Sign in
Sign in
Recover your password.
A password will be e-mailed to you.
ଆସିକା ସରକାରୀ ଚିକିତ୍ସାଳୟ ମୁଖ୍ୟ ଫାଟକ ନିର୍ମାଣଧିନ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର…ଏହାହିଁ 5T…
ବ୍ରହ୍ମପୁର : ୨୬-୧୧ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣଧିନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର। ଆସିକା ତୋଟା ସାହିର ନିଳାଦାସ ବୋଲି ଜଣାପଡିଛି। ଆସିକା ରେ ଫାଇବ ଟି ମଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡେର ରେ ଚାଲିଛି। ଫାଇବ ଟି!-->…
ସମନ୍ବିତ ଯୁବ ବିକାଶ ଯୋଜନା କ୍ରୀଡା ପ୍ରତିଯୋଗିତା ଉଦଯାପିତ…
( କ୍ରୀଡା ହେଉଛି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ - ସମ୍ମାନିତ ଅତିଥି)
ଆସିକା ତା ୨୫/୧୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବାର୍ଷିକ କ୍ରୀଡା!-->!-->!-->!-->!-->…
ବହୁମୁଖୀ କଳା ପ୍ରତିଭା ଏଲ .ଶେଷାଦ୍ରୀ ରେଡ୍ଡୀଙ୍କ ଅକାଳ ବିୟୋଗ…
ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରେଡ୍ଡୀ ସାହି ନିବାସୀ ତଥା ବହୁମୁଖୀ କଳାପ୍ରତିଭାର ଅଧିକାରୀ ରେକିମାଷ୍ଟର ଏଲ. ଶେଷାଦ୍ରୀ ରେଡ୍ଡୀ (୬୨)ଙ୍କର ଶୁକ୍ରବାର ରାତ୍ର ପ୍ରାୟ ୮ଘଣ୍ଟ ସମୟରେ ଅକାଳ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଶୁକ୍ରବାର ଦିନ!-->!-->!-->…
ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ: ବାରଖମା ଦଳ ବିଜୟୀ : ଗୁମାପଦର ଦଳ ଉପବିଜେତା…
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମହାମାୟୀ କବାଡି କ୍ଳବ୍ ଓ ଗ୍ରାମ୍ୟ କମିଟି ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି l ମହାମାୟୀ କବାଡି କ୍ଳବ୍ ର ମୂଖ୍ୟ ସୁବାଷ ଚନ୍ଦ୍ର ପାତ୍ର, ଦଣ୍ଡପାଣି ବେହେରା, ଭୀମସେନ!-->…
ବିଷକ୍ରିୟାରେ ମହିଳାଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ଭାଇ…
ହିଞ୍ଜିଳିକାଟୁ, ତା ୨୫/୧୧(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ସୁନିତା ସାହୁ (୨୮) । ବିଷପାନ କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ସ୍ବାମୀ ପବିତ୍ର ସାହୁ!-->…
ଦେବଗଡ଼ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ…
ଦେବଗଡ଼,୨୫ା୧୧:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହାୟତାରେ ଦେବଗଡ ମହାବିଦ୍ୟାଳୟ(ଯୁକ୍ତ ୨ , ଯୁକ୍ତ ୩ ଓ ସ୍ନାତକୋତର ରେ ‘ ଯୁବ ଓଡିଶା ନବୀନ ଓଡିଶା ’ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ଠାରେ ଶୁକ୍ରବାର ଠାରୁ ଆରମ୍ଭ!-->…
ନାଳରେ ବୁଡି ଯୁବକଙ୍କ ମୃତ୍ୟୁ…
ଦେବଗଡ଼,୨୫ା୧୧: ଦେବଗଡ ପୌରାଂଚଳ ୧୧ ନମ୍ବର ୱାର୍ଡର ମହୁଲଢିପାସାହି ନାଳରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସା୍ଥନୀୟ କଚେରିସାହିର କିଶୋର ଚନ୍ଦ୍ର ଦଣ୍ଡିଆ ଓରଫ ଟୁବୁଲୁ (୪୨) ମହୁଲଢିପାସାହି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ!-->…
ତେଲୁଗୁ ସିନେମା (ଟଲିଉଡ଼)ରେ ନାୟିକା ଭାବେ ନଜର ଆସିବେ ଉପାନ୍ତ ମାଲକାନଗିରିର ଝିଅ…
ମାଲକାନଗିରି,୨୫।୧୧ ମାଲକାନଗିରି ଏକ ପଛୁଆ ଜିଲ୍ଲା ଭାବେ ଗଣତି ହେଉଥିବା ବେଳେ ଦିନକୁ ଦିନ ବିକାଶ ରେ ନୂତନ ଫର୍ଦ୍ଦ ଯୋଡୁଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପରେ ଜିଲ୍ଲାରେ ଆଗେଇ ଚାଲିଛି ବିକାଶ । ତେବେ ଏହା ମଧ୍ୟରେ ଏହି ଜିଲ୍ଲାର ଅନେକ ଯୁବକ ଯୁବତୀ ମଧ୍ୟ ବିକାଶ ସହ ତାଳ!-->!-->!-->…
ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଯବାନ ନିଷ୍କ୍ରିୟ କଲେ ସୁରକ୍ଷାବାହିନୀ ଯବାନ…
ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଆୱାପଲ୍ଲୀ ଥାନା ଅନ୍ତର୍ଗତ ବାସାଗୁଡା ସଡ଼କରେ ମାଓବାଦୀ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡିକୁ ଉଦ୍ଧାର କରି ସୁରକ୍ଷାବାହିନୀ ଯବାନମାନେ ନିଷ୍କ୍ରିୟ କରିଛନ୍ତି l ମିଳିଥିବା ସୂଚନା ଅନୁଯାଇ ସୁରକ୍ଷାବାହିନୀ ଯବାନମାନଙ୍କୁ!-->!-->!-->…
ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନସଚେତନତା ଶୋଭାଯାତ୍ରା…
ବାଲିଗୁଡା : ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “#ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା"!-->…