Sign in
Sign in
Recover your password.
A password will be e-mailed to you.
ବନ୍ଦ ହେଲା ହୀରାକୁଦର ୧୦ ଗେଟ୍, ୧୪ ଗେଟ୍ ଦେଇ ଜଳ ନିଷ୍କାସିତ…
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ବନ୍ଦ ହୋଇଛି । ଫଳରେ ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ସକାଳ…
ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ…
ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ…
କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବାବେଳେ ଏକ…
ଭୁଶୁଡିଲା ପୋଲ, ନଦୀରେ ଖସିପଡିଲା ଡମ୍ପର ଓ ବାଇକ
ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଥିବା ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଫଳରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍, ବାଇକ୍ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦…
ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଟିମିନା କିଷାନପଡ଼ାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବିପିନ ଟପୋ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଟିମିନା କିଷାନପଡ଼ାର ବିପିନ ଟପୋ ଶୋଇଥିବା ବେଳେ ହାତୀ ଘର…
ଜମ୍ମୁ ଓ କଶ୍ମୀରରେ ଗିରଫ ହେଲେ ୫ ‘ଲଶ୍କର୍-ଏ-ତୈବା’ର ଆତଙ୍କବାଦୀ…
ଶ୍ରୀନଗର: ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ‘ହାଇବ୍ରିଡ୍’ ଆତଙ୍କବାଦୀମାନେ ସ୍ବାଭାବିକ ସାମାଜିକ…
ଶ୍ରମିକଙ୍କ ଉପରେ ମାଡିଗଲା କାର: ୩ ମୃତ, ୨ ଗୁରୁତର
ମହାରାଷ୍ଟ୍ର କଲ୍ୟାଣ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ୫ ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କାମ କରି…
୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ…
ଲମତାପୁଟ : ଲମତାପୁଟ ପୋଲିସକୁ ପୁଣି ସଫଳତା । ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ସ୍କର୍ପିଓ କାର୍ ଜବତ ସହ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଝାଡଖଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଲମତାପୁଟ ପୋଲିସ । ଯାହାପରେ କଲେଜ ଛକ…
ମାତ୍ର ୧୫୦୦ ଟଙ୍କା ପାଇଁ ମହିଳାଙ୍କୁ ଉଲଗ୍ନ କରି ପିଟିଲେ, ପରେ ପରିସ୍ରା ପିଆଇଲେ…
ମାତ୍ର ୧୫୦୦ଟଙ୍କା ପାଇଁ ଦଳିତ ମହିଳାଙ୍କ ସହ ବର୍ବରତା । ଧାର ଟଙ୍କା ଫେରାଇ ନପାରିବାରୁ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏତିକି କରି ମନ ନଭରିବାରୁ ମହିଳାଙ୍କୁ ନିଜ ପରିସ୍ରା ପିଆଇଲେ । କାନ୍ଦି କାନ୍ଦି ଚିତ୍କାର କରୁଥିଲେ ମହିଳା କିନ୍ତୁ ଶୁଣିବାକୁ କେହି…
ପାର୍କରେ ଘାସ କାଟିବାବେଳେ ଚାଲିଗଲା ମହିଳାଙ୍କ ଜୀବନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ ଅଭାବନୀ୍ୟ ଘଟଣା ଘଟିଛି । ପାର୍କରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଖଦାଳପଡାର ବାସନ୍ତୀ ଦାସ ବୋଲି ଜଣାପଡିଛି ।…