Sign in
Sign in
Recover your password.
A password will be e-mailed to you.
ଭାଙ୍ଗିଲା ଡ୍ରେନେଜ୍ ସ୍ଲାବ ; ୧୨ ଆହତ, ୨୦ରୁ ଅଧିକ ଉଦ୍ଧାର
ଗୁଜୁରାଟ : ଗୁଜୁରାଟର ରାଜକୋଟ ସହରରେ ଦୁର୍ଘଟଣା ଘଟିଛି । ରବିବାର ରାତିରେ ଗଣେଶ ପଣ୍ଡାଲ ନିକଟରେ ଏକତ୍ରିତ ହୋଇଥିବା ଲୋକଙ୍କ ଚାପ ଯୋଗୁଁ ଡ୍ରେନେଜ ଲାଇନ ସ୍ଲାବ ଖସି ପଡିଥିଲା । ଏହି ଘଟଣାରେ ଅତି କମରେ ୧୨ ଜଣ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ୨୦ରୁ ଅଧିକ…
ଆଜିଠୁ ଦେଶରୁ ଫେରିଯିବ ମୌସୁମୀ…
ନୂଆଦିଲ୍ଲୀ : ଦେଶରୁ ଫେରିଯିବ ମୌସୁମୀ । ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୪ ଘଣ୍ଟାରେ ରାଜସ୍ଥାନରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସାଧାରଣ…
ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ…
ଇନ୍ଦୋର: ଅଷ୍ଟ୍ରେଲିଆ ବିରୋଧରେ ଭାରତର ବିଶାଳ ବିଜୟ । ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୯୯ ରନର ବଡ଼ ବ୍ୟବଧାନରେ ହରାଇ ୩ଟିକିଆ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ଭାରତ ପ୍ରଥମରେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ଆଗରେ ୪୦୦ ରନର ବିଶାଳ…
କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ
ଗଞ୍ଜାମ// ଛତ୍ରପୁର : ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ…
ଟଙ୍କା ଲୁଟିବାରେ ମାହିର ନିମାପଡା NAC…
ନିମାପଡା -: ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବାଟମଣା କରୁଛନ୍ତି NAC ର କର୍ମ କତା ମାନେ କଁଅଁଳ କଥା କହି ନିମାପଡା ବାସିନ୍ଦା ମାନଙ୍କୁ ଭୁଆଁ ବୁଲାଉଛନ୍ତି ଆଉ ନିଜେ ମାଲା ମାଲ ହଉଛନ୍ତି, ଯାହା କହୁଛନ୍ତି କାମରେ ସମ୍ପୂର୍ଣ ଓଲଟା, ରାଜ୍ୟ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜକୋଷ ରୁ ଦେଉଥିବା ବେଳେ!-->…
ଜୁଆ ଆଡ୍ଡା ଉପରେ ଚଢାଉ ୭ ଗିରଫ ୧୯ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ…
ଆଗକୁ ଆସୁଛି ଦଶହରା ଓ କୁମାରୀ ପୁର୍ଣିମା ଯୁଆଡ଼ି ମାନଙ୍କ ଉପରେ ଚଡକ...
ବିଶ୍ୱ ନଦୀ ଦିବସ : ମହାନଦୀ ନେଇ ଶ୍ୱେତପତ୍ର ପ୍ରକାଶ କରାଯାଉ…
ଭୁବନେଶ୍ୱର, ସେପ୍ଟେମ୍ବର 24, ବିଶ୍ୱ ନଦୀ ଦିବସ ଅବସରରେ, ମହାନଦୀ ବଞ୍ଚାଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଜାତୀୟ ଅଭାସି ଆଲୋଚନା ରେ ଭାଗନେଇ ନଦୀ ସୁରକ୍ଷା ଓ ପୁର୍ନଜୀବିତ କାର୍ଯ୍ୟକ୍ରମ ସାଙ୍ଗରେ ସାମିଲ ବ୍ୟକ୍ତି ଓ ସଂଗଠନ ମାନେ ଅନେକ ନଦୀ ମୃତପ୍ରାୟ ହେଉଥିବାରୁ!-->!-->!-->…
ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଭିଭାବକ ବୈଠକ…
ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ କାର୍ଯ୍ୟକ୍ରମର ଉଦେଶ୍ୟ ମୂଳକ ,ଶିଶୁ ମନ୍ଦିରର!-->…
ପାରିବାରିକ ଗଣ୍ଡଗୋଳକୁ ନେଇ ମହିଳାଙ୍କ ମୃତ୍ୟୁ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ରୁ ବିଷ ପିଇ ଜଣେ ମହିଳା ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସାନୁ ହରିଜନ ବୟସ ୨୧ , ସ୍ବାମୀ ଥବିର ହରିଜନ।!-->…
ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ : ରୋଶନ୍
ବ୍ରହ୍ମପୁର, ତା. ୨୪/୦୯ : ସ୍ଥାନୀୟ ଆମ୍ବ ବଜାର ଠାରେ ପବିତ୍ର ଗଣେଶ ପୂଜା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନଳବେଣ୍ଟା ବଡ ପାର୍ଟି ଓ ସାହାସପୁର ତରଫରୁ ଦୁଇ ଦଳ ପ୍ରହଲ୍ଲାଦ ନାଟକ ପରିବେଷିତ ହୋଇଯାଇଛି। ଏଥିରେ ଶିଳାପଦ୍ମ ଅନୁଷ୍ଠାନ ପକ୍ଷରୁ ହିରଣ୍ୟକଶ୍ୟପୁ ରାଜା ଅଭିନୟ!-->…