇଁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇ ନଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି…

ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କୁ ସାପ ସହ ତୁଳନା କରିଥିଲେ ମୋଦୀ…

ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ‘ଟଙ୍କା ଗଦା ଉପରେ ବସିଥିବା ସାପ’ ସହିତ ତୁଳନା କରିଥିଲେ । ଗର୍ଗ ତାଙ୍କ ପୁସ୍ତକ ‘ଉଇ ଅଲସୋ ମେକ୍ ପଲିସି’ ରେ ଏହି ଦାବି…

ପଶ୍ଚିମବଙ୍ଗରୁ ଅପହରଣ ହୋଇଥିବା ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୧୨ ଗିରଫ…

ବାଲେଶ୍ୱର : ଶାନ୍ତିନିକେତନରୁ ଅପହରଣ, ତାଳସାରୀରୁ ଉଦ୍ଧାର। ଓଡ଼ିଶା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଅପହୃତ ଯୁବକ ପାନ୍ନାକାରାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ଚୁଟି ବ୍ୟବସାୟରେ ଟଙ୍କା ନେଣଦେଣକୁ…

ରାଜ୍ୟସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ – ୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର(୨୪/୦୯) : ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସଭାଗୃହଠାରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ "ରାଜ୍ୟ ସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ- ୨୦୨୩" ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବି ରାଜିବ ଲୋଚନ ପ୍ରଧାନଙ୍କ

I.N.D.I.A ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ.. !

ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। I.N.D.I.A ମେଣ୍ଟରୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛି ଜେଡିୟୁ। ବିହାର ବିଧାନସଭାର ଉପବାଚସ୍ପତି…