ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ୬ଜୁଆଡ଼ି ଗିରଫ : ୧ଲକ୍ଷ ୧୭ହଜାର ଓ ୩ଟି ମୋବାଇଲ ଜବତ କଲା ବୈଦ୍ୟନାଥପୁର ଥାନା ପୋଲିସ

ବ୍ରହ୍ମପୁର : ପାର୍ବଣ ଋତୁ ଆସିବା ପୂର୍ବରୁ ଜୁଆ ଆଡ୍ଡା ଚିଂହ୍ନଟ ଉପରେ ଅଧିକା ଦୃଷ୍ଟି ରଖିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବଡ଼ ବଡ଼ ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ

ବରିଷ୍ଠ ସରକାରୀ ଓକିଲ ତଥା ପୂର୍ବତନ ଉପାଧ୍ୟକ୍ଷଙ୍କ ବିୟୋଗ

ଦାରିଙ୍ଗବାଡ଼ି,୨୫/୯ : ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବରିଷ୍ଠ ସରକାରୀ ଓକିଲ ତଥା ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ବଲ୍ୟାଆରସିଂଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୫୪ବର୍ଷ ହୋଇଥିଲା। ଭଞ୍ଜନଗରରେ ସ୍ତ୍ରୀ

ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି: ନରସିଂହ ମିଶ୍ର

ଭୁବନେଶ୍ବର: ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି। ଗଣତନ୍ତ୍ର କୁ ହତ୍ୟା କରାଯାଉଛି। ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଉନାହିଁ। ପ୍ରଶ୍ନର ଉତ୍ତର ମିଳୁନି। ମତେ କହିବାର ସୁଯୋଗ ଦିଆଗଲା ନାହିଁ। ମାଇକକୁ ବନ୍ଦ କରିଦିଆଗଲା। ଏଭଳି ଅଭିଯୋଗ ଆଣିଛନ୍ତି…

ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି : ମୋହନ ମାଝୀ…

ଭୁବନେଶ୍ବର: ଗୃହ ବାହାରେ ବିରୋଧୀଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ସୋମବାର କହିଛନ୍ତି ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଥିବା ବେଳେ ରିଜେକ୍ଟ କରାଯାଇଛି। ମୁଲତବି ପ୍ରସ୍ତାବ ବି ଗ୍ରହଣ କରାଯାଇନାହିଁ…

ସାରା ରାଜ୍ୟରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ

ବ୍ରହ୍ମପୁର : ସାରା ରାଜ୍ୟରେ ଆଜି ଜେଲ କର୍ମଚାରୀଙ୍କ ମାନେ ଆମରଣ ଅନଶନ ବସିଛନ୍ତି। ଆଲ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଜେଲ ରେ ୫ ଦଫା ଦେବୀ ନେଇ ଆମରଣ ଅନଶନ ଜାରିରହିଛି।ୱାର୍ଡର ମାନଙ୍କ ଗ୍ରେଡ ପେ୧୯ ସହରୁ ୨ ହଜାର ୪ ଶହ କୁ ବୃଦ୍ଧି କରିବା,କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ

ଆଷ୍ଟ୍ରଲ ପାଇପ ପକ୍ଷରୁ ପାଇପ ମିସ୍ତ୍ରୀଙ୍କୁ ନେଇ ଦକ୍ଷତା ବୃଦ୍ଧି କର୍ମଶାଳା…

ମାଲକାନଗିରି : ଆଜି "ମାଁ କାଳୁଆ ଟ୍ରେଡର୍ସ" ଆନୁକୁଲ୍ୟରେ ହୋଟେଲ ସ୍ୱାଗତ ଠାରେ ସ୍ଥାନୀୟ ପାଇପ ମିସ୍ତ୍ରୀ ମାନଙ୍କୁ ନେଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଆଷ୍ଟ୍ରଲ ପାଇପ କମ୍ପାନୀ ତତ୍ବାବଧାନ ରେ ଅନୁଷ୍ଠିତ ହୋଇଯାଇ ଅଛି । ଏଥିରେ କମ୍ପାନିର ସିନିୟର୍ ସେଲ୍ସ ଏକ୍ସକୁଟି ଶ୍ରୀ ଶାଶ୍ବତ ମିଲନ

ଲୋକ କଳାକାରଙ୍କୁ ପ୍ରଦାନ କରାଗଲା ଅଣସଙ୍ଗଠିତ ଶ୍ରମିକ ପରିଚୟ ପତ୍ର…

ମାଲକାନଗିରି (୨୫/୦୯) : ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ବିଶିଷ୍ଟ କୋୟା ଲୋକ କଳାକାର, ଶ୍ରୀମତୀ ଶାନ୍ତି କାୱାସୀଙ୍କୁ ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉ କି, ଅଣ ସଂଗଠିତ ଶ୍ରମିକ ସୁରକ୍ଷା କଲ୍ୟାଣ ବୋର୍ଡରେ ନୂତନ ଭାବେ କଳାକାର ଏବଂ ତତ୍ ସମ୍ବନ୍ଧୀୟ

ସମୟ ଅବଧି ସତ୍ତ୍ଵେ ସରି ପାରିଲାନି ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକରଣ କାର୍ଯ୍ୟ…

କର୍ତ୍ତୃପକ୍ଷ ପାଲଟିଛନ୍ତି ଧୃତରାଷ୍ଟ୍ର, ବିଦ୍ୟୁତ୍ ଉପଭୋକ୍ତା ଜଳକା ମାଲକାନଗିରି/ବାଲିମେଳା: ଆଦିବାସୀ ଅଧ୍ୟୁଷିତ, ମାଓ ଉପଦ୍ରୁତ, ଆନ୍ଧ୍ର ଓଡ଼ିଶା ଉପାନ୍ତ ତଥା ସୀମାନ୍ତ ଜିଲ୍ଲା ସମେତ ମାଲକାନଗିରି ଜିଲ୍ଲାର ଅନ୍ୟତମ ଏବଂ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି ଜଳବିଦ୍ୟୁତ କେନ୍ଦ୍ର

ଗଠନ ହେଲା ଯାତ୍ରା ବ୍ଲକ କମିଟି, ନଗ୍ନ ଅଶ୍ଳୀଳତାକୁ ବିରୋଧ…

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଯାତ୍ରା କମିଟି ସଂଘର ବୈଠକ ବାରଗାଁ ସ୍ଥିତ ମା' ମାଟିଆ ମଙ୍ଗଳା ଙ୍କ ପୀଠରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜନଗର ବ୍ଲକ ସଂଘ ପାଇଁ

କଂଗ୍ରେସ ଦଳର “ଘର ଘର ହାତ-ଘର ଘର କଂଗ୍ରେସ” କାର୍ଯ୍ୟକ୍ରମ…

ଦାରିଙ୍ଗବାଡି, ୨୫/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ତଥା ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଳିକ କଂଗ୍ରେସ ଦଳର ଘର ଘର ହାତ-ଘର ଘର କଂଗ୍ରେସ କାର୍ଯ୍ୟକ୍ରମ କୁ ଆଗେଇ ନେବା ଉଦେଶ୍ୟରେ ଗଦାପୁର ଓ ସରାମୁଳି ଗ୍ରାମ ପଞ୍ଚାୟତର