ଥାପାଗୁଡ଼ା ଆଶ୍ରମ ବିଦ୍ୟାଳୟ ଆନୁକୁଲ୍ୟରେ ପାଳନ ହେଲା “ଆମେ ଜାଣିବା ଓ ଆମେ ଜିଣିବା”…

ମାଲକାନଗିର(୨୭/୦୯) : ମାଲକାନଗିରି ଜିଲ୍ଲାର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଥାପାଗୁଡା ଆଶ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ "ଆମେ ଜାଣିବା ଏବଂ ଆମେ ଜିଣିବା" କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ DIC ଶ୍ରୀଯୁକ୍ତ ଗଦାଧର ମିଶ୍ର,

କଲେଜ ଅଣଅନୁଦାନ କର୍ମଚାରୀଙ୍କ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଲା…

ହିଞ୍ଜିଳିକାଟୁ, (୨୭/୯): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଣଅନୁଦାନ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ଦାବୀ ପୂରଣ ନେଇ ଗତ ୧୫ ତାରିଖରୁ ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଗତ ୨୦୦୦

ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ୧୫୦ ବୃକ୍ଷ ରୋପଣ…

ଫୁଲବାଣୀ : ବୃକ୍ଷ ହିଁ ଜୀବନ ଏହି ନୀତିର ଆଦର୍ଶରେ ପରିଚାଳିତ ହୋଇଛି ଖଡୁରା ସାମାଜ l କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ସାମାଜ ସଭାପତିଙ୍କ ଆନୁକୁଲ୍ୟରେ ମଜୁରୀ ବିଡ଼ା ବୃଦ୍ଧାଶ୍ରମ ଠାରେ ବିଭିନ୍ନ ପ୍ରକାର ୧୫୦ ଫଳ ବୃକ୍ଷ ରୋପଣ କରାଯାଇଛି l ଏହି

୮ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୧୦ ହଜାର ଟଙ୍କା ଜୋରିମାନା…

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ନୁପୁରା ଦିଗାଲ କୁ ଦୋଷୀ ସାବ୍ୟସ୍ତ କରି ୨୦

ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର ପୁନରୁଦ୍ଧାର ଓ ଆଧୁନିକୀକରଣରେ ଲିପ୍ତ ସଂସ୍ଥା ବି.ଏଚ୍.ଇ.ଏଲ୍.ର କାର୍ଯ୍ୟ ଦକ୍ଷତାକୁ…

ତିନି ମାସ ମଧ୍ୟରେ ସାତ ଥର ଅଚଳ ରହିଲା ପୁନରୁଦ୍ଧାର ହୋଇଥିବା ଟ୍ରାନ୍ସଫର୍ମର ୟୁନିଟ୍:କାରଣ ଅସ୍ପଷ୍ଟ । ମାଲକାନଗିରି/ବାଲିମେଳା : ସାଧାରଣତଃ ନୂଆ ଜିନିଷଟେ କିଣିଲେ ଆମେ ପ୍ରଶ୍ନ କରିଥାଉ ଯେ ଜିନିଷଟିର ସ୍ଥାୟୀତ୍ବ କିପରି? ଠିକ୍ ଭାବେ ଚଳାଚଳ କରିବ ନା ନାହିଁ? ଖରାପ୍ ହେଲେ

ସମବେଦନା ଜଣାଇବାକୁ ପହଂଚିଲା ମା ମାଟିଆ ମଙ୍ଗଳା କ୍ଳବ୍…

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦୀବାଉଁଶମୂଳ ପଞ୍ଚାୟତର ଉଆସିଢିଅ ଗ୍ରାମର ଯୁବକ ଶ୍ରୀକାନ୍ତ ପରିଡ଼ା ଦାଦନ ଖଟିବାକୁ ଯାଇ ତାଙ୍କର ସୁଦୂର ହାଇଦ୍ରାବାଦରେ ଆକସ୍ମିକ ବିୟୋଗ ଘଟିଛି, ଫଳରେ ପରିବାର ଲୋକେ ତାଙ୍କର ରୋଜଗାର ପୁଅ କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି

ତୃତୀୟ ଦିନରେ ୩ଟି ଷ୍ଟାଡିୟମରେ ଖେଳାଗଲା ଜାତୀୟ ମୁକବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟ…

ଭୁବନେଶ୍ବର : ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ…

ଭୁବନେଶ୍ୱର : ଅକ୍ଟବୋର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍‌ ଧର୍ମଘଟ। ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଛି। ଯେହେତୁ ଆସନ୍ତା ୨ ତାରିଖରେ…

ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ…

ଭୁବନେଶ୍ବର: ପୁଣି କଡ଼ାକଡି ହେବ ଅଧ୍ୟାପକଙ୍କ ଉପସ୍ଥାନ । ଡିଗ୍ରୀ କଲେଜ ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ । ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି ବୋଲି ବିଧାନସଭାରେ କହିଛନ୍ତି…

ଭାରତର ପଦକ ସଂଖ୍ୟା ୨୨ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୪ର୍ଥ ଦିନ ଶୁଟିଂରେ ଭାରତ ୨ ସ୍ୱର୍ଣ୍ଣ ସମେତ ୭ ପଦକ ଜିତିଥିଲେ । ୪ର୍ଥ ଦିବସ ଶେଷ ସୁଦ୍ଧା ଭାରତ ଓଭରାଲ ୫ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଜିତିଛି । ବୁଧବାର ୨୫ ମିଟର ପିସ୍ତଲ…