ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡା ବ୍ଲକ ଅଧିନସ୍ଥ ସୀତାପଡି, ଜକିକିଆ, ତଗାକିଆ, ମାଲୁମିଲା ମୁଣ୍ଡପାରହା, ବାଟାଗୁଡା ଓ ଦେଉଳପଙ୍ଗା ଗ୍ରାମରେ

ଭାଗବତ ନରକୁ ନାରାୟଣ ସହ ଯୋଡ଼େ…

ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ବାଲିଗୁଡା ସ୍ଥିତ ଶିକ୍ଷା ନିକେତନ ପରିସରରେ ମହାପୁରୁଷ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଭାଗବତ ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅଖିଳ ଭାରତୀୟ ସାହିତ୍ୟ ପରିଷଦ,

ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଦିବସ ପାଳନ…

ଦାରିଙ୍ଗବାଡି(୨୪/୦୯) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ ମହା ବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଦିବସ ପାଳନ କରାଯାଇଛି। ମହା ବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ତଥା ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ କୁମାର ବେହେରଦଳେଇଙ୍କ ନେତୃତ୍ୱରେ ସ୍ବେଛା

ଜଙ୍ଗଲରୁ ଶବ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା…

ହିଞ୍ଜିଳିକାଟୁ (୨୪/୦୯) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ରବିବାର ସକାଳୁ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଛେଳି ଚରାଳିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ (୨୨) ବୋଲି ପୋଲିସର

କାଳିମେଳା ବସ୍ ଷ୍ଟାଣ୍ଡ ପରିସରରେ ଡ୍ରାଇଭରମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

କାଲିମେଳା (୨୪/୯) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧୀନ କାଲିମେଳା ସଦରର ଜୟ ମାଁ ଦୁର୍ଗା ଅଟୋ ୟୁନିୟନର ସମସ୍ତ ଅଟୋ ଚାଳକ ମାନଙ୍କୁ ନେଇ ଏକ ସଚେତନତା କାର୍ଯକ୍ରମ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ

ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ…

କୋରାପୁଟ: ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ଧସିଛି ମାଟି ଓ ବଡ଼ ପଥର। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି।ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିବା ଜଣାଯାଇଛି। କୋରାପୁଟ ଷ୍ଟେସନରେ…

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ…

ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଉଦୟମାନ ବ୍ୟାଟ୍ସମ୍ୟାନ ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆ ଦଳର ବୋଲରଙ୍କୁ ଧୁମ ପ୍ରହାର କରିଛନ୍ତି। ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ଧୁଲେଇ…

ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼, ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ…

ସୁନ୍ଦରଗଡ଼: ତଲସରା ଥାନା ଅଧିନସ୍ଥ ତୁମୁଲିଆ ଓମ ଶ୍ରୀ ମା ସନ୍ତୋଷୀ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ହୋଇଛି। ମାଲିକଙ୍କୁ ଛୁରାମାଡ଼ କରି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଗୁରୁତର ମାଲିକ ଦେବପ୍ରସାଦ ନନ୍ଦଙ୍କୁ ସବଡେଗା ଗୋଷ୍ଠୀ…

ଭିତରକନିକାରେ ପ୍ରଶିକ୍ଷଣ ନେଲେ ଡେରାଡୁନର ୭୭ଜଣ ରେଞ୍ଜର ଓ ଭୁବନେଶ୍ବରର ୫୬ଜଣ ଓୟୁଏଟି ଟିମ୍…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନ ଖଣ୍ଡ ଅଧିନସ୍ଥ ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଅଭୟାରଣ୍ୟରେ ଥିବା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଡେରାଡୁନର ରେଞ୍ଜର ପ୍ରଶିକ୍ଷଣ ଶିବିରରୁ 77ଜଣ ରେଞ୍ଜର ପ୍ରଶିକ୍ଷାର୍ଥୀ ଓ ଓୟୁଏଟି ର 56ଜଣ ପ୍ରଶିକ୍ଷାର୍ଥୀ ଦୁଇ ଦିନିଆ ପ୍ରଶିକ୍ଷଣ

ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ…

ଅବୁଜା: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା। ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବେନିନର ଏକ ତୈଳ ଡିପୋରେ ବିସ୍ଫୋରଣ ଘଟିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି…