Sign in
Sign in
Recover your password.
A password will be e-mailed to you.
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା…
ଭୁବନେଶ୍ବର: ସିସୋର ଆର୍ଥିକ ହେରଫେର ମାମଲାରେ ଫସିଥିବା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ବିରୋଧରେ ଚାଲିଥିବା ମାମଲାରେ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଅତିରିକ୍ତ ଅଭିଯୋଗ ଦାୟର କରିଛି।
ସୂଚନା ଅନୁସାରେ, ଗତ ଅଗଷ୍ଟ ୧୪…
ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ…
ଭୁବନେଶ୍ଵର: ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ରାଜ୍ୟ…
ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା…
ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ…
ସ୍କୁଲ ବସ୍ ସହ ଅଟୋ ଧକ୍କା, ଚାଲିଗଲା ୫ ଜୀବନ…
କେରଳର କାସାରାଗୋଡରେ ସ୍କୁଲ ବସ୍ ଏବଂ ଅଟୋ ରିକ୍ସା ଧକ୍କା ହୋଇ ଚାଲିଯାଇଛି ୪ ଜଣ ମହିଳା ସମେତ ୫ ଜଣଙ୍କ ଜୀବନ । ପୋଲିସ ସୂଚନା ମୁତାବକ, ବସ୍ଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ ସହିତ ଧକ୍କା ହୋଇଥିଲା, ଫଳରେ ଏହି ଦୁର୍ଘଟଣା ଘଟିଛି ।
ଖବର…
ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର…
ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି କୋଠାର ୫ମ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘଟଣାସ୍ଥଳରେ ଫସିଥିବା ଦୁଇ ନାବାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି…
ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା…
ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେତେକ ସେନାର ଦେଶକୁ ସାହାଯ୍ୟ କରିବା…
ମୋବାଇଲ ପାଇଁ ନାବାଳକକୁ ହତ୍ୟା…
ସମ୍ବଲପୁର : ମୋବାଇଲ ପାଇଁ ନାବାଳକକୁ ହତ୍ୟା ଅଭିଯୋଗ । ସମ୍ବଲପୁର – ଅଇଁଠାପାଲି ଥାନା ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପରିସରରେରେ ଏହି ହତ୍ୟାକାଣ୍ଡ ଘଟିଛି । ମୋବାଇଲ ଚୋରିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କରମଟୁଲୀ…
ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ…
ଗୁଜୁରାଟ : ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥାତ୍ ୨୬ ଏବଂ ୨୭ ତାରିଖ ଗୁଜୁରାଟରେ ରହିବେ । ଏହି ସମୟରେ ସେ ଗୁଜୁରାଟ ବିଶ୍ୱସ୍ତରୀୟ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦୁଇ ଦିନିଆ…
ଅନୁଗୁଳରେ ଆଜି ପୁଣି ଜଣଙ୍କୁ ଦଳି ମାରିଲା ହାତୀ…
ଅନୁଗୁଳ: ଥମୁନି ହାତୀଙ୍କ ଦୌରାତ୍ମ୍ୟ । ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅନୁଗୁଳ ବଅଁରପାଳ ବ୍ଳକ ବାଇଝାଲିଆ…
ବ୍ୟାଙ୍କକୁ ଯିବାବେଳେ ବାଟରୁ ବ୍ରାଞ୍ଚ ମ୍ୟାନେଜର ନିଖୋଜ…
ବାଙ୍କି : କୁଆଡେ ଗଲେ ବ୍ୟାଙ୍କ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ଉଭାନ । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ ସ୍ତ୍ରୀ ବ୍ରହ୍ମପୁରରୁ ଧାଈଁ ଆସିଛନ୍ତି ଖୋଜିବାକୁ ।…