Sign in
Sign in
Recover your password.
A password will be e-mailed to you.
ରଙ୍ଗେଇଲୁଣ୍ଡ ବ୍ଲକ ଲୋକ କଳା ସାଂସ୍କୃତିକ ଦଳଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ…
ଛତ୍ରପୁର (୨୭/୦୯) : ରଙ୍ଗେଇଲୁଣ୍ଡ ବ୍ଲକ ଅଞ୍ଚଳର ଲୋକ କଳା ସାଂସ୍କୃତିକ ଦଳଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରଙ୍ଗେଇଲୁଣ୍ଡ ବ୍ଲକ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ଏହି ଶିବିର ଟିରେ ବ୍ଲକ କଳା ସାଂସ୍କୃତିକ ସଂଘ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ!-->…
ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ ଯୁବକ
ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ସତରେ କ’ଣ ଏମିତି ହୋଇପାରେ? ଆଜ୍ଞ ହଁ, ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ଯୁବକ ଅତିରିକ୍ତ ୩ ବର୍ଷ କାଳ ବନ୍ଦୀ ଜୀବନ ବିତାଇଛନ୍ତି। …
କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ…
ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ।
ମିଳିଥିବା ସୂଚନା…
ସିଏମ୍ ଏନ୍ ବିରେନ୍ ସିଂଙ୍କ ବହିଷ୍କାର ଦାବି କଲେ ମଲ୍ଲିକାର୍ଜୁନ ଖଡ୍ଗେ…
ହିଂସାର କବଳରୁ ମୁକୁଳି ପାରୁନାହିଁ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର। କିଛି ଦିନ ଶାନ୍ତି ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହେବା ପରେ ଏବେ ପୁଣି ସୋସିଆଲ ମିଡିଆରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟାର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ ପରେ ପୁଣିଥରେ…
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବିଭାଗୀୟ ଖାଦ୍ୟ ପ୍ରକ୍ରିୟା କରଣ ସକାଶେ ବୈଠକ
ବ୍ରହ୍ମପୁର : ଓଡିଶା ଅପିକଲ ଅଧକ୍ଷ ପ୍ରଭାଦିତ୍ୟ ମିଶ୍ରଙ୍କ ଅଧକ୍ଷତାରେ ଗଞ୍ଜାମ ଜ଼ିଲ୍ଲା ପରିଷଦ ଜଉଗଡ ସମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବିଭାଗୀୟ ଖାଦ୍ୟ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ ପାଞ୍ଚ ଗୋଟି ଜ଼ିଲ୍ଲାର ମୁଖ୍ୟ କୃଷି ଜ଼ିଲ୍ଲା ଅଧିକାରୀ, ଅପିକାଲ ଜ଼ିଲ୍ଲା!-->…
ବୃଦ୍ଧାଙ୍କୁ ହାଣିଲେ ଡକାୟତ, ଲୁଟିନେଲେ ୮ ଲକ୍ଷ ଟଙ୍କା ସହ ସୁନା ଗହଣା…
ସୋର : ହାଣି ଲୁଟିନେଲେ ସୁନା ଓ ଟଙ୍କା। ବୃଦ୍ଧାକୁ ହାଣି ୮ ଲକ୍ଷ ଟଙ୍କା ଓ ଶହେ ଗ୍ରାମ ସୁନା ଲୁଟି ନେଇଛନ୍ତି ଡ଼କାୟତ। ବାଲେଶ୍ବର ଜିଲ୍ଲା ଗୋପାଳପୁର ଥାନା ଯୁଣିଆ ବଜାରରେ ଏହି ଲୁଟ୍ ହୋଇଛି। ଗୁରୁତର ବୃଦ୍ଧା ଡାକ୍ତରଖନାରେ ଭର୍ତ୍ତି ।
ଖବର ଅନୁଯାୟୀ ଯୁଣିଆ ବଜାର…
ଘର ଘର ବୁଲି ଦୁଷ୍କର୍ମ ପୀଡ଼ିତା ସାହାଯ୍ୟ ମାଗିବା ଘଟଣା: ଗଠନ ହେଲା ଏସଆଇଟି…
ମରି ଯାଇଛି ମାନବିକତା, ହଜି ଯାଇଛି ମଣିଷ ପଣିଆ। ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ତଳକୁ କରି ଦେଇଛି। ଆଜିର ସ୍ୱାର୍ଥପର ମଣିଷ ସମାଜର ଅସଲ ମୁଖା ଖୋଲି ଦେଇଛି ଗୋଟିଏ ଘଟଣା। ଜଣେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ…
ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି…
ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ପ୍ରଶ୍ନର…
୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର…
ଇମ୍ଫାଲ: ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ଦିନ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ(ଏଏଫଏସପିଏ) ଅନୁଯାୟୀ ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’…
ଦୁଇ ଶହ ଟଙ୍କା ପାଇଁ ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ…
ପାରାଦୀପ : ଦୁଇ ଶହ ଟଙ୍କା ପାଇଁ ନିସ୍ତୁକ ମାଡ଼। ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ। ଗୁରୁତର ଅବସ୍ଥାରେ ଗ୍ରାହକ ପ୍ରଶାନ୍ତ କୁମାର ଜେନାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାରଲୋକେ ପାରାଦୀପ ଲକ ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ…