Sign in
Sign in
Recover your password.
A password will be e-mailed to you.
ଡିଏଲଏସ ପକ୍ଷରୁ ସହାୟତା ଓ ସେବା ପ୍ରଦାନ
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଅନୁଶିଳା ରୟଙ୍କ ପ୍ରଚେଷ୍ଟାରେ ବର୍ଷା ନାୟକ ମାତା ରଞୁ ନାୟକ ଶଗଡ଼ିଆ ସାହି ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଚଲା ବୁଲା କରି ପାରୁ!-->…
ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଛତ୍ରପୁର ଉପକାରାଗାର କର୍ମଚାରୀ…
ଛତ୍ରପୁର : ୫ ଦଫା ଦାବି ପୂରଣ ଦାବୀ ନେଇ ଚାଲିଥିବା ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଛତ୍ରପୁର ଉପକାରାଗାର କର୍ମଚାରୀ ଗୋପୀନାଥ ଜେନା | ତାଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି | ଚଳିତ ମାସ 25 ରୁ ଚାଲିଥିଲା ଆମରଣ ଅନଶନ ଆରମ୍ଭ ହୋଇଛି | ଯେତେ ଦିନ!-->…
ଆଇଆରଇଏଲ ପକ୍ଷରୁ ଏସଏଚଜି ମା’ମାନଙ୍କୁ ସିଲେଇ ମେସିନ ପ୍ରଦାନ
ଛତ୍ରପୁର : ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଆଇଆରଇଏଲ କମ୍ପାନୀ ପକ୍ଷରୁ ଗୋଷ୍ଠିଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଅଂଚଳର ବିକାଶ ନିମନ୍ତେ ବହୁ ଜନ ମଙ୍ଗଳ କାର୍ଯ୍ୟ କରାଯାଉଛି । ଅଂଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ ଏବଂ ସଶସ୍ତିକରଣ କରିବା ଲକ୍ଷ୍ୟ ନେଇ ସେମାନଙ୍କୁ ବିଭିନ୍ନ ଯୋଜନା!-->…
ଗଞ୍ଜାମ ଜିଲ୍ଲାରେ ମଦ ମୃତ୍ୟୁ.. ! ନିସର୍ତ୍ତ ଖବର କଣ ସତ ହେଲାକି ? ଆସିକା ରେ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ର…
ବ୍ରହ୍ମପୁର:୨୭-୯ ଆସିକା ଜନସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଜୈନିକ କର୍ମଚାରୀ ବିଷ୍ଣୁ ପରିର୍ଚ୍ଛା ନାମକ (୪୯) ବର୍ଷୀୟ ଙ୍କ ମୃତ ଦେହ କୁ ପୋଲିସ ଉଦ୍ଧାର କରିଛି। ଆଜି ଆସିକା ସୁନାମ୍ବ ସାହି ଦଣ୍ଡକାଳୀ ମନ୍ଦିର ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପାଣି ଟାଙ୍କି ଅଫିସ ନିକଟରେ ବିଷ୍ଣୁ!-->…
ବିଜେଡି ପକ୍ଷରୁ ଫୁଲବାଣୀ ପୌର ପରିଷଦର ନଗର କର୍ମକର୍ତ୍ତା ଘୋଷଣା…
ଫୁଲବାଣୀ :ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସହମତିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଅନୁମୋଦନ କ୍ରମେ ନଗର ସଭାପତି ବିମଳେନ୍ଦୁ ପାଢୀ କନ୍ଧମାଳ ଜିଲ୍ଲା ଫୁଲବାଣୀ!-->!-->!-->…
ଏସ୍ସିଆଇର ବ୍ଳକ୍ ସ୍ତରୀୟ ଗଣ ବିକ୍ଷୋଭ…
ହିଞ୍ଜିଳିକାଟୁ ୨୭!୯ ଏସୟୁସିଆଇ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ମଙ୍ଗଳବାର ବ୍ଳକ ସ୍ତରୀୟ ଗଣବିକ୍ଷୋଭ କରାଯାଇଛି। ଆଞ୍ଚଳିକ କମିଟି ସଭ୍ୟ ନାରାୟଣ ସାହୁଙ୍କ ନେତୃତ୍ବରେ କମିଟିରେ ସଦସ୍ୟମାନେ ହିଞ୍ଜିଳିକାଟୁ ଡାକ ବଙ୍ଗଳାଠାରୁ!-->!-->!-->…
ଆତ୍ମଘୋଷିତ କମିଟିର ହିନ ଚକ୍ରାନ୍ତ କୁ ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ବିରୋଧ…
ହିଞ୍ଜିଳିକାଟୁ :,୨୭!୯ ହିଞ୍ଜିଳିକାଟୁ ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ବରାହୀ ପାହାଡ ପାଦ ଦେଶରେ ଥିବା ମନ୍ଦିରରେ ଥିବା କମିଟି କୁ ବିରୋଧକରି ଦୁଇ ଦିନ ପୂର୍ବେ କିଛି ଆତ୍ମଘୋଷିତ କମିଟି ଗଠନ ହୋଇଥିବା ନେଈ ସୋସିଆଲ ମିଡ଼ିଆ ରେ ଭାଇରାଲ ପରେ!-->!-->!-->…
ପେନରା ଘାଟିରେ ମୋଟର ସାଇକେଲରୁ ପଡି ଦୁଇ ଗୁରୁତର…
ଦାରିଙ୍ଗବାଡି, ୨୭/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ମହାଗୁଡି ଗ୍ରାମ ନିକଟ ପେନାରା ଘାଟିରେ ଆଜି ସମୟ ପ୍ରାୟ ୮ଘଣ୍ଟା ସମୟରେ ନିଜ ଗାଁରୁ ବ୍ରାହ୍ମଣୀଗାଁ କୌଣସି କାରଣ ବସତ ମୋଟର ସାଇକେଲରୁ ପଡି ଦୁଇଜଣ ଗୁରୁତର ହୋଇଥିବା ଖବର ହସ୍ତଗତ!-->!-->!-->…
ଆଲୁରମୁଠା ପୀଠର ଉନ୍ନତି କରଣ ପାଇଁ ଏସଡିସି ଅଧକ୍ଷଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ..
ମାଲକାନଗିରି,: ମାଲକାନଗିରି ଜିଲ୍ଲା ଚାଲାଣଗୁଡା ସ୍ଥିତ ମାଉଳି ମା ମନ୍ଦିର ତଥା ଆଲୁରମୁଠା ପୀଠରେ ଜିଲ୍ଲା ଏସଡିସି ଅଧକ୍ଷ ଆଡମା ରାବାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଦେବୀ ମା ମାଉଳିଙ୍କ ମନ୍ଦିର ତଥା!-->!-->!-->!-->!-->…
ଜଳ ଜଙ୍ଗଲ ଓ ଜମିର ସୁରକ୍ଷା ଲାଗି ପ୍ରତିବାଦ ସଭା, ସରକାରଙ୍କ ବିରୋଧରେ ଗର୍ଜିଲେ ଆଦିବାସୀ…
ମାଲକାନଗିରି : ଘଞ୍ଚ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହ ଚାଷବାସ କରି ଆମେ ଖୁସିରେ ଅଛୁ। ଏବେ ସରକାର ଆମ ଇଲାକାରେ ଗୋଟିଏ ପରେ ଗୋଟିଏ କମ୍ପାନି ଖୋଲି ଜଙ୍ଗଲ ନଷ୍ଟ କରିବାକୁ ଯାଉଛନ୍ତି, ଯାହା ଆମେ ହେବାକୁ ଦେବୁ ନାହିଁ। "ଏ ଜଙ୍ଗଲ ଆମର, ଏ ଜଳ ଆମର ଆଉ ଏ ଭୂମି ଆମର ", କିଛି ଏଭଳି!-->!-->!-->…