ପଶ୍ଚିମବଙ୍ଗରେ ଡେଙ୍ଗୁ ଆତଙ୍କ; ଆମେରିକା ଗସ୍ତ ବାତିଲ କଲେ ରାଜ୍ୟପାଳ…

ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟର ଅର୍ଥନୈତିକ ସ୍ଥିତି ବି ଖରାପ ହେବାରେ ଲାଗିଛି। ଏପରି ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ବାତିଲ କରି…

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆରମ୍ଭ ହେବ ୧୪୩୧ ସାଲ…

ପୁରୀ: ଆଜି ପବିତ୍ର ସୁନିଆ ଉତ୍ସବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେବ ୧୪୩୧ ସାଲ । ଏହି ଅବସରରେ ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୬ ଅଙ୍କ ଆରମ୍ଭ ହେବ । ଜାତକ ଓ…

ଦିଲ୍ଲୀ ମେଟ୍ରୋରେ ପୁଣି ଯାତ୍ରୀ ଲଗାଇଲେ ବିଡି, ଭିଡିଓ ଭାଇରାଲ…

ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ପୁଣି ଘଟିଛି ଏକ ଅଜବ ଘଟଣା। କେତେବେଳେ ଗଣ୍ଡଗୋଳ ତ କେତେବେଳେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପରେ ଏବେ ଦିଲ୍ଲୀ ମେଟ୍ରୋରେ ଘଟିଛି ଆଉ ଏକ କାରନାମା। ଜଣେ ବୟସ୍କ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବିନ୍ଦାସ ଭାବେ…

୯୧ ବର୍ଷରେ ପଦାର୍ପଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ…

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଜି ୯୧ ତମ ଜନ୍ମଦିନ । ଏହି ଅବସରରେ ସମଗ୍ର ଦେଶରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।…

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା…

ଗଜପତି : ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ ।…

ଶିକ୍ଷକ ଧାରଣା ପାଇଁ ପୁଲିସ୍ ଅନୁମତି ନଦେବା ଅଗଣତାନ୍ତ୍ରିକ :ପିଷ୍ଟା

ଭୁବନେଶ୍ୱର : ବିଧାନସଭାର ଚଳିତ ଅଧିବେଶନ ସମୟରେ ସେପ୍ଟେମ୍ବର ୨୬ ତାରିଖ ଦିନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ତରଫରୁ ଏକ ଗଣଧାରଣା ସଂଗଠିତ କରିବା ନିମନ୍ତେ ଏକ ପ୍ରକାର ପ୍ରସ୍ତୁତି ଜାରି ରହିଥିଲା । ଏଥିପାଇଁ ସଂଘ ପକ୍ଷରୁ ଭୁବନେଶ୍ଵର ପୁଲିସ୍ ପାଖରେ ଆବେଦନ

ପୌରପରିଷଦରେ ବହୁଗୁଣିତ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ଶୁଣାଣି ବନ୍ଦ କରିବାକୁ ଆଲୋଚନା

ଫୁଲବାଣୀ :ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବଢାଇବାକୁ ୨୦୧୮ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ହୋଲଡିଂ ଟ୍ୟାକ୍ସ ଲାଗୁକରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ମୂଲ୍ୟାୟନରେ ପ୍ରିୟା ପ୍ରୀତି ତୋଷଣ,ଟିକସ ବୃଦ୍ଧି ପାଇଁ ଉଚ୍ଚା ଦରରେ ହୋଲଡିଂ ସ୍ଥିର କରାଯାଇଛି।ଯାହା ପୌର

ଅସୁସ୍ଥ ସାମ୍ବାଦିକ ପ୍ରସନ୍ନ କୁମାର ସାହୁଙ୍କୁ ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା ଙ୍କ ଆର୍ଥିକ ସହାୟତା…

ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଲା ରାଜ୍ୟ ସାମ୍ବାଦିକ ସଙ୍ଘ (SUJ ) ବ୍ରହ୍ମପୁର : ଗଂଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁଙ୍କ ଅସୁସ୍ଥ ଖବର ଜାଣି ଜଗନ୍ନାଥ ପ୍ରସାଦ ବିଡିଓ

ଛେଳି ଚରାଳିଙ୍କୁ ଗଳାକାଟି ହତ୍ୟା ମାମଲା : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା , ୨ ଗିରଫ

ସାନଖେମୁଣ୍ଡି // ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ ନାମକ ଜଣେ ଛେଳି ଚରାଳିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗଳାକାଟି ହତ୍ୟା ପରେ ନିକଟସ୍ଥ ଜଙ୍ଗଲରେ ଫୋପାଡିବା ମାମଲାର ପୋଲିସ ପର୍ଦ୍ଦାଫାଶ କରିଥିବା

ହିଞ୍ଜିଳିକାଟୁରେ ମିଳିତ ଗଣେଷ ପୂଜା ଭଷାଣି ଉତ୍ସବ ଶେଷ…

ହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରରେ ଗଣେଷ ପୁଜା ମେଳଣ ଓ ଭଷାଣି ଉତ୍ସବ ସହରରେ ଷଷ୍ଠ ଥର ଏବଂ ହିଞ୍ଜିଳ ଥାନା ଆଇ ଆଇ ସି ଶ୍ରୀନିବାସ ସେଠି ଙ୍କ ନେତୃତ୍ୱରେ ପ୍ରଥମ ଥର ଲାଗି ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି ।ସହରରେ ପୁଜାପାଉଥିବା ୨୫ ରୁ ଉର୍ଦ୍ଧ୍ୱ ମେଢ଼ର ଭଷାଣି ଉତ୍ସବ ସୋମବାର