ଉଲିପଦରରେ ମହିଳା ସଙ୍ଘର ଦେଶି ମଦ ବିରୋଧୀ ଆନ୍ଦୋଳନ ତେଜିଲା

ଦାରିଙ୍ଗବାଡି, ୨୫/୦୯ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ଉଲିପଦର ଗ୍ରାମର ମହିଳା ସଙ୍ଘ ତରଫରୁ ଦେଶୀ ମହୁଲି ମଦ ରନ୍ଧା ଓ ବିକ୍ରିକୁ ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଉଲିପଦର ଅଙ୍ଗନୱାଡି କେନ୍ଦ୍ର ପରିସରରେ ଝିଞ୍ଜିରିଗୁଡା, ମୁଣ୍ଡମା,

ଔଷଧୀୟ ଓ ନକଲି ଚନ୍ଦନ କାଠ ପ୍ରସ୍ତୁତି କରାଯାଉଥିବା ମୂଲ୍ୟବାନ ଗଛର ଚେର ସହ ଦୁଇ ମାଫିଆ ଗିରଫ…

ରାଜନଗର,:26.09.023: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରରେ ଵିଭିନ୍ନ ମୂଲ୍ୟବାନ ଗଛର ଚେରକୁ ଔଷଧୀୟ ଵ୍ୟଵହାର ଓ ନକଲି ଚନ୍ଦନ କାଠ ପ୍ରସ୍ତୁତ କରି ଵହୁ ମୂଲ୍ୟରେ ବାହାରକୁ ଚାଲାଣ କରାଯାଉଛି। ତାହାକୁ ବିକ୍ରିକରି ଚାଲାଣ ମାଫିଆ ମାନେ ମାଲେ ମାଲ ହେଉଥିବା ନେଇ କିଛି ଦିନ

ଦୁର୍ଘଟଣାରେ ଜଳିଗଲା ଟିଭିଏସ ଏକ୍ସିଲ…

ହିଞ୍ଜିଳିକାଟୁ, ତା ୨୫/୯(): ସୋମବାର ସକାଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନମ୍ବର ଜାତୀୟ ରାଜପଥର ବିଦ୍ୟୁତ୍ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବାଇକ୍ ସହ ଏକ ମୋପେଡର ମୁହାଁମୁହିଁ ଧକ୍କା ଘଟିଛି । ଦୁର୍ଘଟଣାରେ ଟିଭିଏସ ଏକ୍ସଏଲ (ଓଡି୦୭ଜି ୫୭୩୩)ରେ

ଜେଲକୁ ନେବା ବାଟରେ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ…

ଦେବଗଡ଼: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ଜେଲକୁ ନେବା ବାଟରେ ଚମ୍ପଟ ମାରିଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ପୋଲିସକୁ ଚକମା ଦେଇ ଫେରାର୍ ହୋଇଛି ଅଭିଯୁକ୍ତ । ଚମ୍ପଟ ମାରିଥିବା ଅଭିଯୁକ୍ତ ହେଉଛି ସୁମନ ବେହେରା ଓ ଘର ଆଉଁଳି ଗାଁରେ । ନାବାଳିକା ଅପହରଣ ମାମଲାରେ…

ସାରା ରାଜ୍ୟର ଆଶାକର୍ମୀ ରାଜଧାନୀରେ ଏକାଠି ଗର୍ଜିଲେ…

ଭୁବେନଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ସ୍ଥାୟୀ ନିଯୁକ୍ତି ଦାବି ଗର୍ଜିଲେ । ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ ଧାରଣା ଦେଲେ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଛାତିରେ ।  ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି…

ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ସିଏମଓର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ…

ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁହାଁମୁହିଁ…

ନିଆଳି : ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ରୋଗୀ ଅଭିଭାବକ ଓ ସ୍ୱାସ୍ଥ୍ୟ... Source

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ…

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଜାମିନ ମିଳିଛି । ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ ବର୍ଷ କାରାଦଣ୍ଡାଦେଶ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି । ଏହାସହିତ ୫ ଲକ୍ଷ ଟଙ୍କାର ଜରିମାନା…

ଭାରତ ସହ ସମ୍ପର୍କ ଆମ ପାଇଁ ଖୁବ ମହତ୍ୱ ରଖେ : କାନାଡା ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ-କାନାଡା ରିସ୍ତାରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବ୍ଲେୟର ଭାରତ ସହ କାନାଡାର ସମ୍ପର୍କକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣୁ ଭାରତ ସହ ଆମର…